ବାତ୍ୟା ‘ଜୱାଦ୍‌’ LIVE ଅପଡେଟ: ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍‌’ !

07:54 AM

ଆଜି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ

Posted by:-
  • ଅବପାତ ପ୍ରଭାବରେ ଉପକୂଳବର୍ତ୍ତୀ କିଛି ଜିଲ୍ଲାମାନଙ୍କରେ ଆଜି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଖୋର୍ଦ୍ଧା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ଅନୁମାନ ରହିଛି।

13:34 PM

ମହାପ୍ରଭୁଙ୍କ ଦୟାରୁ ଟଳୁଛି ବିପଦ

Posted by:-

13:17 PM

ଆଜି ରାତିରେ ଗଭୀର ଅବପାତ !

Posted by:-

13:14 PM

ସମୁଦ୍ରକୁ ପର୍ଯ୍ୟଟକ ମନା

Posted by:-

12:59 PM

ବାତ୍ୟା ଭୟଠୁ ଅଧିକ ସମୁଦ୍ର ପ୍ରେମ

Posted by:-

12:51 PM

‘ଏମିତି ଭୟ ଲାଗୁଛି.. ଯେମିତି ଭାସି ଯାଉଛୁ..‘

Posted by:-

12:44 PM

ଜଗତସିଂହପୁରରେ ଅଜାଡ଼ୁଛି

Posted by:-

12:40 PM

କାଲି ମଧ୍ୟାହ୍ନ ବେଳକୁ ପୁରୀ ଉପକୂଳରେ ପହଞ୍ଚିବ ଜୱାଦ୍‌

Posted by:-

12:39 PM

ସମୁଦ୍ର କୂଳରେ ଗାଧୋଇବା ପାଇଁ ଭିଡ

Posted by:-

12:36 PM

ବାତ୍ୟା ପାଇଁ ନୀଳଗିରିରେ ଚାଷୀ କରୁଛି ଧାନ ଅମଳ

Posted by:-

12:34 PM

ଏ ଦିଗ ଆଡକୁ ଯିବ ବାତ୍ୟା

Posted by:-

12:32 PM

ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବାତ୍ୟା ସମ୍ମୁଖୀନ ପାଇଁ ଆମେ ରେଡି

Posted by:-

12:20 PM

ଆଜି ରାତିରେ ଗଭୀର ଅବପାତ ! ୩ ଜିଲ୍ଲାରେ ପ୍ରବଳ ବର୍ଷିବ !

Posted by:-
  • ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍‌’ ! ଆଜି ରାତିରେ ଏହା ଗଭୀର ଅବପାତ ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟାହ୍ନରେ ଗଭୀର ଅବପାତ ହୋଇ ପୁରୀରେ ପହଞ୍ଚିବ।

    ଅଧିକ ପଢ଼ନ୍ତୁ...

12:11 PM

ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକ ଭିଡ

Posted by:-

12:09 PM

କଟକ ପ୍ରଶାସନ ବାତ୍ୟା ସମ୍ମୁଖୀନ ପାଇଁ ପୂରା ପ୍ରସ୍ତୁତ

Posted by:-

11:36 AM

ବାତ୍ୟା ପୂର୍ବରୁ ଅଶାନ୍ତ ସମୁଦ୍ର ! ପାରାଦୀପରେ କେମିତି ରହିଛି ସ୍ଥିତି ? ଦେଖନ୍ତୁ...

Posted by:-

11:18 AM

ପାରଦ୍ୱୀପ ବନ୍ଦରକୁ ପ୍ରବେଶ ନିଷେଧ

Posted by:-

11:17 AM

ବାତ୍ୟା ଅଶ୍ରାୟସ୍ଥଳୀ ଯିବାକୁ ଅମଙ୍ଗ ହେଉଛନ୍ତି ଲୋକେ

Posted by:-

11:09 AM

ବାତ୍ୟା ପୂର୍ବରୁ କୋଣାର୍କରେ କେମିତି ରହିଛି ସ୍ଥିତି ?

Posted by:-

11:00 AM

ପାରାଦୀପରେ ସର୍ବାଧିକ ୬୨ ମିମି ବର୍ଷା

Posted by:-

10:04 AM

ବାତ୍ୟା ପୂର୍ବରୁ ଗର୍ଭବତୀଙ୍କୁ ସ୍ଥାନାନ୍ତର

Posted by:-

10:03 AM

ପୁରୀ ଛୁଇଁବା ପୂର୍ବରୁ ହେବ ଜୱାଦ

Posted by:-

09:59 AM

ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍‌’ !

Posted by:-
  • ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍‌’ ! ଆସନ୍ତାକାଲି ପୁରୀ ଛୁଇଁବା ବେଳକୁ ବାତ୍ୟା ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି।

    ଅଧକ ପଢ଼ନ୍ତୁ...

09:50 AM

ଦୁର୍ବଳ ହେବ ବାତ୍ୟା ଜଓ୍ୱାଦ୍ !

Posted by:-

09:28 AM

ଦୁର୍ବଳ ହୋଇଯିବ ବାତ୍ୟା

Posted by:-

09:21 AM

ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍

Posted by:-

09:21 AM

ବାତ୍ୟା ‘ଜୱାଦ୍‌’କୁ ଦୃଷ୍ଟିରେ ରଖି ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି

Posted by:-

09:14 AM

ମହାକାଳପଡାରେ ପ୍ରବଳ ଛେଚୁଛି

Posted by:-

09:14 AM

ଆଶା ଆଶଙ୍କାରେ ପୁରୀବାସୀ

Posted by:-

09:04 AM

ପାଖେଇ ଆସୁଛି ବାତ୍ୟା: ପ୍ରବଳ ବର୍ଷା ସାଙ୍ଗକୁ ସର୍ବାଧିକ ୯୫ କି.ମି. ବେଗରେ ବହିପାରେ ପବନ

Posted by:-
  • ବାତ୍ୟା ‘ଜୱାଦ୍‌’ ଦିଗ ପରିବର୍ତ୍ତନ କରିବା ପରେ ବର୍ଷା ଓ ପବନ ଧୀରେ ଧୀରେ ବଢ଼ିବ। ସର୍ବାଧିକ ୯୫ କି.ମି. ବେଗରେ ପବନ ବହିବା ସମ୍ଭାବନା ରହିଛି।

    ଅଧିକ ପଢ଼ନ୍ତୁ...

08:49 AM

ବାତ୍ୟା ପାଇଁ ପାରାଦୀପ ବନ୍ଦରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ଓପନ

Posted by:-

08:42 AM

ବାତ୍ୟା ପାଇଁ ୯୫ଟି ଟ୍ରେନ ବାତିଲ

Posted by:-

08:41 AM

'ଜିରୋ କାଜୁଆଲିଟି ଆମର ଲକ୍ଷ' : ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ପ୍ରଶାସନ

Posted by:-

08:32 AM

ସ୍ଥଳଭାଗ ମୁହାଁ ବାତ୍ୟା, ବାତିଲ୍‌ ହେଲା ୯୫ରୁ ଅଧିକ ଟ୍ରେନ୍

Posted by:-
  • ବାତ୍ୟା ପାଇଁ ୯୫ରୁ ଅଧିକ ଟ୍ରେନ୍ ବାତିଲ୍‌ କରାଯାଇଛି। ଏହା ବ୍ୟତୀତ ଜୀବନ ଯେପରି ହାନୀ ହେବନି ସେ ଦିଗରେ ଧ୍ୟାନ ରଖାଯାଇଛି।

    ଅଧିକ ପଢ଼ନ୍ତୁ...

08:09 AM

ପୁରା ପ୍ରସ୍ତୁତ ଅଛି ପ୍ରଶାସନ

Posted by:-

08:04 AM

ଗୋପାଳପୁରଠାରୁ ୩୬୦କିମି ଦୂରରେ ରହିଛି ବାତ୍ୟା

Posted by:-

07:47 AM

ରାଜ୍ୟରରେ ବର୍ଷୁଛି ଝିପି ଝିପି ବର୍ଷା

Posted by:-

07:42 AM

'ବଳ ଗୋଟାଇ ସ୍ଥଳଭାଗ ମୁହାଁ ବାତ୍ୟା'

Posted by:-

07:39 AM

୬ କି.ମି. ବେଗରେ ମାଡ଼ି ଆସୁଛି ବାତ୍ୟା, କାଲି ମଧ୍ୟାହ୍ନରେ ପୁରୀ ଛୁଇଁବ !

Posted by:-
  • ଆସନ୍ତାକାଲି ମଧ୍ୟାହ୍ନରେ ବାତ୍ୟା ‘ଜୱାଦ୍‌’ ପୁରୀ ଉପକୂଳ ଛୁଇଁବା ସମ୍ଭାବନା ରହିଛି।  ବାତ୍ୟା ‘ଜୱାଦ୍‌’ ଏବେ ଗୋପାଳପୁରଠୁ ୩୬୦ କି.ମି. ଦୂରରେ ଥିବାବେଳେ ବିଶାଖାପାଟଣା ଠାରୁ ୨୫୦ କି.ମି. ଦୂରରେ ରହିଛି। 

    ଅଧିକ ପଢ଼ନ୍ତୁ...

07:18 AM

କାଲି ମଧ୍ୟାହ୍ନରେ ପୁରୀ ଛୁଇଁବ ବାତ୍ୟା ’ଜୱାଦ୍‌’

Posted by:-

21:17 PM

ବାତ୍ୟା ଜୱାଦ ପାଇଁ କାଲି ୧୯ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା

Posted by:-
  • ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା, କଟକ, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି, ମୟୂରଭଞ୍ଜ ପାଇଁ ସ୍କୁଲ୍ ଛୁଟି ଘୋଷଣା

21:16 PM

ଓଡିଶା ଉପକୂଳରେ ପ୍ରାୟ ୨ ରୁ ୪ ମିଟର ଉଚ୍ଚର ଜୁଆର ଆସିବାର ସମ୍ଭାବନା

Posted by:-

18:34 PM

ଗୋପାଳପୁରରୁ ୪୭୦ କିମି, ପାରାଦୀପରୁ ୫୮୦ କିମି ଦୂରରେ ବାତ୍ୟା

Posted by:-
  • ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଜୱାଦ । ବର୍ତ୍ତମାନ ସୁଦ୍ଧା ଗୋପାଳପୁରରୁ ୪୭୦ କିମି, ପାରାଦୀପରୁ ୫୮୦ କିମି ଦୂରରେ ରହିଛି ବାତ୍ୟା । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୨୨ କିମି ବେଗରେ ଆସୁଛି ବାତ୍ୟା । ଆସନ୍ତାକାଲି ରି-କର୍ଭ କରି ୫ ଟା ସୁଦ୍ଧା ପୁରୀ ଉପକୂଳ ପାଖାପାଖି ହେବ ବୋଲି କୁହାଯାଉଛି ।

18:21 PM

ଗୋପାଳପୁରରୁ ୪୭୦ କିମି ଦୂରରେ ବାତ୍ୟା

Posted by:-
  •  

     

18:15 PM

ଆସନ୍ତାକାଲି ଏହି ଜିଲ୍ଲାରେ ସ୍କୁଲ୍‌ ଛୁଟି

Posted by:-

18:13 PM

ମାଡ଼ି ଆସୁଛି ବାତ୍ୟା ! ଫେରି ଆସିଲାଣି ଡଙ୍ଗା

Posted by:-
  • ପୁରୀରେ ଲ୍ୟାଣ୍ଡଫଲ ହେବା ପରେ ଆତଙ୍କିତ ସମୁଦ୍ରକୂଳିଆ ଲୋକେ...ଦେଖନ୍ତୁ ପେଣ୍ଠକଟାରେ କେମିତି ଗର୍ଜନ କରୁଛି ସମୁଦ୍ର...
     

16:46 PM

ବିଶାଖାପାଟଣାରୁ ୪୨୦ କିମି ଦୂରରେ ବାତ୍ୟା

Posted by:-
  • ବାତ୍ୟା ଜୱାଦ୍ ଗୁଲାବ ଠାରୁ ଅଧିକ ଶକ୍ତିଶାଳୀ ହେବ ବୋଲି କୁହାଯାଉଛି । ବିଶାଖାପାଟଣାରୁ ଠାରୁ ବର୍ତ୍ତମାନ ୪୨୦ କିମି ଦୂରରେ ରହିଛି ବାତ୍ୟା । ଆସନ୍ତା ୪ ତାରିଖ ସଂଧ୍ୟା ପରେ ବାତ୍ୟାର ଦିଗ ପରିବର୍ତ୍ତନ ହେବ । ୪ ସଂଧ୍ୟାରୁ ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ମୁହାଁଇବ ।

    ଅଧିକ ପଢ଼ନ୍ତୁ...

16:31 PM

ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ସମେତ ୩ ରାଜ୍ୟରେ ୪୬ଟି NDRF ଟିମ୍ ମୁତୟନ, ଷ୍ଟାଣ୍ଡବାଏରେ ଅଧିକ ୧୮ଟି ଟିମ୍

Posted by:-
  • ପୁରୀ ଜିଲ୍ଲାରେ ଉପକୂଳ ଛୁଇଁବ ବାତ୍ୟା ! IMDର ଆକଳନ ଅନୁସାରେ ପୁରୀ ଜିଲ୍ଲାରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା । ୪ ତାରିଖ ସଂଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ତେବେ ବାତ୍ୟା ପାଇଁ ଓଡ଼ିଶା ସମେତ ୩ ରାଜ୍ୟକୁ ୪୬ଟି NDRF ଟିମ୍ ପଠାଯାଇଛି । ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରରେ ସମସ୍ତ ଟିମ୍ ମୁତୟନ ଅଛନ୍ତି ।

    ଅଧିକ ପଢନ୍ତୁ... 

16:31 PM

ଆସିବ ବଡ଼ ଜୁଆର ! ‘ଗୁଲାବ’ ଠାରୁ ଅଧିକ ରହିବ ବାତ୍ୟା ‘ଜୱାଦ୍‌’

Posted by:-
  • ଅମାବାସ୍ୟା ଥିବାରୁ ବାତ୍ୟା ବେଳେ ସମୁଦ୍ରରେ ଜୁଆର ଆସିବ। ପ୍ରାୟ ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ସମ୍ଭାବନା ରହିଛି। ନିୟମିତ ପ୍ରାୟ ୪ ମିଟର ଯାଏ ସମୁଦ୍ରରେ ଜୁଆର ଆସିଥାଏ, ଆଉ ୧ ମିଟର ବଢ଼ିବ। 

    ଅଧିକ ପଢ଼ନ୍ତୁ...

16:21 PM

ସୃଷ୍ଟି ହେଲା ବାତ୍ୟା ‘ଜୱାଦ୍‌’, ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ

Posted by:-
  • ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇ ଥିବାବେଳେ ଆଜି ପୂର୍ବାହ୍ନରେ ଏହା ବାତ୍ୟାରେ ପରିଣତ ହୋଇଛି।

    ଅଧିକ ପଢ଼ନ୍ତୁ...