ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
News Fuse
ପ୍ରସାରଣ ସମୟ-ପ୍ରତି ସୋମବାର, ବୁଧବାର, ଶୁକ୍ରବାର ରାତି ୧୦ଟା ମଜାରେ ମଜାରେ ମଞ୍ଜକଥା କହୁଥିବା କାର୍ଯ୍ୟକ୍ରମ ହେଉଛି ନ୍ୟୁଜ୍ ଫ୍ୟୁଜ୍ । ସମାଜରେ ପ୍ରତ୍ୟହ ଘଟୁଥିବା ଖବରର ତର୍ଜ୍ଜମା କରି ଶାଣିତ କଟାକ୍ଷ ମାଧ୍ୟମରେ ଦର୍ଶକଙ୍କୁ ମନୋରଂଜନ ଖୋରାକ ଯୋଗାଇବା ସହ ସଚେତନ କରିବା,ସୂଚନା ପ୍ରଦାନ କରିବା ଓ ସୁଧାରିବା ହେଉଛି ଏହାର ଉଦ୍ଦେଶ୍ୟ ଶାସକ ହୁଅନ୍ତୁ ବା ସାଧାରଣ ଜନତା, ପ୍ରଶାସନ ହେଉ କି ସାମାଜିକ ବ୍ୟବସ୍ଥା, ଭଲକାମକୁ ସାଲ୍ୟୁଟ ଆଉ ଭୁଲ କାମକୁ ନିନ୍ଦା କରିବାର ସାହସ ରଖିଥିବା ଏହା ଏକ ନିରପେକ୍ଷ କାର୍ଯ୍ୟକ୍ରମ ଯାହା ପ୍ରତିଟି ଓଡ଼ିଆଙ୍କ ପାଖରେ ଖୁବ୍ ଏକ ପରିଚିତ ନାମ । କାର୍ଯ୍ୟକ୍ରମ ମଧ୍ୟରେ ଦର୍ଶକମାନଙ୍କଠୁ ମିଳିଥିବା ଚିଠିପତ୍ର, ଅଭିମତ, ଦୃଶ୍ୟବଳୀକୁ ସାମିଲ୍ କରି ବେଶ୍ ଲୋକପ୍ରିୟତା ହାସଲ କରିଛି ନ୍ୟୁଜ୍ ଫ୍ୟୁଜ୍ । କହିବାକୁ ଗଲେ ଏହି କାର୍ଯ୍ୟକ୍ରମ ଏବେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇପାରିଛି । Updates
News Fuse 04 Dec 2019 | ରାଷ୍ଟ୍ରୀୟ ଶାଳାରେ ରମ | କଂଗ୍ରେସ ପିଆଜ | ନୂଆ ଟ୍ରାଫିକ ନିୟମ କଲା କମାଲ
News Fuse 06 Dec 2019 | ସ୍ୱିପର ଦେଲେ ଇଞ୍ଜେକ୍ସନ | ନେତା vs ପ୍ରଶାସକ | ନିଦୁଆ ନେତା | ପୋଲିସଙ୍କୁ ମାଡ଼
News Fuse 09 Dec 2019 | ହେଲୋ ମୁଁ ମନ୍ତ୍ରୀ କହୁଛି | କଂଗ୍ରେସ ପ୍ରିୟଙ୍କା ଚୋପ୍ରା | ବରକୁ ଚପଲ ମାଳ | ପିଆଜ ପୀଡା
News Fuse 11 Dec 2019 | କାହାକୁ ଉଣ୍ଡିଲେ ନବୀନ | ନଖ କାଟିଦେଲେ ନେତା | ନିଆଁ ଲିଭୁନି | ଗୁରୁମା ଫେଲ
News Fuse 13 Dec 2019 | ସ୍କୁଲ ନା ଆଖେଡ଼ା | ଡେଟ ଚିରା ମେଡ଼ିସିନ | ନେତା ଖାଇଲେ ଆହାର | ଛେଳି ଖିଆ ଖାଦ୍ୟ
News Fuse 16 Dec 2019 | ଶୁକ୍ରବାରରେ ସାଇକେଲ | ମାହାଳିଆ ପିଆଜ | ହସ୍ପିଟାଲରେ ତାଲା ପ୍ରାଇଭେଟରେ ଖୋଲା
News Fuse 18 Dec 2019 | ନିଷିଦ୍ଧାଞ୍ଚଳର ଭିଡ଼ିଓ ଭାଇରାଲ | ନଗଡା ଅବସ୍ଥା | ବିଜେପି ମେଳି | ମଦ ନିଶା କମାଲ
News Fuse 20 Dec 2019 | ନିରଞ୍ଜନଙ୍କ ଅକୁହା କଥା | ମହିଳା ଭାଙ୍ଗିଲେ ପୁରୁଷ ପିଇଲେ | ଆହାର କେନ୍ଦ୍ରରେ ମନ୍ତ୍ରୀ
News Fuse 23 Dec 2019 | ଫ୍ୟୁଜ଼ ରାଉଣ୍ଡ ଅପ 2019
News Fuse 25 Dec 2019 | Fuse Maker of the Year 2019 - OTV
First
Prev
187
188
189
190
191
192
193
194
195
196
197
Next
Last
© 2022 - Odisha Television Limited. All Rights Reserved.