ବିଜେଡିରେ 'ବିଭୀଷଣ' ପରେ 'ମୂଷା' ଉପାଖ୍ୟାନ। କିଛି ଦିନ ତଳେ ଦଳର ପରାଜୟ ପାଇଁ ଭୁବନେଶ୍ବର କର୍ପୋରେଟର୍ ଅମରେଶ ଜେନା ବିଭୀଷଣ ଉପାଖ୍ୟାନ କହିଥିବା ବେଳେ, ଆଜି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ଢୋଲ ଭିତରେ ମୂଷା ଥିଓରୀ।