ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ବିଜେପି ଛାଡ଼ି ମହାମେଣ୍ଟରେ ସାମିଲ୍ ହେଲେ ଉପେନ୍ଦ୍ର କୁଶଓ୍ୱାହା
ସୁପ୍ରିମକୋର୍ଟରେ ଅଭିଜିତ ଆୟାର-ରାଜ୍ୟ ସରକାର ମାମଲା: ଏନେଇ ସୁପ୍ରିମ୍କୋର୍ଟରେ ଆଜି ହେବନି ଶୁଣାଣି
ଆସନ୍ତାକାଲି ନବୀନଙ୍କୁ ଭେଟିବ ବିଜେପି ମହିଳା ମୋର୍ଚ୍ଚା: ମହାରଥୀଙ୍କ ମନ୍ତବ୍ୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବ,ଏନେଇ ସାମ୍ୱାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ପ୍ରଭାତି ପରିଡ଼ାଙ୍କ ସୂଚନା
ଦେଶରେ ବିଚାର ନହୋଇ ପଡ଼ି ରହିଛି ୨ କୋଟି ୯୧ ଲକ୍ଷ ମାମଲା
ମୋହନା: କୂଅ ଭିତରୁ ୨ ଭଉଣୀଙ୍କ ମୃତଦେହ ମିଳିବା ଘଟଣାରେ ବାପାମାଆଙ୍କୁ ଗିରଫ କଲା ପୁଲିସ୍; ଭିଣୋଇ ଅଟକ
ଚିକିତ୍ସା ପାଇଁ ଆମେରିକା ଗଲେ ରିଷି କପୁର୍
ପେତାଇ ତାଣ୍ଡବ: ନିମୋନିଆରେ ୫୦ରୁ ଅଧିକ ଗୋରୁ ମୃତ
ଖୋର୍ଦ୍ଧା: ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଭୁଜାଲିରେ ଆକ୍ରମଣ କରି ୧୫ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ; ବ୍ୟାଙ୍କରେ ଡିପୋଜିଟ୍ ପାଇଁ ଯିବାବେଳେ ଲୁଟ୍
ବର୍ତ୍ତମାନର ମୁଖ୍ୟ ଖବର
ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜଭବନ ସମ୍ମୁଖରେ ବିଜେଡିର ବିକ୍ଷୋଭ, ବିଜେଡିର ଛାତ୍ର, ଯୁବ ଓ ମହିଳା କର୍ମୀ ସାମିଲ
JEE ମେନ୍ ପରୀକ୍ଷାରେ ଅଂଶ ଗ୍ରହଣ କରିବ OJEE : ପ୍ରଥମ ଥର ପାଇଁ NTA ପରିଚାଳନା କରିବ JEE ମେନ୍ ପରୀକ୍ଷା, ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୬ରୁ ୨୦ ତାରିଖରେ ଓ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ୍ ୬ରୁ ୨୦ ତାରିଖ ଯାଏ ପରୀକ୍ଷା ହେବ, ଇଣ୍ଟିଗ୍ରେଟେଡ୍ M.SC ପାଇଁ ବି JEE ମେନ୍ ଦେବାକୁ ପଡ଼ିବ
ବିଧାନସଭା, ସଂସଦରେ ମହିଳାଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗ: ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ଭେଟିଲେ ବିଜେଡି ସାଂସଦ, ଭେଟିବା ପରେ ପ୍ରସନ୍ନ କହିଲେ- ଏ ଦାବି ପ୍ରତି ତାଙ୍କର ସଂପୂର୍ଣ୍ଣ ସମର୍ଥନ ଥିବା କହିଲେ ଉପରାଷ୍ଟ୍ରପତି, ଉପରାଷ୍ଟ୍ରପତି ନବୀନଙ୍କୁ ଉଚ୍ଚପ୍ରଶଂସା କରିଥିଲେ
