Cricket: ରିଜୱାନ-ସଲମାନଙ୍କ ବିଶ୍ୱ ରେକର୍ଡ

Author: Saroj Kumar Jena | Credit: canva

ପାକିସ୍ତାନ କ୍ରିକେଟର ଆଘା ସଲମାନ ଓ ମହମ୍ମଦ ରିଜୱାନ ବିଶ୍ୱ ରେକର୍ଡ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୫୩ ରନର ପିଛା କରୁଥିବା ବେଳେ ଉଭୟ ଚତୁର୍ଥ ୱିକେଟରେ ୨୬୦ ରନ ଯୋଡିଥିଲେ।

Author: Saroj Kumar Jena | Credit: canva

ପାକିସ୍ତାନ ୯୧ ରନରେ ୩ ୱିକେଟ ହରାଇଥିବା ବେଳେ ରିଜୱାନ ୧୨୨ ଓ ସଲମାନ ୧୩୪ ରନର ଇନିଂସ ଖେଳିଥିଲେ।

Author: Saroj Kumar Jena | Credit: canva

ଦିନିକିଆ କ୍ରିକେଟରେ ଚତୁର୍ଥ ୱିକେଟ କିମ୍ବା ତା ଠାରୁ ତଳକୁ ଏହା ସର୍ବାଧିକ ରନର ପାର୍ଟନରଶିପ।

Author: Saroj Kumar Jena | Credit: canva

ଆଫଗାନିସ୍ତାନର ଅଜମତଉଲ୍ଲା ଓମାରଜାଇ ଓ ମହମ୍ମଦ ନବି ୨୦୨୪ରେ ଶ୍ରୀଲଙ୍କା ବିପକ୍ଷରେ ଷଷ୍ଠ ୱିକେଟରେ ୨୪୨ ରନ ଯୋଡି ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି।

Author: Saroj Kumar Jena | Credit: OTV

ପୂର୍ବରୁ ୨୦୧୩ରେ ଏହି ରେକର୍ଡ ଇଂଲଣ୍ଡର ରବି ବୋପାରା ଓ ଇଓନ ମୋର୍ଗାନଙ୍କ ନାମରେ ଥିଲା। ଆୟାର୍ଲଣ୍ଡ ବିପକ୍ଷରେ ଉଭୟ ପଞ୍ଚମ ୱିକେଟରେ ୨୨୬ ରନ ଯୋଡିଥିଲେ।