ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ରାଫେଲ୍ ଡିଲ୍ ନେଇ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ରାହୁଲଙ୍କ ସମାଲୋଚନା
ମନ୍ କି ବାତ୍ରେ ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱରରେ ଉଜ୍ଜ୍ୱଳା ନାପ୍କିନ୍ ଯୋଜନା ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୩ ମାସ ମଧ୍ୟରେ ୯୦ ଲକ୍ଷ ପରିବାର ପାଖରେ ଉଜ୍ଜ୍ୱଳା ପହଞ୍ଚିବା ଲକ୍ଷ୍ୟ ରହିଛି ବୋଲି କହିଲେ
ଉଦଳା: ବାଲ୍ୟ ବିବାହ ଉଦ୍ୟମ ରୋକିଲା ପୁଲିସ୍; ଯୁବକ ଅଟକ, ରାଢ଼ ଗାଁର ନାବାଳିକା ସହ ୟୁପି ଯୁବକଙ୍କ ବାହାଘର ଆୟୋଜନ ହୋଇଥିଲା
ତିନ ତଲାକ୍ ବିଲ୍ର ଆସନ୍ତାକାଲି ରାଜ୍ୟସଭା ଟେଷ୍ଟ
ଧାନମଣ୍ଡିରେ ଧାନ କିଣା ନଯିବା ପ୍ରତିବାଦରେ ମାଲକାନଗିରି-ଜୟପୁର ରାସ୍ତାର ପଦ୍ମଗିରି ଛକରେ ଧାରଣାରେ ବସିଲେ ଚାଷୀ: ୧୫ ଦିନ ହେଲା ମଣ୍ଡିରେ ପଡ଼ି ରହିଛି ଧାନ
ଖୋର୍ଦ୍ଧା: ସୁନାଖଳା କାଉଁରୀପାଟଣା ସାହି ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ଦମକଳବାହିନୀ; ଯୁବକଙ୍କୁ ହତ୍ୟାକରି କେହି ପୋଖରୀରେ ଫିଙ୍ଗି ଦେଇଥିବା ସନ୍ଦେହ
ପିପିଲି: କଣାସ ରୋଡ୍ ଷ୍ଟେସନରେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ; ମୃତ ଯୁବକ ଜଗଦଳପୁର ଗାଁର; ମୃତଦେହ ମିଳିବା ପରେ ଉତ୍ତେଜନା, କଣାସରେ ପୁରୀ-କଟକ ପାସେଞ୍ଜରକୁ ଅଟକାଇଲେ ଉତ୍ତ୍ୟକ୍ତ ଲୋକେ
ଖୋର୍ଦ୍ଧା: ଗୁରୁଜଙ୍ଗର ୧୮ ନମ୍ବର ୱାର୍ଡରେ ଦୁର୍ବୃତ୍ତଙ୍କ ବୋମାମାଡ଼; ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସୂଚନା, ସିସିଟିଭି କ୍ୟାମେରାରେ କଏଦ ହେଲା ବୋମାମାଡ଼ର ଚିତ୍ର, ପୁଲିସ୍ର ତନାଘନା
ନୟାଗଡ଼: ଦଶପଲ୍ଲା ସୁବଳୟା ନିକଟରେ ଟ୍ରକ୍କୁ ପିଟିଲା ଘରୋଇ ବସ୍; ଘଟଣାସ୍ଥଳରେ ଟ୍ରକ୍ ଡ୍ରାଇଭର ମୃତ
ମେଲବୋର୍ଣ୍ଣ ଟେଷ୍ଟ୍: ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ
ଏକାସାଙ୍ଗେ ଚାଲିଗଲା ଗୋଟିଏ ପରିବାରର ୯ଜଣଙ୍କ ଜୀବନ
