ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ଭୁବନେଶ୍ୱର: ପାଇକ ସ୍ମାରକୀ ସ୍ତମ୍ଭ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି, କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ବିଭିନ୍ନ ସଂଗଠନ ସହ ଭେଟି ଅଭିଯୋଗ କଲେ ବିଶ୍ୱଭୂଷଣ ହରିଚନ୍ଦନ, ରାଜ୍ୟ ସରକାର ଜାଗା ନ ଦେଲେ ପରିସ୍ଥିତି ଭୟାବହ ହେବ ବୋଲି କହିଲେ
ଭୁବନେଶ୍ୱର: କୋଣାର୍କ ମନ୍ଦିରର ସୁରକ୍ଷା ନେଇ ବୈଠକ ଆରମ୍ଭ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ବିଭାଗୀୟ ଅଧିକାରୀ ସାମିଲ
ସାଲେପୁର: କୋଲଣପୁର ଗାଁରେ ଘର ଭିତରୁ ଚାଷୀ ସୁମନ୍ତ ମଲ୍ଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଋଣ ବୋଝ ସହି ନ ପାରି ଆତ୍ମହତ୍ୟା କରିଥିବା କହିଲେ ସୁମନ୍ତଙ୍କ ପତ୍ନୀ
ଭବାନୀପାଟଣା: କର୍ଲାମୁଣ୍ଡା SBI ଶାଖାରୁ ଡକାୟତି, ସିସିଟିଭି ହାର୍ଡଡିସ୍କ ସହ ଲକରରୁ ଟଙ୍କା ଚୋରି ହୋଇଥିବା ଅନୁମାନ କରାଯାଉଛି
ଆଠଗଡ଼: ପାର୍ବତୀପୁର ଗାଁରେ ଭୋଜି ଖାଇ ୪୦ରୁ ଅଧିକ ଶିଶୁ ଅସୁସ୍ଥ, ମେଡିକାଲରେ ଭର୍ତ୍ତି
ଆଇଏଏସ୍ ପ୍ରଣବଜ୍ୟୋତି ନାଥଙ୍କ ଘରୁ ଚୋରି ଘଟଣା: ୩ ଲୁଟେରାଙ୍କୁ ଗିରଫ କଲା କମିଶନରେଟ୍ ପୁଲିସ୍, ଲୁଟେରାଙ୍କ ମଧ୍ୟରେ ୨ ନାବାଳକ ଥିବା ସୂଚନା
ଭୁବନେଶ୍ୱର: ୭ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ; ଖୋର୍ଦ୍ଧା ଓ ଭୁବନେଶ୍ୱରରୁ ୨ ଗିରଫ
ଅନୁଗୁଳ: କଇଁଫୁଲିଆ ରେଳ ଲାଇନ୍ କଡ଼ରୁ ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ମୃତଦେହ ଉଦ୍ଧାର, ବଇଣ୍ଡା ଯିବେ କହି ଘରୁ ବାହାରିଥିଲେ, ଟ୍ରେନରୁ ଖସି ମୃତ୍ୟୁ ଘଟିଥିବା ସନ୍ଦେହ
ଜିଲ୍ଲା ଭିତ୍ତିକ ବେକାରଙ୍କୁ ନିଯୁକ୍ତି, ଖାଲି ପଦବୀ ପୂରଣ ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ
ରାଇରଙ୍ଗପୁର: ଦାଣ୍ଡବୋଷ ଗାଁ ନିକଟ ମୁଖ୍ୟରାସ୍ତା କଡ଼ରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ପରେ ନଡ଼ାଗଦାରେ ଭର୍ତ୍ତି କରି ଦୁର୍ବୃତ୍ତମାନେ ନିଆଁ ଲଗାଇଥିବା ଅନୁମାନ କରାଯାଉଛି
First
Prev
2347
2348
2349
2350
2351
2352
2353
2354
2355
2356
2357
Next
Last
© 2022 - Odisha Television Limited. All Rights Reserved.