ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ବାତ୍ୟା ତିତ୍ଲି ପ୍ରଭାବ ଓ ପ୍ରବଳ ବର୍ଷା ଯୋଗୁ ଆସନ୍ତାକାଲି ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ବନ୍ଦ
ବାତ୍ୟା ତିତ୍ଲି ଆସୁଥିବାରୁ ଆସନ୍ତାକାଲି ହେବାକୁ ଥିବା କଲେଜ ନିର୍ବାଚନ ବନ୍ଦ ହେବା ନେଇ ସୂଚନା ଦେଲେ #SRC: କହିଲେ- ବନ୍ୟା ପ୍ରଭାବିତ ଅଞ୍ଚଳରେ ନିର୍ବାଚନ ବନ୍ଦ ହୋଇପାରେ
ବାତ୍ୟା ଓ ପ୍ରବଳ ପବନରେ ଚାଳଘର ସବୁ ଉଡ଼ିଯିବ, ଗଛ ଭାଙ୍ଗିବ, ବିଦ୍ୟୁତ୍ ଓ ଟେଲିଫୋନ ଖୁଣ୍ଟି ଉପୁଡ଼ିବ, ଚାଷ ଜମିରେ ବ୍ୟାପକ କ୍ଷତି ଆଶଙ୍କା
ତିତ୍ଲି ପ୍ରଭାବରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼, ପୁରୀରେ ଜିଲ୍ଲାରେ ଅଧିକ କ୍ଷୟକ୍ଷତି ଆଶଙ୍କା
କେନ୍ଦ୍ରାପଡ଼ା: ମହାକାଳପଡ଼ା ପାଟଳିପଙ୍କ ଗାଁରେ ଗୋଟିଏ ପରିବାରର ୪ ଜଣଙ୍କୁ ଏସିଡ୍ ମାଡ଼, ସ୍ୱାମୀ ଗୁରୁତର, ସ୍ତ୍ରୀ ଓ ୨ ଶିଶୁ ଆହତ
ଭୟଙ୍କର ବାତ୍ୟାର ରୂପ ନେଉଛି ତିତ୍ଲି: ଆଜି ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାର ସବୁ ସ୍କୁଲ, କଲେଜ ବନ୍ଦ, ଏ ସବୁ ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ର ବି ବନ୍ଦ ପାଇଁ ନିର୍ଦ୍ଦେଶ
ଧାନ ଗଛରେ ରୋଗପୋକ
ଭୟଙ୍କର ହେଉଛି ତିତ୍ଲି
ଉଗ୍ର ହେଉଛି 'ତିତ୍ଲି'
ନାନାଙ୍କ ପରେ ଆଉଜଣେ ଅଭିନେତାଙ୍କ ବିରୋଧରେ ଆସିଲା ଯୌନ ନିର୍ଯାତନା ଅଭିଯୋଗ
ଜଳେଶ୍ୱର: ବାଲିଆପାଳ ଡାକ୍ତରଖାନାରୁ ନବଜାତ ଶିଶୁପୁତ୍ର ଗାଏବ, ମେଡିକାଲ ଷ୍ଟାଫ୍ ଗାଏବ କରିଦେଇଥିବା ଅଭିଯୋଗ
ସମ୍ଭାବ୍ୟ ବାତ୍ୟା ନେଇ ଜଏଣ୍ଟ ରିଲିଫ କମିଶନର କହିଲେ, ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି, ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବ
ପଟ୍ଟାମୁଣ୍ଡାଇ: ବାଇପାସ୍ ଛକରେ ସେସୁ ଏସଡିଓ ବିବେକାନନ୍ଦ ପଣ୍ଡାଙ୍କୁ ଆକ୍ରମଣ ସହ ଲୁଟ୍ ଅଭିଯୋଗ, ବନ୍ଧୁକ ଦେଖାଇ ମାଡ଼ ମାରିବା ସହ ଲୁଟିନେଲେ ମୁଦି, ମୋବାଇଲ୍
ଆଳି: ମନ୍ତ୍ରୀ ନୃସିଂହ ସାହୁଙ୍କ ଗସ୍ତ ପୂର୍ବରୁ ନିଆଳ ଛକରେ କଂଗ୍ରେସର କଳାପତାକା ପ୍ରଦର୍ଶନ, ବିଧାୟକ ସମେତ ଶତାଧିକ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଲା ପୁଲିସ୍
