Daily Horoscope 6th September 2023: ଜୀବନରେ ନୂଆ ସଙ୍କେତ ମିଳିପାରେ, ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି

ସୈାର  ସିଂହ  ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୬ ତାରିଖ, ବୁଧବାର। ଚନ୍ଦ୍ର- ବୃଷ ଅହରାତ୍ର ତିଥି – ୭ମୀ ଦିବା ୦୩.୩୮ ଗତେ ୮ମୀ ଘାତ ଚନ୍ଦ୍ର- ବିଛା ରାଶିର ଅହରାତ୍ର ଘାତ ବାର –  କର୍କଟ ପୁଷ୍କର ଦୋଷ –୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୯.୨୦ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୩.୩୮

Aries

ମେଷ

Wednesday 06 Sep 2023


ଅଶ୍ୱନୀ- ବସ୍ତ୍ର, ବ୍ୟବସାୟ, ଖାଦ୍ୟ ପ୍ରଦାନ ବ୍ୟବସାୟ ସୈାଖିନ ସାମଗ୍ରୀ ବ୍ୟବସାୟ , ଘର ସାଜସଜ୍ଜାକୁ ନେଇ ବ୍ୟବସାୟରେ ଲାଭବାନ ହେବେ ।  କୌଣସି ଛୋଟ ସମସ୍ୟା କିମ୍ବା ବିବାଦ ମଧ୍ୟ ହ୍ରାସ ପାଇବ । ଦାମ୍ପତ୍ୟ ଜୀବନକୁ ନେଇ ଖୁସି ରହିବେ ।
କୃତିକା- ପରିବାରକୁ ଖୁସି କରିବା ପାଇଁ ବହୁତ ପରିଶ୍ରମ କରିବେ ଯାହା ଆପଣଙ୍କର ସମ୍ପର୍କ ବଢ଼ାଇବାରେ ସାହାଯ୍ୟ କରିବ । ଋଣ ନେଇ କିମ୍ବା ଅନ୍ୟ କୌଣସି ଉପାୟରେ ଆପଣଙ୍କର କାର୍ଯ୍ୟ ସମାପ୍ତ କରିବାରେ ଅସୁବିଧା ହୋଇପାରେ । ନିଜର କ୍ୟାରିୟର ବିକାଶ ପାଇଁ ସମସ୍ତ ପ୍ରୟାସ କରିବେ ।
ଦ୍ୱିଜା-ନୂତନ ଜମି କ୍ରୟ କରିବାର ସୁଯୋଗ ଆସିବ । ରାଜନୀତିରେ ସାହାସିକ ପଦକ୍ଷପ ନେଇ ଆଗକୁ ଅତିକ୍ରମ କରିବେ । ନୂତନ ଭାବେ ଆରମ୍ଭ କରୁଥିବା କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଂଶସିତ ହେବେ ।

ପ୍ରତିକାର -  ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :