Daily Horoscope 28th Dec 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ଭୂ-ସମ୍ପତି କିଣିବା ଯୋଗ ରହିଛି

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ବୁଧବାର ।ଚନ୍ଦ୍ର – ବିଛା ଅହୋରାତ୍ର,ତିଥି- ୧୩ଶୀ ରାତ୍ରି ୧୦.୧୬ ଗତେ ୧୪ଶୀ,ଘାତ ଚନ୍ଦ୍ର- ନାସ୍ତି,ଘାତ ବାର – କର୍କଟ,ପୁଷ୍କର ଦୋଷ – ୧ ପାଦ - କୁଟୁମ୍ଭହାନି-ତିଳକାଞନ ଦାନ ଦିବା ୦୮.୩୨ ପର୍ଯ୍ୟନ୍ତ ।

Aries

ମେଷ

Wednesday 28 Dec 2022

ଅଶ୍ୱନୀ – ଆଶା ଅଭିଳାଷା ପୂରଣ ହୋଇପାରେ । ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଘଟିବ । କର୍ମକ୍ଷେତ୍ରରେ ନିଜର ମନ ଅନୁଯାୟୀ କର୍ମ କରିବେ । ଜୀବନସାଥୀ ଠାରୁ ଖୁସି ପାଇବେ । ସଭାସମିତି େକୈାଣସି କାର୍ଯ୍ୟରେ ନିଜକୁ ସାମିଲ କରିବେ । ଆପଣଙ୍କର ଧ୍ୟାନ ଆଧାତ୍ମିକ ଦିଗକୁ ଆକର୍ଷିତ ହେବ

ଦ୍ୱିଜା – ବିବାଦରେ ବିଜୟ ଲାଭରୁ ମନବଳ ବୃଦ୍ଧି ପାଇବ । ବିନା ସ୍ୱାର୍ଥରେ ଅନ୍ୟର ସହୟତା କରି ଖୁସି ଅନୁଭବ କରିବେ । ଦୁଃସାହାସିକ ପଦକ୍ଷପ ନେଇ ରାଜନୀତିରେ ସଫଳତା ପାଇବେ । ନୂଆ ବାହାନ କିଣିବାର ଆଶା ପୂରଣ ହୋଇପାରେ । ଚାକିରି ବୃତିରେ ଅଧୁରା ସ୍ୱପ୍ନ ପୂରା ହୋଇପାରେ

କୃତିକା – ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ । ପିୟତମଙ୍କ ଠାରୁ କିଛି ଉପହାର ପାଇବେ । ଲେଖାଲେଖି କରୁଥିବା ବ୍ୟକ୍ତିଙ୍କୁ ପ୍ରଂଶସା ମିଳିପାରେ । ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ଜୀବନକୁ ଉକୃଷ୍ଟ କରିବା ଲାଗି ସୁଯୋଗ ପାଇବେ

ପ୍ରତିକାର - ଗୋ ମାତାଙ୍କୁ କିଛି ଘାସ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :