ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ଗତକାଲି ପୁରୀ ବନ୍ଦ ବେଳେ ଗଣ୍ଡଗୋଳ ଘଟଣା: ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିରରେ ପହଞ୍ଚିଲେ ପୁଲିସ୍ ଡିଜି, ଡିଜିଙ୍କ ସହ ଆଇଜି ଅମିତାଭ ଠାକୁର ଓ ସୌମେନ୍ଦ୍ର ପ୍ରିୟଦର୍ଶୀ ସାମିଲ
ଆଗାମୀ ନିର୍ବାଚନ ସଂପର୍କରେ ବିଜେପି ସଭାପତି ବସନ୍ତ ପଣ୍ଡା କହିଲେ- ୧୪୭ ବିଧାୟକ, ୨୧ ସାଂସଦ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହୋଇସାରିଛି, ଉପଯୁକ୍ତ ସମୟରେ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ
ଅନୁଗୁଳ: ଏନ୍ଏଚ୍-୫୫ର ତୁବେ ନିକଟରେ ବସ୍ ଓଲଟି ୧୦ ଆହତ; ଶୁଭମ୍ ନାମକ ଏହି ଘରୋଇ ବସ୍ ସମ୍ବଲପୁରରୁ ଭୁବନେଶ୍ୱର ଯାଉଥିଲା
କେନ୍ଦ୍ରାପଡ଼ା: ମାର୍ଶାଘାଇ ଗିରଙ୍ଗ ଗାଁରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ; ୮ ବଖରା ଘର ପୋଡ଼ି ପାଉଁଶ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ବ୍ରହ୍ମପୁର: ଜଗଦଳପୁର ରାସ୍ତାକଡ଼ରେ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର; ମୃତକ ଏକ ଦେଶୀ ମଦଭାଟିର ସେଲ୍ସମ୍ୟାନ୍
ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ କଡାଇ ମଟନ୍ | Kadai Mutton Recipe
ଟିକେଟ ନେଇ କଂଗ୍ରେସ ଶିବିର ଚଳଚଞ୍ଚଳ
ବିଜେଡିରୁ ଇସ୍ତଫା ଦେଲେ ଡାକ୍ତର ଦାମୋଦର ରାଉତଙ୍କ ଝିଅ ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ
ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ଚୀନ୍ ସହ ଆଲୋଚନା
ଧାଡ଼ି ଦର୍ଶନକୁ ନେଇ ହିଂସା ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ କହିଲେ- ହିଂସାକାଣ୍ଡ ପଛରେ କିଛି ଅସାମାଜିକଙ୍କ ହାତ ଅଛି, ଦର୍ଶନରେ ଯେମିତି ଅସୁବିଧା ନ ହେବ ତା’ର ପୁନଃ ତର୍ଜମା କରାଯିବ
ବିଜେପି ମହିଳା କର୍ମୀଙ୍କୁ ପୁଲିସର ଅସଦାଚରଣ ଅଭିଯୋଗ ଘଟଣା: ଭୁବନେଶ୍ୱର ମହିଳା ଥାନାର ଦ୍ୱାରସ୍ଥ ହେଲା ବିଜେପି ମହିଳା ମୋର୍ଚ୍ଚା
କଟକ ଏସସିବିରେ ଆଉ ଜଣେ ଡେଙ୍ଗୁ ରୋଗୀର ମୃତ୍ୟୁ, ମୃତକ ନରସିଂହପୁର ନୂଆପାଟଣାର ବିରଞ୍ଚି ମାହାନା
ଭୁବନେଶ୍ୱର: ସହିଦ ନଗରରେ ନିଜ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତକ ବିଜେବି କଲେଜର ଯୁକ୍ତ ୩ ବାଣିଜ୍ୟ ବିଭାଗ ଛାତ୍ର, କାରଣ ଅସ୍ପଷ୍ଟ
ପଟ୍ଟାମୁଣ୍ଡାଇ: ରାଜନଗର ବ୍ଲକ ବାଉଁଶମୂଳ ଗାଁରେ ଘରେ ନିଆଁ ଲାଗି ନାବାଳିକା ଜୀବନ୍ତ ଦଗ୍ଧ, କାରଣ ଅସ୍ପଷ୍ଟ
ଅକ୍ଟୋବର ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ, ବିଜୁଙ୍କ ନାଁରେ ହେବ ନୂଆ ଦଳ, ଏବେ ବିଜେଡିରେ ନକଲି ଲୋକ ଅଛନ୍ତି, ନୂଆ ଦଳରେ ଅସଲି ବିଜେଡି ଲୋକ ରହିବେ: ଦାମୋଦର ରାଉତ
ମାଲକାନଗିରି: ଛତିଶଗଡ଼ ସୁକମା ଜିଲ୍ଲାରେ ଜଣେ ଛାତ୍ରଙ୍କୁ ନକ୍ସଲ ଅପହରଣ କରି ନେଇଥିବା ଅଭିଯୋଗ, ଅପହୃତ କଣ୍ଟା ଆଶ୍ରମ ସ୍କୁଲର ଯୁକ୍ତଦୁଇ ଛାତ୍ର
କୋଲକାତା ନ୍ୟାସନାଲ ମେଡିକାଲ କଲେଜରେ ଅଗ୍ନିକାଣ୍ଡ
ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମରେ ଏକାଠି କାମ କରିବେ ଅଜୟ ଓ ଆଲିଆ
ବିଜେପିକୁ ଫମ୍ପା ମାଠିଆ ସହ ତୁଳନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: କହିଲେ- ପ୍ରତିଶ୍ରୁତି ପାଳନ କିଏ କରୁଛି, କିଏ କରୁନି ଲୋକେ ଜାଣିଛନ୍ତି
ଭୁବନେଶ୍ୱର ଝରଣାବସ୍ତିରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଲେମ୍ବୁ ପାଣି ପିଇଲେ କ’ଣ ହୋଇଥାଏ ଲାଭ ଓ କ୍ଷତି ଜାଣନ୍ତୁ
ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଚିଙ୍ଗୁଡ଼ି ଫ୍ରାଏଡ୍ ରାଇସ୍ | Chingudi Fried Rice
ସୋର: କେଦାରପୁର ବାସୁଳିପୁର ମନ୍ଦିର ନିକଟରେ ଗଛରେ ବାନ୍ଧି ଘାସୁଆ ଅଞ୍ଚଳର ୨ ଯୁବକଙ୍କ ନିସ୍ତୁକ ପିଟିଲେ ଲୋକେ
ଶ୍ରୀସାନ୍ତଙ୍କ ଆଜୀବନ ବାସନ୍ଦ ରଦ୍ଦ କଲେ ସୁପ୍ରିମ୍କୋର୍ଟ
ସୀମାରେ ପରାକ୍ରମ ଦେଖାଇଛି ଭାରତୀୟ ବାୟୁସେନା
First
Prev
1688
1689
1690
1691
1692
1693
1694
1695
1696
1697
1698
Next
Last
© 2022 - Odisha Television Limited. All Rights Reserved.