ଭାଇରାଲ ଭାଉଜଙ୍କୁ ନେଇ ଏବେ ଭାରି ଚର୍ଚ୍ଚା। ସେଦିନ ସେହି ହଳଦିଆ ଶାଢୀର ଆଜି ବି ସୋସିଆଲ ମିଡ଼ିଆରେ ହେଉଛି ଫଟୋ ଭାଇରାଲ...ଏବେ ତ ତାଙ୍କ ସହ ଫଟୋ ଉଠାଇବାକୁ ଭୋଟରଙ୍କ ମଧ୍ୟରେ ଲାଗିଲାଣି ପ୍ରତିଯୋଗିତା