Today Panchang 6th Jan 2023: ଏହି ସମୟରେ କାର୍ଯ୍ୟ ଆରମ୍ଭ କରନ୍ତୁ, ଶୁଭ ଫଳ ମିଳିବ...

ସୌର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୬ ତାରିଖ ଶୁକ୍ରବାର। ନିଶାନ୍ତ ୦୪.୩୭ ଗତେ ପ୍ରତିପଦ, ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର, ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ରାତ୍ରି ୧୨.୧୩ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ। ଜାଣନ୍ତୁ, କେଉଁ ସମୟରେ ଶୁଭ କାର୍ଯ୍ୟ ଆରମ୍ଭ କଲେ ଶୁଭ ଫଳ ପ୍ରାପ୍ତି ହେବ...

Today Panchang

ସୌର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୬ ତାରିଖ ଶୁକ୍ରବାର। ଚନ୍ଦ୍ର – ମିଥୁନ ଅହୋରାତ୍ର ତିଥି- ପୂର୍ଣ୍ଣିମା ନିଶାନ୍ତ ୦୪.୩୭ ଗତେ ପ୍ରତିପଦ, ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର, ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ରାତ୍ରି ୧୨.୧୩ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ।

ଶୁଭ ସମୟ...

ପ୍ରାତଃ ୦୬.୨୬ ରୁ ୦୭.୦୯

ଦିବା ୧୨.୧୪ ରୁ ୦୭.୦୭
ଦିବା ୦୩.୫୧ ରୁ ୦୫.୧୮
ସନ୍ଧ୍ୟା ୦୬.୧୦ ରୁ ୦୮.୩୫
ରାତ୍ରି ୧୨.୧୮ ରୁ ୦୨.୧୩

ଅଧିକ ପଢ଼ନ୍ତୁ: ଆପଣଙ୍କ ଘରର କାନ୍ଥକୁ କୌଣସି ଗଛଲତା ସ୍ପର୍ଶ କରୁଛି କି? ଜାଣନ୍ତୁ କ’ଣ ହେବ…

ଅଶୁଭ ସମୟ...

ଋାହୁକାଳ - ଦିବା ୧୦.୩୦ ରୁ ୧୧.୫୨
କାଳବେଳା – ଦିବା ୧୦.୩୦ ରୁ ୧୧.୫୨
ବାରବେଳା – ଦିବା ୦୯.୦୯ ରୁ ୧୦.୩୦    
କାଳରାତ୍ରି – ରାତ୍ରି ୦୮.୩୫ ରୁ ୧୦.୧୩