Last updated: 24 February 2025, 09:45 PM IST
ଜଳଭଣ୍ଡାର ପାରି ହେଲେ ହାଟ ବଜାର, ଶିକ୍ଷା, ସ୍ବାସ୍ଥ୍ୟ ସବୁ ସୁବିଧା। ମୋରାନ୍ ଜଳଭଣ୍ଡାରର ବିପଦକୁ ପଛ କରି ପାରି ହେଉଛନ୍ତି ପାଣିବାଟ । ଗମନାଗମନ ପାଇଁ ୧୨ଟି ଗାଁ ଲୋକଙ୍କ ନାହିଁନଥିବା ଦୁର୍ଦ୍ଦଶା। ୫୦ କିମି ଦୂର ବାଟ ପାଇଁ ଜଳଭଣ୍ଡାର ପାରି ହେଉଛନ୍ତି ଲୋକେ। କୋରାପୁଟ ଦଶମନ୍ତପୁରର ୧୨ଟି ଗାଁ ଲୋକଙ୍କ ଦୁର୍ଦ୍ଦଶାର କାହାଣୀ ।