• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 22 May 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

eviction
Eviction of Illegal Occupants: ସରକାରୀ କ୍ବାର୍ଟରକୁ ଜବରଦଖଲ ମୁକ୍ତ ସମୟରେ ଉତ୍ତେଜନା, ଡରିଲାନି ଏନଫୋର୍ସମେଣ୍ଟ ଟିମ୍

ରାଜଧାନୀର ୟୁନିଟ୍-2 ଅଞ୍ଚଳରେ ଜାରି ରହିଥିବା ସରକାରୀ କ୍ବାର୍ଟରକୁ ଜବରଦଖଲ ମୁକ୍ତବେଳେ ଉତ୍ତେଜନା, ନାଲି ଆଖି। ହେଲେ କିଛି ଶୁଣିଲେନି ଏନଫୋର୍ସମେଣ୍ଟ ଟିମ୍। କାଲି ଓ ଆଜିକୁ ମିଶାଇ ମୋଟ୍ ୨୬ଟି କ୍ବାର୍ଟର ଅକ୍ତିଆରକୁ ଆସିଥିବାବେଳେ ୧୮ଟିରେ ଲାଗିଛି ଜଉମୁଦ।

chse
Odisha Plus Two Results: ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ, ବିଜ୍ଞାନ ଓ ବାଣିଜ୍ୟରେ ବଢ଼ିଲା ପାସ୍ ହାର

ଏକାସାଙ୍ଗରେ ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳାଫଳ ଘୋଷଣା କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରେଜଲ୍ଟ ଘୋଷଣା କରିଥିବା ବେଳେ, ଚଳିତବର୍ଷ ପାସ୍ ହାର୍ ରହିଛି ୮୨.୭୭ ପ୍ରତିଶତ।

Testing
Pokhran-1 Nuclear Test: ପୂରା ଟିମ ଚାହିଁ ରହିଥିଲା, ୫ ମିନିଟ ଯାଏ ହେଲାନି ବିସ୍ଫୋରଣ: ଜାଣନ୍ତୁ, ପୋଖରାନ-୧ ପରୀକ୍ଷଣର ପୂରା କାହାଣୀ

ପରୀକ୍ଷଣ କରାଯିବାର ଦିନକ ପୂର୍ବଯାଏ ଏହି ପୂରା ଅପରେସନକୁ ଗୋପନୀୟ ରଖାଗଲା । ଏପରିକି ପରୀକ୍ଷଣ ସମ୍ପର୍କରେ ଆମେରିକା ମଧ୍ୟ ଏ ସମ୍ପର୍କରେ ସାମାନ୍ୟ ପ୍ରାକ ସୂଚନା ପାଇ ପାରିଲା ନାହିଁ । ପରୀକ୍ଷଣ ପରେ ସାରା ବିଶ୍ୱ ଚମକି ପଡିଥିଲା । ଆମେରିକ ଭାରତ ଉପରେ ପୂରା ରାଗି ଯାଇଥିଲା । ଏପରିକି ଭାରତ ଉପରେ ବିଭିନ୍ନ ପ୍ରତିବନ୍ଧକ ମଧ୍ୟ ଲଗାଇଥିଲା । ଭାରତର ଏହି ସଙ୍କଟ ମୁହୂର୍ତ୍ତରେ ସୋଭିଏତ ଋଷ ହିଁ ସାଥ ଦେଇଥିଲା । 

Panchayat By-Elections
Panchayat By-Elections Postponed: ସ୍ଥଗିତ ରହିଲା ପଞ୍ଚାୟତ ଉପନିର୍ବାଚନ, ଜୁନ ୨୩ରେ ନୁହେଁ...

ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଲେ ରାଜ୍ୟ ନିର୍ବାଚନ କମିଶନ । ସଅଳ ମୌସୁମୀ ଆସୁଥିବାରୁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ । ଜୁନ୍‌ ୨୩ରେ ଉପନିର୍ବାଚନ ନେଇ ଘୋଷଣା ହୋଇଥିଲା ।

Mohan Majhi
Odisha Chief Minister's Stand on Bureaucratic Reform: କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ, ସତରେ କ'ଣ ରହିଛି ଅଡୁଆ ?

ମୁଖ୍ୟମନ୍ତ୍ରୀଙ୍କର ଏହି ତାଗିଦକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ଉଠୁଛି ଓ ପଡ଼ୁଛି । ଏହିଭଳି ଏକ ପ୍ରତିକ୍ରିୟା ବି ବେଶ୍ ସ୍ୱାଭାବିକ । ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପଛର ଉଦ୍ଦେଶ୍ୟ ହେଲା ଯେ, ଅମଲାମାନେ ସେମାନଙ୍କର କ୍ଷେତ୍ର ପରିଦର୍ଶନ କର୍ତ୍ତବ୍ୟ ସମ୍ପାଦନ ନକରି ଅଧିକାଂଶ ସମୟରେ ନିଜର କାର୍ଯ୍ୟାଳୟରେ ବୈଠକ ଓ ଅନ୍ୟାନ୍ୟ କାର୍ଯ୍ୟରେ ବସି ରହୁଛନ୍ତି ।

DION
Real Estate Odisha Developments: ଗ୍ରାହକଙ୍କୁ ସ୍ୱପ୍ନର ଗୃହ ଯୋଗାଇବ ଅଗ୍ରଣୀ ରିଅଲ ଇଷ୍ଟେଟ ସଂସ୍ଥା ‘ଡିଅନ୍ ଗ୍ରୁପ’

କଟକ ଏବଂ ଭୁବନେଶ୍ୱର ମଧ୍ୟରେ କାଠଯୋଡି ଓ କୁଆଖାଇ ନଦୀ ତଟରେ ଅବସ୍ଥିତ ତ୍ରିଶୂଳିଆ ଅଞ୍ଚଳରେ ସ୍ୱପ୍ନର ଘର କରି ରହିବା ପାଇଁ ଚାହୁଁଥିବା ଲୋକମାନଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ଗୃହ ନିର୍ମାଣ କରି ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଗ୍ରଣୀ ରିଅଲ ଇଷ୍ଟେଟ ସଂସ୍ଥା ‘ଡିଅନ୍ ଗ୍ରୁପ’ ।

santosh
High-scoring Ganjam Student: ଦିନ ମଜୁରିଆଙ୍କ ପୁଅ ରଖିଲେ ୯୫ ପ୍ରତିଶତ ମାର୍କ, ଭବିଷ୍ୟତରେ ଡାକ୍ତର ହେବା ଲକ୍ଷ୍ୟ

ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ବ୍ଲକର ସନ୍ତୋଷ ଜେନା ୯୫.୫ ପ୍ରତିଶତ ମାର୍କ ରଖିଛନ୍ତି। ତାଙ୍କ ବାପା ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ସମସ୍ତ ଘାତ ପ୍ରତିଘାତକୁ ଅତିକ୍ରମ କରି ସନ୍ତୋଷ ୯୫.୫ ପ୍ରତିଶତ ମାର୍କ ରଖିଛନ୍ତି। ୬୦୦ ମାର୍କରୁ ସନ୍ତୋଷ ମୋଟ ୫୭୩ ମାର୍କ ରଖିଛନ୍ତି ।

+2 ରେଜଲ୍ଟ
Odisha CHSE Results 202୫Announced: ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶିତ, ପୁ୍ଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ

ଚଳିତ ବର୍ଷ ପାସ ହାର ୮୨.୭୭ ପ୍ରତିଶତ ରହିଛି।  ଚଳିତ ବର୍ଷ ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ରହିଛି। ଝିଅଙ୍କ ପାସ୍ ହାର୍ ୮୭.୨୪% ଥିବା ବେଳେ ପୁଅଙ୍କ ପାସ୍ ହାର୍ ୭୭.୮୮% ରହିଛି। ୧ ଲକ୍ଷ ୪୨ ହଜାର ୫୧୬ ଛାତ୍ର ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧ ଲକ୍ଷ ୭୪ ହଜାର ୨୫୧ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।  କଳାରେ ପାସ ହାର ୮୦.୫୧% ରହିଥିବା ବେଳେ ବିଜ୍ଞାନରେ ୮୭.୪୯% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ -ବାଣିଜ୍ୟରେ ୮୩.୨% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ -ଧନ୍ଦାମୂଳକରେ ୬୦% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। 

Government Quarters Eviction
Government Quarters Eviction: ସରକାରୀ କ୍ୱାର୍ଟର୍ସରୁ ଜବରଦଖଲ ଉଚ୍ଛେଦ ଜାରି, ଉତ୍ପାତ କଲେ ଜବରଦଖଲକାରୀ

ଭୁବନେଶ୍ବରରେ ଭଡ଼ାରେ ଲାଗିଥିବା ସରକାରୀ କ୍ବାର୍ଟର୍ସରୁ ଦ୍ୱିତୀୟ ଦିନରେ ଜବରଦଖଲ ଉଚ୍ଛେଦ ବେଳେ ଅପ୍ରୀତିକର ପରିସ୍ଥିତି । ଉଚ୍ଛେଦ ବେଳେ ସ୍କ୍ୱାଡ୍‌ ସହ ମୁହାଁମୁହିଁ ହେଲେ କିଛି ଲୋକ । ଏହାକୁ ବିରୋଧ କରି ସ୍କ୍ୱାଡ୍‌ଙ୍କୁ ଗାଳିଗୁଲଜ କଲେ ।

Maternity Leave
Maternity Leave Rules: ଦୂର ହେଲା ମାତୃତ୍ୱ ଛୁଟି ଦ୍ୱନ୍ଦ୍ୱ, ୧୮୦ ଦିନର ଛୁଟି ପାଇଁ ଆସିଲା ନିର୍ଦ୍ଦିଷ୍ଟ ନିୟମ

ମାତୃତ୍ୱ ଛୁଟିକୁ ଦ୍ୱନ୍ଦ ଦୂର କଲେ ମୋହନ ସରକାର । ୧୮୦ ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ ହେଲା । ସମ୍ଭାବ୍ୟ ପ୍ରସବ ତାରିଖର ତିନି ମାସ ପୂର୍ବରୁ, ପ୍ରସବ ତାରିଖର ଛଅ ମାସ ମଧ୍ୟରେ ୧୮୦ ଦିନର ମାତୃତ୍ଵ ଛୁଟି ନେଇ ହେବ ।

vastu tips
Impact of Black Items in Direction: ଘରର ଏହି ଦିଗରେ ରଖନ୍ତୁ ନାହିଁ କଳା ରଙ୍ଗର ଜିନିଷ, ଜୀବନ ପାଲଟିଯିବ ନର୍କ

ଘରେ ଠିକ୍‌ ଜିନିଷକୁ ଠିକ୍‌ ଜାଗାରେ ନ ରଖିଲେ ସୌଭାଗ୍ୟକୁ ତାହା ଦୁର୍ଭାଗ୍ୟରେ ପରିଣତ କରି ଦେଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଏକ ପ୍ରମୁଖ କୋଣରେ କେବେ ବି କଳା ରଙ୍ଗର ଜିନିଷ ରଖନ୍ତୁ ନାହିଁ। ଏପରି ଏକ ସାଧାରଣ ତ୍ରୁଟି ଆପଣଙ୍କ ଜୀବନକୁ ନର୍କ କରିଦେବ ।

pakistan
Jyoti Malhotra Spy Probe: ଖୋଲୁଛି ଗୁମର; ‘ଜ୍ୟୋତିଙ୍କ ଡାଏରୀ କହିବ ସତ’

ପାକିସ୍ତାନ ଗସ୍ତ ସମ୍ପର୍କରେ ସବୁ ତଥ୍ୟ ଡାଏରୀରେ ରହିଛି। ଡାଏରୀରେ ଲୁଚି ରହିଛି ପାକିସ୍ତାନ ଗୁପ୍ତଚରୀ ଫମୁର୍ଲା। ୫ ଦିନିଆ ରିମାଣ୍ଡରେ ନେଇ ଘାଣ୍ଟୁଛି ତଦନ୍ତକାରୀ ସଂସ୍ଥା। ପହଲଗାମ୍ ହମଲା ପୂର୍ବରୁ ଯାଇଥିଲେ ପାକିସ୍ତାନ, ସେଠି ସେ ୧୦ ଦିନ ଧରି ରହିଥିଲେ।

Jawan death
Bolangir Killer Lover: ଇଏ କେମିତିକା ପ୍ରେମିକା, ମାରିବାକୁ ଧମକ ଦେଇଥିଲା, ତା' ପରେ...

