ପଦ୍ମପୁରରେ ହାଇଭୋଲଟେଜ୍‌ ପ୍ରଚାର। ବିଜେଡି ପ୍ରାର୍ଥୀ ବର୍ଷା ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କଲେ ଅପରାଜିତା। ବର୍ଷାଙ୍କ ଶାଶୂଘର ସତ୍ୟବାଦୀ, ସେଠିକାର କଥା ସେ ଚିନ୍ତାକରନ୍ତୁ। ଝିଅ ବାହା ହେବା ପରେ ବାପ ଘରେ କେତେ ଦିନ ରହିପାରିବ? ମୁଁ ମୋ ବାପଘରକୁ କେବେ ଯାଇଥିଲି ଆଉ ମନେ ବି ନାହିଁ।