ଜନତାଙ୍କ ଉପରେ ଚଢ଼ିଲା ନେତାଙ୍କ ଗାଡ଼ି । ଆକ୍ରମଣାତ୍ମକ ମୁଦ୍ରାରେ ବିଜେପି । ସିଧା ନିଶାନାରେ ଶାସକ ଦଳ । ରାଜ୍ୟର ଛବିକୁ ମଳିନ କଲାଭଳି ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଏଭଳି ଅମାନବୀୟ କାଣ୍ଡକୁ ନେଇ ହୁଲସ୍ତୁଲ ରାଜ୍ୟ ରାଜନୀତି ।