ଶିକ୍ଷକଙ୍କ ଜନ ସମାବେଶରେ ସାମିଲ ହେବେ ଅଭିଭାବକ ଏବଂ ସାଧାରଣ ଜନତା
ପୁରୀ: ବାସେଳି ଥାନା ଗୋଖା ସାହିରେ କାର୍ଯ୍ୟରତ ହୋମଗାର୍ଡ ଗୁଣମଣି ରାଉତଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ
ପୁରୀ ବନ୍ଦ ବେଳେ ହିଂସାକାଣ୍ଡ, ଭଙ୍ଗାରୁଜା ଘଟଣା: ଆଉ ୧୩ ଜଣଙ୍କୁ ଗିରଫ କଲା ପୁଲିସ୍
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଡିପ୍ ଡିପ୍ରେସନ ରୂପ ନେବାର ସମ୍ଭାବନା ରହିଛି, ୪୮ ଘଣ୍ଟା ମଧ୍ୟରେ ବାତ୍ୟାରେ ରୂପାନ୍ତରିତ ହେବାର ସମ୍ଭାବନା
ପୁରୀ ହିଂସାକାଣ୍ଡ ଘଟଣାରେ ସ୍ଥାନୀୟ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀଙ୍କ ହାତ ଅଛି, ମନ୍ତ୍ରୀ ନିଜ ଲୋକଙ୍କ ଦ୍ୱାରା ହିଂସା ଘଟାଇଛନ୍ତି, ଲୋକଙ୍କ ଅନୁକମ୍ପା ହାସଲ କରିବାକୁ ଚାହୁଁଛନ୍ତି: ବିଜେପି ନେତା କେ.ଭି ସିଂହଦେଓ
ପୁରୀ ଶ୍ରୀମନ୍ଦିର ପରିସର ଫଟୋ ଭାଇରାଲ କଲେ ପୁରୀ ସମୁଦ୍ରକୂଳ ଥାନା ସବ୍ ଇନ୍ସପେକ୍ଟର ଦିଲୀପ ପଣ୍ଡା
ଭୁବନେଶ୍ୱର: ବସଷ୍ଟାଣ୍ଡ୍ ଟେଣ୍ଡର କାରବାରକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
ଭଦ୍ରକ: ବମପୁରା ପଞ୍ଚାୟତ ଖଡ଼ିମାହାରା ଗାଁରେ ଅଗ୍ନିକାଣ୍ଡ, ଜଳିଗଲା ୪ଟି ପରିବାରର ୬ ବଖରା ଘର
ଯାଜପୁର: ବିଞ୍ଝାରପୁର ଥାନା ଅଞ୍ଚଳରେ ନାବାଳିକାକୁ ଅପହରଣ କରି ଗଣଦୁଷ୍କର୍ମ ଅଭିଯୋଗ, ଜଣେ ଅଭିଯୁକ୍ତ ଥାନାରେ ଅଟକ
ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ବିରୋଧ କଲେ ମନ୍ତ୍ରୀ ମହେଶ୍ୱର ମହାନ୍ତି, କହିଲେ- ଧାଡ଼ି ଦର୍ଶନ କାହିଁକି ହେବ,ଅନ୍ୟ ମନ୍ଦିର ସଂକୀର୍ଣ୍ଣ, ଶ୍ରୀମନ୍ଦିରରେ ଖୋଲା ଜାଗା ଅଛି, ଧାଡ଼ି ଦର୍ଶନ ନେଇ ଅଧିକ ଚିନ୍ତନର ଆବଶ୍ୟକ ରହିଛି,ଆଲୋଚନା କରି ନିର୍ଯ୍ୟାସ ହେଉ
କଟକ: ତାଳଦଣ୍ଡା କେନାଲରେ ବୁଡ଼ିଗଲେ ୩ ଶିଶୁ,ବୁଡ଼ି ଯାଉଥିବା ବେଳେ ଦୁଇ ଉଦ୍ଧାର; ଜଣେ ନିଖୋଜ, ମେଡିକାଲରେ ଭର୍ତ୍ତି, ମାତୃଭବନ ସ୍କୁଲ୍ ନିକଟରେ ଗାଧୋଇଲା ବେଳେ ଅଘଟଣ
First
Prev
1686
1687
1688
1689
1690
1691
1692
1693
1694
1695
1696
Next
Last
© 2022 - Odisha Television Limited. All Rights Reserved.