ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ, ବୁଧବାର। ଚନ୍ଦ୍ର – ବୃଷ ଅହୋରାତ୍ର ତିଥି- ୧୪ଶୀ ଦିବା ୦୮/୦୧ ଗତେ ପୂର୍ଣ୍ଣିମା ଘାତ ଚନ୍ଦ୍ର- ବିଛା ଅହୋରାତ୍ର ଘାତ ବାର – କର୍କଟ ପୁଷ୍କର ଦୋଷ – ୧ ପାଦ କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୧୦/୨୫ ପର୍ଯ୍ୟନ୍ତ।
ଶୁଭ ସମୟ-
ପ୍ରାତଃ ୦୬/୧୨ ରୁ ୦୮/୨୨
ଦିବା ୧୦/୩୨ ରୁ ୧୧/୩୭
ସନ୍ଧ୍ୟା ୦୫/୫୬ ରୁ ୦୬/୪୮
ରାତ୍ରି ୦୮/୩୪ ରୁ ୦୨/୫୫
ରାତ୍ରି ୦୪/୩୪ ରୁ ୦୬/୧୨
ଅଧିକ ପଢ଼ନ୍ତୁ: କରନ୍ତୁ ଏହି କାର୍ଯ୍ୟ,ସନ୍ତୁଷ୍ଟ ହେବେ ମାଆ ଲକ୍ଷ୍ମୀ
ଅଶୁଭ ସମୟ-
ରାହୁକାଳ - ଦିବା ୧୧/୩୭ ରୁ ୧୨/୫୯
କାଳବେଳା - ଦିବା ୦୮/୫୫ ରୁ ୧୦/୧୬
ବାରବେଳା – ଦିବା ୧୧/୩୭ ରୁ ୧୨/୫୯
କାଳରାତ୍ରି – ରାତ୍ରି ୦୨/୫୫ ରୁ ୦୪/୩୪