Daily Horoscope 18th Dec 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ରବିବାର । ଚନ୍ଦ୍ର – କନ୍ୟା ରାତ୍ରି ୧୦.୨୯ ଗତେ ତୁଳା ତିଥି- ୧୦ମୀ ରାତ୍ରି ୦୩.୩୨ ଗତେ ୧୧ଶୀ ଘାତ ଚନ୍ଦ୍ର- ବୃଷ ରାତ୍ରି ୧୦.୨୯ ପର୍ଯ୍ୟନ୍ତ ଘାତ ବାର – ମେଷ ପୁଷ୍କର ଦୋଷ – ୧ପାଦ - କୃଷିହାନି-ଭୂମିଦାନ

Aries

ମେଷ

Saturday 17 Dec 2022

ଅଶ୍ୱନୀ – ବନ୍ଧୁଙ୍କ ସହ କଥାବାର୍ତାରେ ଭଲ ପରାମର୍ଶ ପାଇବେ । ବ୍ୟବସାୟରେ ବାକି ପଡିଥିବା ଅର୍ଥ ପାଇବେ । ଦାମ୍ପତ୍ୟ ଜୀବନ ସଜାଡିବା ପାଇଁ ଜୀବନସାଥୀଙ୍କ ସହ କଥା ହେବେ ।

ଦ୍ୱିଜା – ସାମାଜିକ ଗଣ ମାଧ୍ୟମରେ ଦୀର୍ଘଦୀନ ଧରି ରହିବେ । ସରକାରୀ ଚାକିରିଆଙ୍କୁ ଭଲ କାମ ପାଇଁ ପ୍ରୋତ୍ସାହନ ମିଳିବ ।

କୃତିକା – ବିଦ୍ୟାର୍ଥୀ କୈାଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ଭରିବେ । ମହିଳା ମାନଙ୍କର ଜୀବନ ସୁଖ ସନ୍ତୋଷରେ କଟିବ

ପ୍ରତିକାର - ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :