ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
News Fuse
ପ୍ରସାରଣ ସମୟ-ପ୍ରତି ସୋମବାର, ବୁଧବାର, ଶୁକ୍ରବାର ରାତି ୧୦ଟା ମଜାରେ ମଜାରେ ମଞ୍ଜକଥା କହୁଥିବା କାର୍ଯ୍ୟକ୍ରମ ହେଉଛି ନ୍ୟୁଜ୍ ଫ୍ୟୁଜ୍ । ସମାଜରେ ପ୍ରତ୍ୟହ ଘଟୁଥିବା ଖବରର ତର୍ଜ୍ଜମା କରି ଶାଣିତ କଟାକ୍ଷ ମାଧ୍ୟମରେ ଦର୍ଶକଙ୍କୁ ମନୋରଂଜନ ଖୋରାକ ଯୋଗାଇବା ସହ ସଚେତନ କରିବା,ସୂଚନା ପ୍ରଦାନ କରିବା ଓ ସୁଧାରିବା ହେଉଛି ଏହାର ଉଦ୍ଦେଶ୍ୟ ଶାସକ ହୁଅନ୍ତୁ ବା ସାଧାରଣ ଜନତା, ପ୍ରଶାସନ ହେଉ କି ସାମାଜିକ ବ୍ୟବସ୍ଥା, ଭଲକାମକୁ ସାଲ୍ୟୁଟ ଆଉ ଭୁଲ କାମକୁ ନିନ୍ଦା କରିବାର ସାହସ ରଖିଥିବା ଏହା ଏକ ନିରପେକ୍ଷ କାର୍ଯ୍ୟକ୍ରମ ଯାହା ପ୍ରତିଟି ଓଡ଼ିଆଙ୍କ ପାଖରେ ଖୁବ୍ ଏକ ପରିଚିତ ନାମ । କାର୍ଯ୍ୟକ୍ରମ ମଧ୍ୟରେ ଦର୍ଶକମାନଙ୍କଠୁ ମିଳିଥିବା ଚିଠିପତ୍ର, ଅଭିମତ, ଦୃଶ୍ୟବଳୀକୁ ସାମିଲ୍ କରି ବେଶ୍ ଲୋକପ୍ରିୟତା ହାସଲ କରିଛି ନ୍ୟୁଜ୍ ଫ୍ୟୁଜ୍ । କହିବାକୁ ଗଲେ ଏହି କାର୍ଯ୍ୟକ୍ରମ ଏବେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇପାରିଛି । Updates
News Fuse 15 July 2019 | ବୁଲେଟରେ ବୈଜୟନ୍ତ | ପାଟକୁରା ରାଜନୀତି | ନିର୍ଦ୍ୱୟ ପୁଅ | କାଦୁଅରେ ରଥ
News Fuse 17 July 2019 | ସୁରଭାଇଙ୍କ ପାଟକୁରା ଉଵାଚ | ଏକାଏକା ସରୋଜ | ତାରାନବ ଭାବ | ନେତାଙ୍କ ଅଳିଆ ସଫା
News Fuse 19 July 2019 | ନିଦ୍ରାରେ ପଦ୍ମନାଭ | ମଲା ଛୁଆର ମା | ପାନେ ପାଇଲେ ଡାକ୍ତର | କାଳିଆ ଭକ୍ତିରେ ଶକ୍ତି
News Fuse 22 July 2019 | ପାଟକୁରାରେ ଟଙ୍କା ଭୋଗ | ଲୁଙ୍ଗି ଡ୍ୟାନ୍ସ | ସ୍କୁଲରେ ଉକୁଣୀ ବଛା
News Fuse 24 July 2019 | ମନ୍ତ୍ରୀଙ୍କ ଅଳିଆ ସଫା | ନେତାଙ୍କ ସଡକ ମରାମତି | ଅରୁଣ ଫର୍ମୁଲା | ପିଲାଙ୍କ ଗଛ ଲଗା
News Fuse 26 July 2019 | ମୋବାଇଲ ବାଜିଲା ବିଧାନସଭାରେ | ସାରଥୀ Returns | ନେତାଙ୍କ ପରିବା କିଣା
News Fuse 29 July 2019 | ପୋଲିସଙ୍କୁ ଆକ୍ରମଣ | ସ୍କୁଲରେ ମନ୍ତ୍ରୀ | ଟଙ୍କା ଦିଅ ସବୁ ମାଫ | ତେଜଙ୍କ ନୂଆ ଅବତାର
News Fuse 31 July 2019 | ସୁରଭାଇ କମେଣ୍ଟ୍ରି | ମାଉସୀ ପୁରା ଫିଟ | ସ୍କୁଲରେ ରାଜନୀତି | କ୍ଲାସ ଭିତରେ ଗାଈ
News Fuse 02 Aug 2019 | ବିକାଶର ନଗ୍ନ ଚିତ୍ର | ସ୍କୁଲ ଭାସିଲା ପାଣିରେ | Selfie ପାଗଳ | ବେପରୁଆ ଗାଡି ଚାଳକ
News Fuse 05 Aug 2019 | ତାରାଙ୍କ ଚୁମା | ସିଡିପିଓଙ୍କ ପିସି କାରବାର | ଗାମୁଛାରେ ପେଟ୍ରୋଲ | ନିର୍ଦୟ ପୁତୁରା
First
Prev
181
182
183
184
185
186
187
188
189
190
191
Next
Last
© 2022 - Odisha Television Limited. All Rights Reserved.