ମାତ୍ର ୬ ମାସରେ ଚାଲିଗଲେ ବାପା-ମାଆ। ଅନାଥ ହୋଇଗଲେ ତିନି ଛୁଆ। ଖାଇବାକୁ ନାହିଁ କି ପିଇବାକୁ ନାହିଁ...ଅଭାବ ଅସୁବିଧାରେ କଟୁଛି ଦିନ। ସରକାରୀ ଭାବରେ ୨୦ କିଲୋ ମିଳୁଥିବା ଚାଉଳ ଏମାନଙ୍କର ସାହାଭରସା। ଇଚ୍ଛା ଥିଲେ ବି ପଢିପାରୁନାହାନ୍ତି ୩ ପିଲା...ରୋଷେଇ ଆସୁନଥିବାରୁ ପାଣି ପିଇ ରହୁଛନ୍ତି ଏମାନେ