Daily Horoscope 21st June 2023: ଏହି ରାଶିର ବ୍ୟକ୍ତି ବୁଦ୍ଧିର ଉପଯୁକ୍ତ ପ୍ରୟୋଗ କରି ଅନେକ କଷ୍ଟସାଧ୍ୟ କାମ କରିପାରିବେ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୧ ତାରିଖ, ବୁଧବାର, ଚନ୍ଦ୍ର – କର୍କଟ ଅହୋରାତ୍ର, ତିଥି – ୩ୟା ଦିବା ୦୩.୧୦ ଗତେ ୪ର୍ଥୀ, ଘାତ ଚନ୍ଦ୍ର – ନାସ୍ତି, ଘାତ ବାର – କର୍କଟ, ପୁଷ୍କର ଦୋଷ – ନାସ୍ତି

Aries

ମେଷ

Wednesday 21 Jun 2023

ଧନିଷ୍ଠା – ସ୍ୱାସ୍ଥ୍ୟରେ ଅବନ୍ନତି ଘଟିପାରେ । କର୍ମକ୍ଷେତ୍ରରେ ବିଫଳତା ଦେଖା ଦେଇପାରେ । ହଠାତ୍‌ କୌଣସି ଖୁସି ଖବର ପାଇବେ
ଶତଭିଷା –  କଥନଶୈଳୀକୁ ପରିବର୍ତ୍ତନ କରିପାରନ୍ତି । ବ୍ୟବସାୟରେ ଆୟ ବୃଦ୍ଧି କରିବେ । ପିଲାମାନେ କୃତିତ୍ୱ ଅର୍ଜନ କରିବେ 
ପୂ , ଭାଦ୍ରପଦ  – ସଭାସମିତିରେ ସୀମା ଭିତରେ ରହିବା ଭଲ ନଥିବା ସାଧାରଣ କଥାରେ ମଧ୍ୟ ସମସ୍ୟା ଆସିବ । ଭୂମି ସମ୍ବନ୍ଧୀୟ ବିବାଦ ସୃଷ୍ଟି ହୋଇପାରେ । ମହିଳାମାନେ ଦର୍ଶନାଭିଳାଷି ହେବେ 

ପ୍ରତିକାର – ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :