ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
News Fuse
ପ୍ରସାରଣ ସମୟ-ପ୍ରତି ସୋମବାର, ବୁଧବାର, ଶୁକ୍ରବାର ରାତି ୧୦ଟା ମଜାରେ ମଜାରେ ମଞ୍ଜକଥା କହୁଥିବା କାର୍ଯ୍ୟକ୍ରମ ହେଉଛି ନ୍ୟୁଜ୍ ଫ୍ୟୁଜ୍ । ସମାଜରେ ପ୍ରତ୍ୟହ ଘଟୁଥିବା ଖବରର ତର୍ଜ୍ଜମା କରି ଶାଣିତ କଟାକ୍ଷ ମାଧ୍ୟମରେ ଦର୍ଶକଙ୍କୁ ମନୋରଂଜନ ଖୋରାକ ଯୋଗାଇବା ସହ ସଚେତନ କରିବା,ସୂଚନା ପ୍ରଦାନ କରିବା ଓ ସୁଧାରିବା ହେଉଛି ଏହାର ଉଦ୍ଦେଶ୍ୟ ଶାସକ ହୁଅନ୍ତୁ ବା ସାଧାରଣ ଜନତା, ପ୍ରଶାସନ ହେଉ କି ସାମାଜିକ ବ୍ୟବସ୍ଥା, ଭଲକାମକୁ ସାଲ୍ୟୁଟ ଆଉ ଭୁଲ କାମକୁ ନିନ୍ଦା କରିବାର ସାହସ ରଖିଥିବା ଏହା ଏକ ନିରପେକ୍ଷ କାର୍ଯ୍ୟକ୍ରମ ଯାହା ପ୍ରତିଟି ଓଡ଼ିଆଙ୍କ ପାଖରେ ଖୁବ୍ ଏକ ପରିଚିତ ନାମ । କାର୍ଯ୍ୟକ୍ରମ ମଧ୍ୟରେ ଦର୍ଶକମାନଙ୍କଠୁ ମିଳିଥିବା ଚିଠିପତ୍ର, ଅଭିମତ, ଦୃଶ୍ୟବଳୀକୁ ସାମିଲ୍ କରି ବେଶ୍ ଲୋକପ୍ରିୟତା ହାସଲ କରିଛି ନ୍ୟୁଜ୍ ଫ୍ୟୁଜ୍ । କହିବାକୁ ଗଲେ ଏହି କାର୍ଯ୍ୟକ୍ରମ ଏବେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇପାରିଛି । Updates
News Fuse 13 August 2018 | ଏପଟେ ନିରଞ୍ଜନ ସେପଟେ ସୁର | ମୁଖିଆଙ୍କ ଚୌକି ବଦଳ | ପୋଲିସ ବାବୁଙ୍କ ଉଧାରି |
News Fuse 15 Aug 2018 | ସୁରଙ୍କ ଗର୍ଜନ | ମଦୁଆ ସାର୍ | ମନ୍ଦିର ଭିତରେ ମହାନଦୀ | ମଦୁଆ ଭକ୍ତ | ମାହାଳିଆ ମାଛ
News Fuse 17 Aug 2018 | Independence Day Special | ଭୋଟ ପାଇଁ ଗ୍ୟାଙ୍ଗଷ୍ଟାର ଡକାଯିବ | ଭୋଳା ବାବାଙ୍କ ଭକ୍ତ
News Fuse 20 Aug 2018 | କିଏ ନବୀନଙ୍କ ପାଖ ଲୋକ | ନେତାଙ୍କ ଡ୍ୟାନ୍ସ | ଚୌକି ଉଡୁଛି | ପାଣି ଭିତରେ ରୋଗୀ
News Fuse 22 Aug 2018 | ମୁଖିଆଙ୍କୁ ଠେଲିଦେଲେ | ମହାରଥୀଙ୍କ ୧୦୦ ରୁ ୧୦୦ | ନେତାଙ୍କ ପୂଜା | ପୋଲିସ ଜନତା କଳି
News Fuse 24 Aug 2018 | ବାଃ ବାଃ ରେ ବିକାଶ | ଗୁରୁଜୀଙ୍କ ନଗ୍ନ ଯାତ୍ରା | କମେଣ୍ଟ ମାରି ଫସିଗଲେ | ମଦ ନିଦ୍ରା
News Fuse 27 Aug 2018 | JE ବାହାରିଲେ ମାଡ଼ ଖାଇବ | 5 ଘଣ୍ଟା ଲୁଚିଲା ଚୋର ଦୋଳ ପୋଖରୀରେ | ଲୋକ ସଫେଇ ଚାଲିଛି
News Fuse 29 Aug 2018 | ଆମ ହିରୋ | ମଦ: ଉଦ୍ଧାର ସହିତ ରିଲିଫ୍ | ପିଲାଙ୍କ ଗଳା ବାଟ | ହତାଶିଆ ପ୍ରେମିକ
News Fuse 31 August 2018 | ଗୋଲଡେନ ବାବା | ପାଇଖାନା ପାଇଁ ପାଟିତୁଣ୍ଡ | ରାଗିଲେ ମହାଦେବ
News Fuse 3 Sept 2018 | ଗୋଟିଏ ଜାଗା ତିନୋଟି ମାଲିକ | ଏପଟ ଖାଲି ସେପଟେ ଛେଳି | Plate ଅଛି, ହାଣ୍ଡି ଖାଲି
First
Prev
188
189
190
191
192
193
194
195
196
197
198
Next
Last
© 2022 - Odisha Television Limited. All Rights Reserved.