ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ଯେଉଁମାନେ ପଲିଥିନ୍ ଷ୍ଟକ୍ ରଖିଛନ୍ତି କିମ୍ବା ଇଣ୍ଡଷ୍ଟ୍ରି କରିଛନ୍ତି ସିଜ୍ କରାଯିବ, ଜରିମାନା ଆକାରରେ ୧ ଲକ୍ଷ ଟଙ୍କା ଆଦାୟ କରାଯିବ, ଦୋକାନରେ ବିକ୍ରି କଲେ ୩/୫/୭ ହଜାର ଟଙ୍କା ଆଦାୟ କରାଯିବ: ପରିବେଶ ନିର୍ଦ୍ଦେଶକ କେ. ମୁରୁଗେସନ
ପଲିଥିନ ବ୍ୟାନ ନେଇ ପରିବେଶ ନିର୍ଦ୍ଦେଶକ କେ. ମୁରୁଗେସନ କହିଲେ- ସଚେତନ ପାଇଁ ଆଜି ଡେଡ୍ଲାଇନ୍ ପୂରିଲା, କାଲିଠୁ କଡ଼ାକଡ଼ି ଲାଗୁ ହେବ ନିୟମ
ନକ୍ସଲ ଆକ୍ରମଣରେ ଓଡ଼ିଆ କ୍ୟାମେରାମ୍ୟାନ୍ଙ୍କ ମୃତ୍ୟୁ ଘଟଣା: ଜନ୍ମମାଟି ବଲାଙ୍ଗିର ଲୋଇସିଂହା ବ୍ଲକ୍ ଘୁଷୁରାମୁଣ୍ଡା ଗାଁରେ ପହଞ୍ଚିଲା ଅଚ୍ୟୁତାନନ୍ଦ ସାହୁଙ୍କ ମରଶରୀର, ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁରେ ହେବ ଶେଷକୃତ୍ୟ
ଜଳେଶ୍ୱର: ପଥରପୁରା ୟୁପି ସ୍କୁଲ୍ ପ୍ରଧାନ ଶିକ୍ଷକ ଚାଉଳ ବିକୁଥିବା ବେଳେ ଲୋକେ ଧରିଲେ
ଛାତ୍ରୀଙ୍କ ସୁରକ୍ଷା ପାଇଁ ଏଣିକି SC/ST ହଷ୍ଟେଲ୍ରେ CCTV କ୍ୟାମେରା ଲାଗିବ: ମନ୍ତ୍ରୀ ରମେଶ ମାଝୀ
ସୁପ୍ରିମକୋର୍ଟଙ୍କ ଠାରେ ଇଚ୍ଛା ମୃତ୍ୟୁ ପ୍ରାର୍ଥନା କଲେ ପୁରୀ ଶ୍ରୀମନ୍ଦିରର ସେବକ ନରସିଂହ ପୂଜାପଣ୍ଡା, ସୁପ୍ରିମକୋଟଙ୍କୁ ଦେଇଥିବା ପ୍ରାର୍ଥନା ପତ୍ରରେ ସେ ଏହି ଗୁହାରି କରିଛନ୍ତି
ଡେବ୍ରିଗଡ଼ ଅଭୟାରଣ୍ୟରେ ବାଘ ମୃତ୍ୟୁ ଘଟଣା: କମଗାଁ ଫରେଷ୍ଟର ପର୍ଶୁରାମ ବେହେରା ଓ ହଜୁରୀପଡ଼ାର ଫରେଷ୍ଟ ଗାର୍ଡ ପ୍ରଭାସିନୀ ମହାନନ୍ଦଙ୍କୁ ନିଲମ୍ବନ କଲେ ବରଗଡ଼ ଡିଏଫ୍ଓ
ଶ୍ରୀମନ୍ଦିରକୁ ଜୋତା ପିନ୍ଧି ପୁଲିସ୍ ପଶିଯିବା ମାମଲା: ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ ଅସୁସ୍ଥ ଥିବାରୁ ନଭେମ୍ବର ୩୦କୁ ଶୁଣାଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ
ସମ୍ବଲପୁର: ବୁର୍ଲା ଏମ୍ସିଏଲ୍ ଫାଟକ ଆଗରେ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ କଳା ପତାକା ପ୍ରଦର୍ଶନ କଲେ ଓକିଲ
ଭୁବନେଶ୍ୱରରେ ରନ୍ ଫର୍ ୟୁନିଟିର ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; କହିଲେ- ସ୍ୱାଧୀନତା ପରଠୁ ସର୍ଦ୍ଦାର ବଲ୍ଲଭ ଭାଇଙ୍କୁ ଅଣଦେଖା କରାଯାଇଛି, ନିର୍ଦ୍ଦିଷ୍ଟ ପରିବାର ଭିତରେ ଦେଶର ଅସ୍ମିତାକୁ ବାନ୍ଧି ରଖିବାକୁ ଷଡ଼ଯନ୍ତ୍ର ହୋଇଛି
ଏୟାର ଓଡ଼ିଶା ଉଡ଼ାଣ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ- ଏୟାର ଓଡ଼ିଶା ଏକ ଖରାପ କମ୍ପାନୀ,ସମୀକ୍ଷା ଚାଲିଛି, ଆବଶ୍ୟକ ହେଲେ ଏୟାର ଓଡ଼ିଶା ସହ ଚୁକ୍ତି ବାତିଲ୍ ହେବ
ଲୋକାର୍ପିତ ହେବାକୁ ଯାଉଛି ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି
ଖୋର୍ଦ୍ଧା: ବାଘମାରୀ ବଜାର ଛକରେ SBI ଏଟିଏମ୍ରେ ଭଙ୍ଗାରୁଜା, ଏଟିଏମ୍ ଟଙ୍କା ଚୋରି ହୋଇଛି କି ନାହିଁ ସ୍ପଷ୍ଟ ହୋଇନି
କୃଷ୍ଣ ଶଗରିଆ କଂଗ୍ରେସ ଛାଡ଼ିଲେ କୌଣସି ପ୍ରଭାବ ପଡ଼ିବନି, ଯିଏ କଂଗ୍ରେସ ଛାଡ଼ିଛି ସିଏ ଭଲରେ ନାହିଁ: ତାରା ବାହିନୀପତି
କେନ୍ଦୁଝର: ବାଣେଶ୍ୱରୀ ଗଣନାଟ୍ୟର ଟ୍ରକ୍ ଓଲଟି ୭ ଆହତ
ବିଧାୟକ ପଦରୁ ଇସ୍ତଫା ଦେବେ କୋରାପୁଟର କଂଗ୍ରେସ ନେତା କୃଷ୍ଣ ଶଗରିଆ, କିଛି ସମୟ ପରେ ବାଚସ୍ପତିଙ୍କୁ ଭେଟି ଇସ୍ତଫା ପତ୍ର ଦେବେ
କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ଅଭିଯୋଗ, ଡାକ୍ତର ନ ଆସିବାରୁ ୭ ମାସର ଶିଶୁ ପୁତ୍ରର ମୃତ୍ୟୁ ଅଭିଯୋଗ
ହାଇକୋର୍ଟ ପରିସରରେ ହିଂସା ନେଇ ପୁଲିସ୍ କମିଶନର କହିଲେ- ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ଚିଠି ଅନୁସାରେ ପୁଲିସ୍ ମୁତୟନ ହୋଇଥିଲେ, ଯେଉଁଠି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ, ଆମେ ହସ୍ତକ୍ଷେପ କରିବୁ
ନୟାଗଡ଼: କେସ୍ତପଡ଼ାରେ ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ପରେ ଉତ୍ତେଜନା, ଟାୟାର ଜାଳି ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ
ଚୌଦ୍ୱାର: ବାଣିପଦା ପଞ୍ଚାୟତ ନୂଆଗାଁରେ ହାତୀ ଉପଦ୍ରବ, ବିଲରେ ପଶିଛନ୍ତି ୧୪ଟି ହାତୀ, ବ୍ୟାପକ ଫସଲ ନଷ୍ଟ କରୁଛନ୍ତି
ବଣାଇ: ଲହୁଣିପଡ଼ା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ଗାଁ ଛକରୁ ଘରକୁ ଛାଡ଼ି ଦେବାକୁ କହି ବିଲ ମଝିରେ ଗଣଦୁଷ୍କର୍ମ, ୪ ଅଟକ, ବାଇକ୍ ଜବତ
ନୀଳଗିରି: ଗୋପାଳପୁର ଅଞ୍ଚଳରେ ପଶିଲେ ୩୪ ଝାଡ଼ଖଣ୍ଡୀ ହାତୀ, ହାତୀ ପଲରେ ଅଛନ୍ତି ୨ଟି ଶାବକ, ବ୍ୟାପକ ଫସଲ ନଷ୍ଟ କରୁଛନ୍ତି, ଆତଙ୍କିତ ଅବସ୍ଥାରେ ଭଉଁରିଆବାଡ଼ ପଞ୍ଚାୟତ ଲୋକେ
ବ୍ରହ୍ମପୁର: ଗଞ୍ଜାମ ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ସ୍ୱାଇଁ ଓରଫ୍ ବାଦଲ ଆହତ
ହାଇକୋର୍ଟ ପରିସରରେ ଓକିଲ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ବିଜେଡି ଲିଗାଲ୍ ଫ୍ରଣ୍ଟ୍ ଉପଦେଷ୍ଟା ଅସୀମ ଅମିତାଭ ଦାସଙ୍କୁ ଆକ୍ରମଣ
ହାଇକୋର୍ଟ ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ଜଣେ ଅଣ ଓକିଲଙ୍କୁ ଧରିଲେ ଆଇନଜୀବୀ, ଯୁବକ ଜଣକ ବିଜେଡି ସମର୍ଥକ ହୋଇଥିବା ଓକିଲଙ୍କ ଅଭିଯୋଗ
First
Prev
1667
1668
1669
1670
1671
1672
1673
1674
1675
1676
1677
Next
Last
© 2022 - Odisha Television Limited. All Rights Reserved.