ରାଜ୍ୟରେ ଥମୁନି ଚାଉଳ ରାଜନୀତି । ମାଗଣାରେ ଚାଉଳ ବଣ୍ଟନ ପକ୍ରିୟା ଜାରି ଥିବାବେଳେ ମୁହାଁମୁହିଁ ବିଜେଡି-ବିଜେପି । କେନ୍ଦ୍ର ସରକାର ମାଗଣାରେ ଚାଉଳ ଦେବା ଆରମ୍ଭ କରିଥିବାରୁ କାଳେ ବିଜେପି ମାଇଲେଜ୍ ନେଇଯିବ ତାକୁ କାଉଣ୍ଟର କରିବାକୁ ବାଟ କାଢିଛି ବିଜେଡି । ଆଉ ପଞ୍ଚାୟତରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଦେଇଛି ୩ ଦିନିଆ ଆନ୍ଦୋଳନର ଡାକରା