ଇଂଲଣ୍ଡରେ ଲୁଚିଛନ୍ତି ପିଏନ୍ବି ଠକେଇ ଅଭିଯୁକ୍ତ ନିରବ ମୋଦି
ଘାଟି ତଳକୁ ଖସି ପଡିଲା ଯାତ୍ରୀବାହୀ ବସ୍ : ୨୦ଜଣ ଯାତ୍ରୀ ମୃତ, ୧୬ ଅାହତ
IRCTC ଦୁର୍ନୀତି ମାମଲା : ଲାଲୁ ଯାଦବଙ୍କ ପରିବାରକୁ ମିଳିଲା ଜାମିନ୍
ଗତକାଲି ଶ୍ରୀମନ୍ଦିରରେ ବିଶୃଙ୍ଖଳା ନେଇ ଗଜପତି ମହାରାଜା କହିଲେ, ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କର,୧୯୬୦ ଠାରୁ ଏହି ଦାୟିତ୍ୱ ଗଜପତିଙ୍କଠାରୁ ନିଆଯାଇଛି, ଗଜପତିଙ୍କ ସମୟରେ ସେବା ଓ ରାଜକାର୍ଯ୍ୟ ଶୀର୍ଷରେ ଥିଲା, ରାଜ୍ୟ ଯୋଜନାରେ ମହାପ୍ରଭୁଙ୍କ ସେବାକୁ ଶୀର୍ଷରେ ରଖାଯାଉ
୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ
ସୀମା ନିକଟରେ ୧୦ କ୍ୱିଣ୍ଟାଲ ହେରୋଇନ ପୋଡ଼ିଲା ପାକିସ୍ତାନ : ଦୁର୍ଗନ୍ଧରେ ବ୍ୟତିବ୍ୟସ୍ତ ହୋଇପଡ଼ିଲେ ଭାରତର ଗାଁ ଲୋକେ
ରଜନୀକାନ୍ତଙ୍କ ଫିଲ୍ମ ପେଟ୍ଟାର ଟ୍ରେଲର ରିଲିଜ୍
ମେଲ୍ବୋର୍ଣ୍ଣ ବକ୍ସିଂ ଡେ ଟେଷ୍ଟ ଦ୍ୱିତୀୟ ଇଂନିସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ
ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମେଗା ରାଲି
ମାଙ୍କଡ଼ କରୁଛି ଡ୍ରାଇଭିଂ; ଭିଡିଓ ହେଉଛି ଭାଇରାଲ୍
ସେବାୟତ-ପୁଲିସ୍ ବିବାଦ ଯୋଗୁ ଶ୍ରୀମନ୍ଦିର ନ ଖୋଲିବା ପ୍ରସଙ୍ଗ: ଘଣ୍ଟା ଘଣ୍ଟା ଅପେକ୍ଷା ପରେ ତାତିଲେ ଭକ୍ତ, ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଲେ, ପୁଲିସ୍ ସହ ଠେଲାପେଲା
ପୁରୀ: ସେବାୟତ-ପ୍ରଶାସନ ମଧ୍ୟରେ ଆଲୋଚନା ବିଫଳ; ଜିଲ୍ଲାପାଳଙ୍କ ଅନୁରୋଧ ସତ୍ତ୍ୱେ ମାନିଲେନି ସେବାୟତ; ଏ ଯାଏ ମଙ୍ଗଳ ଆଳତି କିମ୍ବା କୌଣସି ନୀତିକାନ୍ତି ଆରମ୍ଭ ହୋଇନି; କାଲି ପୁଲିସ୍-ସେବାୟତ ଗଣ୍ଡଗୋଳ ପରେ ଏଭଳି ସମସ୍ୟା ଉପୁଜିଛି
ତର୍କ ବିତର୍କ ପରେ ତିନ୍ ତଲାକ୍ ବିଲ୍ ଲୋକସଭାରେ ପାସ୍
First
Prev
1308
1309
1310
1311
1312
1313
1314
1315
1316
1317
1318
Next
Last
© 2022 - Odisha Television Limited. All Rights Reserved.