ଯବାନ ପ୍ରେମିକକୁ ମାରିଦେଲା ପ୍ରେମିକା ! ପ୍ରଥମେ ଧମକ ଦେଲା, ତା’ ପରେ ମାରି ଟାଙ୍ଗିଦେଲା ! କଳଙ୍କିତ ପ୍ରେମର ଏ ହେଉଛି ସେହି କଳଙ୍କିତ ନାୟିକା । ଯିଏ ପ୍ରେମ ପାଇଁ ଗଡ଼ାଇଛି ମୁଣ୍ଡ ଆଉ ଲିଭାଇଛି ଜଣେ ସ୍ତ୍ରୀର ସିନ୍ଦୂର ।

collage-election
College Elections Odisha: ଖୁସି ଖବର; ଏ ବର୍ଷ ହେବ କଲେଜ ଇଲେକ୍ସନ୍!

ଏବର୍ଷ ହୋଇପାରେ କଲେଜ ଇଲେକ୍ସନ୍। ଏନେଇ ସରକାର ଚିନ୍ତା କରୁଛନ୍ତି। ଆଜି ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

Accident
Odisha Tragic Hit and Run: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୩ ଯୁବକଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି

ବିଳମ୍ବିତ ରାତିରେ ଯୁବକ ମାନେ ବାଇକ୍ ଯୋଗେ କାରିଣି ଗ୍ରାମର ଠାକୁରାଣି ଯାତ୍ରା ଦେଖିବାକୁ ଯାଉଥିଲେ। ବଂଶଧାରା ନଦୀ ବ୍ରିଜ୍ ଉପରେ ଯୁବକଙ୍କ ମାନଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା।

low-presure
Cyclonic Trough to Form in Arabian Sea: ୧୨ ଘଣ୍ଟାରେ ଲଘୁଚାପ; ୩୬ ଘଣ୍ଟାରେ ଅବପାତ

ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ। ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।ଲଘୁଚାପଟି  ଅଧିକ  ଘନୀଭୂତ ହୋଇ ଆଗାମୀ ୩୬ ଘଣ୍ଟାରେ ଏହା ଅବପାତରେ ପରିଣତ  ହେବ।

by election
Panchayat By-election Odisha: ପଞ୍ଚାୟତ ଉପ ନିର୍ବାଚନ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି; ୨୩ରେ ଭୋଟ୍‌

ଜୁନ୍ ୨୩ ତାରିଖରେ ହେବ ପଞ୍ଚାୟତ ଉପ ନିର୍ବାଚନ । ୪୩ ପଞ୍ଚାୟତରେ ହେବ ଉପନିର୍ବାଚନ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଜି +2 ରେଜଲ୍ଟ
Odisha CHSE Exam Results 2025: ଆଜି ପ୍ରକାଶ ପାଇବ ପ୍ଲସ୍ ଟୁ ରେଜଲ୍ଟ; ଜାଣନ୍ତୁ କେମିତି ଦେଖିବେ ମାର୍କ

ଛାତ୍ରଛାତ୍ରୀମାନେ ରେଜଲ୍ଟ ଘୋଷଣାର ଘଣ୍ଟାଏ ପରେ ୱେବସାଇଟ୍ results.odisha.gov.in ଓ results.digilocker.gov.inରେ ଫଳାଫଳ ଦେଖିପାରିବେ।

Panchang
Panchang Today 21th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୧ତାରିଖ   ବୁଧବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥୀ- ୯ମୀ ରାତ୍ରି ୦୩.୨୨ ଗତେ ୧୦ମୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର-କର୍କଟ ରାଶିର । ପୁଷ୍କର ଦୋଷ- ସନ୍ଧ୍ୟା ୦୬.୫୭ ଗତେ ୧ପାଦ- କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 21 May 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

 Puri YouTuber Priyanka Senapati in Trouble
Puri YouTuber in Trouble: ଶତ୍ରୁ ଦେଶକୁ ପୁରୀ ସହରର କୌଣସି ତଥ୍ୟ ଲିକ୍ କରିଛି କି ଗୁପ୍ତଚରୀ ?

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇଥିଲା କି ପାକ୍ ଜାସୁସ୍ ଜ୍ୟୋତି ? ପାକିସ୍ତାନୀ ହ୍ୟାଣ୍ଡଲର୍ କୁ ଦେଇଥିଲା କି ଶ୍ରୀମନ୍ଦିରର ଡ୍ରୋନ୍ ଫୁଟେଜ୍ ? ଜ୍ୟୋତି ମାଲହୋତ୍ରାକୁ ସହଯୋଗ କରିଥିଲେ କି ପୁରୀ ଝିଅ ପ୍ରିୟଙ୍କା ?

ଏବେ ମନ୍ତ୍ରୀ ପାୱାର ଫୁଲ୍
Cabinet Structuring Odisha: ଏଣିକି କ୍ୟାବିନେଟ୍ ବୈଠକରେ ରହିବେନି ସଚିବ, ନିଜ ବିଭାଗର ପ୍ରସ୍ତାବ ନିଜେ ଉପସ୍ଥାପନ କରିବେ ମନ୍ତ୍ରୀ

କ୍ୟାବିନେଟ୍ ବୈଠକରେ ସଚିବଙ୍କ କ୍ଷମତା ସଂକୁଚିତ । ମନ୍ତ୍ରୀଙ୍କ ପାୱାର୍ ବ୍ୟାକ୍ । ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟର ଢାଞ୍ଚା । ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା ।

Chit Fund Scam Odisha
Chit Fund Scam Odisha: ବିଜେପି ସଭାପତିଙ୍କ ମନ୍ତବ୍ୟ, ତେଜିଲା ରାଜନୀତି; ଚିଟ୍‌ଫଣ୍ଡ୍ କ୍ଷତିଗ୍ରସ୍ତଙ୍କୁ ଆଉ ମିଳିବନି କି ସେମାନଙ୍କ ଟଙ୍କା ?

ରାଜ୍ୟର ଲକ୍ଷ ଲକ୍ଷ ଚିଟ୍‌ଫଣ୍ଡ୍ ଜମାକାରୀଙ୍କୁ ଆଉ ମିଳିବନି କି ସେମାନଙ୍କ ଟଙ୍କା ? କଣ ନ୍ୟାୟ ପାଇବେନି କି ଓଡ଼ିଶାର ସବୁଠୁ ବଡ଼ ଆର୍ଥିକ ଠକେଇର କ୍ଷତିଗ୍ରସ୍ତ ? ବହୁ ଚର୍ଚ୍ଚିତ ଚିଟଫଣ୍ଡ୍ ମହାଘୋଟାଲାକୁ ୟା ଭିତରେ ବିତିଗଲାଣି ଦଶନ୍ଧିରୁ ଅଧିକ ସମୟ।

Mahabharat
Odia Mythology Legend: ବାଲି ତଳେ ଶୋଇଥିବା ଦାନବ ଓ ବ୍ୟାଧର ତତ୍ତ୍ୱ ଜ୍ଞାନ କଥା

ମଧୁ କୈଟଭ କିଏ? ବିଷ୍ଣୁଙ୍କୁ ସେମାନେ କ'ଣ ବର ଦେଲେ? ବାଲି ତଳେ ଶୋଇ ରହୁଥିଲା କେଉଁ ଅସୁର? ନିଆଁ ବାହାର କରୁଥିବା ସେ ଦାନବ ମଲା କେମିତି? ବେଦଜ୍ଞ ବ୍ରାହ୍ମଣ ମାଂସ କାଟି ବିକୁଥିବା ବ୍ୟାଧ ପାଖରୁ କେମିତି ପାଇଲେ ତତ୍ତ୍ୱ ଜ୍ଞାନ? ଏମିତି ଆହୁରି ଅନେକ ପ୍ରଶ୍ନର ଉତ୍ତର ପାଇବାକୁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।