• Astrospeak
  • Live TV
  • Read In English

ଅକ୍ଟୋବର ଶେଷ ସୁଦ୍ଧା ନୂ‌ଆ ଦଳ ଘୋଷଣା ହେବ, ବିଜୁଙ୍କ ନାଁରେ ହେବ ନୂଆ ଦଳ, ଏବେ ବିଜେଡିରେ ନକଲି ଲୋକ ଅଛନ୍ତି, ନୂଆ ଦଳରେ ଅସଲି ବିଜେଡି ଲୋକ ରହିବେ: ଦାମୋଦର ରାଉତ