କଲେଜରେ ନାମ ଲେଖା ଫର୍ମ ସହିତ ମିଳିବ ଭୋଟର ଲିଷ୍ଟରେ ସାମିଲ ଲାଗି ଫର୍ମ । ପ୍ରଥମ ଥର ଲାଗି ଏପରି ଅଭିନବ ଢଙ୍ଗରେ ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ବଢ଼ାଇବାକୁ ପଦକ୍ଷେପ ନେଇଛି ଉଚ୍ଚଶିକ୍ଷା ବିଭାଗ ।