ପୌର ନିର୍ବାଚନରେ ଫ୍ୟାମିଲି ଫାଇଟ୍ । ପଞ୍ଚାୟତ ଭଳି ପୌର ନିର୍ବାଚନରେ ବି ହେଉଛି ରୋଚକ ଲଢ଼େଇ । ନିର୍ବାଚନୀ ମୈଦାନରେ ବାପ-ପୁଅ, ଭାଇ-ଭାଇ ମଧ୍ୟରେ ହେଉଛି ଜୋରଦାର ଟକ୍କର ।