ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
News Fuse
ପ୍ରସାରଣ ସମୟ-ପ୍ରତି ସୋମବାର, ବୁଧବାର, ଶୁକ୍ରବାର ରାତି ୧୦ଟା ମଜାରେ ମଜାରେ ମଞ୍ଜକଥା କହୁଥିବା କାର୍ଯ୍ୟକ୍ରମ ହେଉଛି ନ୍ୟୁଜ୍ ଫ୍ୟୁଜ୍ । ସମାଜରେ ପ୍ରତ୍ୟହ ଘଟୁଥିବା ଖବରର ତର୍ଜ୍ଜମା କରି ଶାଣିତ କଟାକ୍ଷ ମାଧ୍ୟମରେ ଦର୍ଶକଙ୍କୁ ମନୋରଂଜନ ଖୋରାକ ଯୋଗାଇବା ସହ ସଚେତନ କରିବା,ସୂଚନା ପ୍ରଦାନ କରିବା ଓ ସୁଧାରିବା ହେଉଛି ଏହାର ଉଦ୍ଦେଶ୍ୟ ଶାସକ ହୁଅନ୍ତୁ ବା ସାଧାରଣ ଜନତା, ପ୍ରଶାସନ ହେଉ କି ସାମାଜିକ ବ୍ୟବସ୍ଥା, ଭଲକାମକୁ ସାଲ୍ୟୁଟ ଆଉ ଭୁଲ କାମକୁ ନିନ୍ଦା କରିବାର ସାହସ ରଖିଥିବା ଏହା ଏକ ନିରପେକ୍ଷ କାର୍ଯ୍ୟକ୍ରମ ଯାହା ପ୍ରତିଟି ଓଡ଼ିଆଙ୍କ ପାଖରେ ଖୁବ୍ ଏକ ପରିଚିତ ନାମ । କାର୍ଯ୍ୟକ୍ରମ ମଧ୍ୟରେ ଦର୍ଶକମାନଙ୍କଠୁ ମିଳିଥିବା ଚିଠିପତ୍ର, ଅଭିମତ, ଦୃଶ୍ୟବଳୀକୁ ସାମିଲ୍ କରି ବେଶ୍ ଲୋକପ୍ରିୟତା ହାସଲ କରିଛି ନ୍ୟୁଜ୍ ଫ୍ୟୁଜ୍ । କହିବାକୁ ଗଲେ ଏହି କାର୍ଯ୍ୟକ୍ରମ ଏବେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇପାରିଛି । Updates
News Fuse 18 Dec 2017 | ଦାମବାବୁଙ୍କ ଜନ୍ମଦିନ ଉପହାର | ଝିଅଙ୍କ ମଦ ଭୋଜି | ମଦ ଔଷଧ
News Fuse 20 Dec 2017 | ନେତାଙ୍କ ପିକନିକ୍ | ଭାଲୁଭାଇନାଙ୍କ ପରବ ମସ୍ତି | ତହସିଲଦାରଙ୍କ ମଦ ଦାନ
News Fuse 22 December 2017 | ନେତାଙ୍କ ବଳ | ନବୀନଙ୍କ ତୂଳୀରେ ପଦ୍ମ | ରସିକଙ୍କ ଆଣ୍ଠୁଆ ଗୋପାଳ
News Fuse 25 Dec 2017 | ଜୟ ପଣ୍ଡାଙ୍କ ସେଲଫି | ଦାମବାବୁଙ୍କ ବାଣୀ | କୁଜିନେତାଙ୍କ ଦାଦାଗିରି | ସବୁ ଶୂନ୍ୟ
News Fuse 27 Dec 2017 | ଭାଲୁଭାଇନାଙ୍କ ଚୁମା | ନର୍ସଙ୍କ ପଇସା ପ୍ରେମ | ରାଜଧାନୀର ସ୍ଵଛ ଗୁପଚୁପ୍ | ପିଛା କରିବା
News Fuse 29 Dec 2017 | Last Episode of 2017 | ୨୦୧୭ ର କିଛି ଧମାକାଦାର ଫ୍ୟୁଜ୍
News Fuse 01 Jan 2018 | First Episode of 2018 | କଟକରେ ଷଣ୍ଢ ମାତିଛି | କ୍ୟାମେରା ଜଗିଛି ଛକ
News Fuse 03 Jan 2018 | ନବୀନଙ୍କ ସହ ନୂଆବର୍ଷ ପାଳନ | ମେୟରଙ୍କ କମ୍ବଳ ବଣ୍ଟନ | Zero Night Celebration
News Fuse 05 Jan 2018 | ଚଉକି ଶୁଣୁଛି ଭାଷଣ | ଗାଡ଼ିରେ ଚାଲିଛି ମଦ ଡେଲିଭେରୀ | ଶୀତଳଭଣ୍ଡାର ପାଲଟିଛି ଭୂତକୋଠି
News Fuse 08 Jan 2018 | ସ୍କୁଲ ଚାଉଳ ବେପାର | ଭାଲୁଭାଇନାଙ୍କ ମାଛ ଚାଷ | ବାଦାମବାଡ଼ି ଟ୍ରାଫିକ କେତେ ସୁରକ୍ଷିତ
First
Prev
178
179
180
181
182
183
184
185
186
187
188
Next
Last
© 2022 - Odisha Television Limited. All Rights Reserved.