ସାତ ପିଢି ପରେ ଝିଅ ଜନ୍ମ । ଜନ୍ମଦିନରେ ମିଳିଲା ଜହ୍ନରେ ଜମି । ସାତ ପିଢି ପରେ ଘରେ ଜନ୍ମ ହେଲା ଝିଅ, ଜହ୍ନରେ ଜମି କିଣିଦେଲେ ବାପା-ମା  । ଏହି ଖବର ଜାଣିବା ପରେ ଏବେ ସବୁଆଡେ ଚର୍ଚ୍ଚା ।