କୋର୍ଟଙ୍କ ବଡ଼ ରାୟ। ସ୍ୱାମୀର ରୋଜଗାର ନଥିଲେ ବି ସ୍ତ୍ରୀର ଭରଣପୋଷ କରିବାକୁ ସେ ବାଧ୍ୟ । ପାଖରେ ଟଙ୍କା ନାହିଁ କହି ଦାୟୀତ୍ୱରୁ ଓହୋରି ପାରିବେ ନାହିଁ ସ୍ୱାମୀ । ଏମିତି ରାୟ ଶୁଣାଇଛନ୍ତି ଦିଲ୍ଲୀର ତିସ୍ ହଜାରେ କୋର୍ଟ ।