Weekly Horoscope: From 5th August To 11th August 2024: ଜାଣନ୍ତୁ କେମିତି କଟିବ ଆପଣଙ୍କ ସପ୍ତାହ; କଣ କରିବେ ପ୍ରତିକାର...

Weekly Horoscope: କେମିତି କଟିବ ଆପଣଙ୍କ ଏହି ସପ୍ତାହ ? କଣ କରିବେ ପ୍ରତିକାର ? କଣ ରହିଛି ଶୁଭ ରଙ୍ଗ ? କଣ ରହିଛି ଶୁଭ ସଂଖ୍ୟା ? ଜାଣନ୍ତୁ...

Aries

ମେଷ

Monday 05 Aug 2024

ସ୍ୱାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ । ବାଦବିବାଦ , ପରୀକ୍ଷା , ପ୍ରତିଯୋଗିତା , ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳତା ମିଳିବ । ସହକର୍ମୀମାନେ କର୍ମକ୍ଷେତ୍ରରେ  ସାହାଯ୍ୟ ସହଯୋଗ କରିବେ । ପରିବାରର ସଦସ୍ୟଙ୍କ ସହିତ ସୌହାଦ୍ୟ ପୂର୍ଣ୍ଣ ସଂପର୍କ ରହିବ । ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଜୟଯୁକ୍ତ ହୋଇ କର୍ମ ନିଯୁକ୍ତିରେ ସଫଳ ହେବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଆନନ୍ଦିତ ହେବେ ।

ପ୍ରତିକାର- ନୃସିଂହଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
 

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :

VASTU TIPS

Weekly Horoscope: କେମିତି କଟିବ ଆପଣଙ୍କ ଏହି ସପ୍ତାହ ? କଣ କରିବେ ପ୍ରତିକାର ? କଣ ରହିଛି ଶୁଭ ରଙ୍ଗ ? କଣ ରହିଛି ଶୁଭ ସଂଖ୍ୟା ? ଜାଣନ୍ତୁ...