‘ମନ୍ଦିର ନଷ୍ଟଭ୍ରଷ୍ଟ ହୋଇଗଲାଣି। ଦେଉଳରେ ଦୁନିଆ ଫାଟ, ଆମକୁ ଯୋଡ଼େ ଦେଖାଉଛନ୍ତି। ଭକ୍ତ ଆସନ୍ତି ଦେଉଳରେ ଦିଅଁ ଦର୍ଶନ ପାଇଁ। ଏଠି ତ ଗଛପତର ଲାଗୁଛି, ସେଠି କ’ଣ କୃଷ୍ଣଲୀଳା ହେବ?’ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନିଙ୍କ ସହ ‘ଖୋଲାକଥା’।