ମାର୍ଚ୍ଚ ମାସ ପାଇଁ ଆସିଲା ଗାଇଡ୍ ଲାଇନ୍ । ମହାଶିବରାତ୍ରୀ, ଦୋଳ ପୂର୍ଣ୍ଣମୀ, ହୋଲି ପାଳନ ନେଇ ଗାଇଡ୍‌ଲାଇନ୍‌ରେ ମିଳିଲା ଅନୁମତି । ମହାଶିବରାତ୍ରୀ ଏବଂ ଦୋଳ ପୂର୍ଣ୍ଣମୀ କୋଭିଡ୍ ଗାଇଡ୍‌ଲାଇନ୍ ଭିତରେ ପାଳନ କରାଯିବ । ଘର ଭିତରେ କେବଳ ପରିବାର ସଦସ୍ୟଙ୍କ ସହ ହୋଲି ପାଳନ ପାଇଁ ଅନୁମତି ମିିଳିଛି ।