୫୦ ଥର ଇଣ୍ଟରଭିୟୁରେ ଫେଲ୍ ହେବା ପରେ ହାରିନଥିଲେ ସମ୍ପ୍ରିତି,ଏବେ ଗୁଗୁଲ ଦେଲା ଏକ କୋଟିର ଚାକିରି । ବିହାରର ସମ୍ପ୍ରିତି ଯାଦବ । ବୟସ ୨୪ । ଦିଲ୍ଲୀ ଟେକ୍ନୋଲୋଜି ୟୁନିଭରସିଟିରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ କରିଛନ୍ତି । ଜଣେ ମେଧାବୀ ଛାତ୍ରୀ ହୋଇଥିଲେ ସୁଦ୍ଧା ଭାଗ୍ୟ ତାଙ୍କର ସାଥ୍ ଦେଇନଥିଲେ