ମୋହନା: କୂଅ ଭିତରୁ ୨ ଭଉଣୀଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ କଲେ SDPO, କହିଲେ- ୨ ଭଉଣୀଙ୍କୁ ବିଷ ପିଇବାକୁ ବାଧ୍ୟ କରିଥିଲେ ବାପାମାଆ, ବିଷ ପିଇ ମୃତ୍ୟୁ ହେବ ପରେ ଦୁହିଁଙ୍କୁ କୂଅକୁ ପିଙ୍ଗିଦେଇଥିଲେ
ପାଟଣାଗଡ଼: ପିକ୍ଅପ୍ ଭ୍ୟାନ୍ରେ ବାହାର ରାଜ୍ୟକୁ ଚାଲାଣ ହେଉଥିବା ୧୦ ଜଣ ଦାଦନ ଶ୍ରମିକ ସାନ୍ବୁର୍ଜିବଟା ନିକଟରୁ ଉଦ୍ଧାର
ଏବେ ରୋଷେଇ ଘରେ ପ୍ରହାର, ମହଙ୍ଗା ହେଲା ଗ୍ୟାସ୍ ଦର
ଗାଁକୁ ଗାଁ ବ୍ୟାପୁଛି ବାର୍ଡ ଫ୍ଲୁ
୨୪ରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ବୋକାରୋ-ଅନୁଗୋଳ ଗ୍ୟାସ୍ ପାଇପ୍ ଲାଇନ୍, ପାରାଦୀପ-ହାଇଦ୍ରାବାଦ ଆଇଓସିଏଲ୍ ପାଇପ୍ ଲାଇନ୍ ଭିତ୍ତିପ୍ରସ୍ତର ଏବଂ ଭୁବନେଶ୍ୱର IIT କ୍ୟାମ୍ପସର ଲୋକାର୍ପଣ, ବ୍ରହ୍ମପୁର IISERର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ, ୨୦୦ ଟଙ୍କିଆ ମୁଦ୍ରାର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
ପ୍ରେମିକାକୁ ବିଭତ୍ସ ଭାବେ ହତ୍ୟା କଲା ପ୍ରେମିକ
ଭବାନୀପାଟଣା: ନର୍ଲା ତିତେଇମାଳ ନିକଟରେ ପିକ୍ ଅପ୍ ଭ୍ୟାନ୍ ଧକ୍କାରେ ନାବାଳିକା ମୃତ; କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ
ପୁରୀ: ଧାଡ଼ି ଦର୍ଶନ ବ୍ୟବସ୍ଥାରେ ପ୍ରଥମରୁ ବିଭ୍ରାଟ ଘଟଣା; ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ କହିଲେ- ପ୍ରଶାସନର ପ୍ରଚେଷ୍ଟାକୁ ବିଫଳ କରିବା ଠିକ୍ ହେଲାନି, ଧାଡ଼ି ଭାଙ୍ଗି କିଏ ଧସେଇ ପଶିଲେ ସିସିଟିଭି ଫୁଟେଜ୍ରୁ ଯାଞ୍ଚ ହେବ
ବର୍ତ୍ତମାନର ମୁଖ୍ୟ ଖବର
ମହାମେଣ୍ଟରେ ସାମିଲ୍ ହେବେ ଉପେନ୍ଦ୍ର କୁଶଓ୍ୱାହ !
ଭୁବନେଶ୍ୱର: ଲିଙ୍ଗରାଜ ଥାନା ଶ୍ରୀରାମନଗର ହନୁମାନ ମନ୍ଦିର ନିକଟ ରାସ୍ତା କଡ଼ରେ ଛିଡ଼ା ହୋଇଥିବା କାର୍ ଭିତରେ ମହିଳାଙ୍କ ମୃତଦେହ ଠାବ
ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ଆରମ୍ଭ: ଧାଡ଼ି ଦର୍ଶନ ମାନିବାକୁ ଭକ୍ତ ନାରାଜ, ଧାଡ଼ି ନମାନି ପୂର୍ବଭଳି ଧସେଇ ପଶିଲେ ଭକ୍ତ
କାଲି ବେଲ୍ଜିୟମ୍କୁ ଭେଟିବ ଭାରତ
First
Prev
1312
1313
1314
1315
1316
1317
1318
1319
1320
1321
1322
Next
Last
© 2022 - Odisha Television Limited. All Rights Reserved.