ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶୁକ୍ରବାର ଚନ୍ଦ୍ର – ସିଂହ ନିଶାନ୍ତ ୦୫/୨୮ ଗତେ କନ୍ୟା ତିଥି- ୯ମୀ ଦିବା ୦୯/୩୩ ଗତେ ୧୦ମୀ ଘାତ ଚନ୍ଦ୍ର- କର୍କଟ, ମକର ନିଶାନ୍ତ ୦୫/୨୮ ଗତେ ବୃଷ ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ରାତ୍ରି ୧୧/୦୬ ଗତେ ୧ ପାଦ- କୁଟୁମ୍ଭହାନି-ତିଳକାଞନ ଦାନ
ଅଶ୍ୱନୀ – ଦୈନଦିନ ଜୀବନଟି ମୋଟାମୋଟି ଭାବେ ବିତାଇବେ । ଘର ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ । ହଜମ ଜନୀତ ସମସ୍ୟା ଦେଖା ଦେଇପାରେ ।
ଦ୍ୱିଜା – କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ ଓ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ହଇରାଣ ହୋଇ ପାରନ୍ତି । ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ । ପଢାପଢିରେ ସର୍ମ୍ପୂର୍ଣ୍ଣ ଅବହେଳା ଘଟିବ ଓ ପଛେଇଯିବ
କୃତିକା - କୋର୍ଟକଚେରୀ ମାମଲାଠୁ ଦୂରରେ ରୁହନ୍ତୁ । ମହିଳା ମାନଙ୍କ ମନରେ ନୂଆ ନୂଆ ବିଚାର ଆସିପାରେ
ପ୍ରତିକାର –ନୃସିଂହଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