ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
କୁଚିଣ୍ଡା: ଜମନକିରା ଏସ୍ବିଆଇ ଶାଖାରୁ ଡକାୟତି ଉଦ୍ୟମ ସୂଚନା; ବ୍ୟାଙ୍କର ସାଇରନ୍ ବାଜିବାରୁ ପାଟ୍ରୋଲିଂ କରୁଥିବା ପୁଲିସ୍ ପହଞ୍ଚିଥିଲା, ସାଇରନ୍ ଶୁଣି ଡକାୟତ ପଳାଇଥିବା ସନ୍ଦେହ, ଡକାୟତ ବ୍ୟାଙ୍କର ସିସିଟିଭି ତାର ଛିଣ୍ଡାଇଦେଇଛନ୍ତି
ନୀଳଗିରି: ଟାଆଁସ ଗାଁରେ ଜଣେ ଗର୍ଭବତୀଙ୍କ ନୀଳଗିରି ହସ୍ପିଟାଲରେ ମୃତ୍ୟୁ; ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ
ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ନେଇ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ବେଞ୍ଚ୍ ସ୍ଥାପନ ନେଇ ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ଚାଲୁ ରହିଛି,ଏ ସଂପର୍କରେ ତ୍ୱରିତ ପଦକ୍ଷେପ ନେବାକୁ ଚିଠିରେ ନିବେଦନ କଲେ ମୁଖ୍ୟମନ୍ତ୍ରୀ
ବିଜେଡିରେ ମିଶିବା ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ଝାରସୁଗୁଡ଼ା ବିଧାୟକ ନବ ଦାସ; କହିଲେ- ୨୦୧୯ରେ କଂଗ୍ରେସରୁ ହିଁ ଲଢ଼ିବି
ମହିଳା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ମହିଳା ସଭାନେତ୍ରୀ ସୁମିତ୍ରା ଜେନା କହିଲେ- ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯିବ, ଘଟଣାକୁ ନେଇ ଆଗାମୀ ଅଧିବେଶନରେ ବିଧାନସଭା ଘେରାଉ କରାଯିବ
ମାଲକାନଗିରି: କାଲିମେଳା ବ୍ଲକ୍ ସାଲିମାରିକୁଣ୍ଡା ଗାଁରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଭାଇ,ଭଉଣୀ ମୃତ
ଭବାନୀପାଟଣା: ହିଲ୍ ଟାଉନ୍ ୭ ନମ୍ବର ଗଳିରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତକ ଗୋଶାଳାପଡ଼ାର ଅଜୟ ସୁନାନୀ
ବାରିପଦା: ଟ୍ରାଫିକ୍ ଛକ ନିକଟ ବଜାରରେ ଜଣେ ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ
ଅନୁଗୁଳ: ୧୬ ଦଫା ଦାବି ନେଇ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଅନିର୍ଦ୍ଦିଷ୍ଟ ସମୟ ଧର୍ମଘଟ ଡାକରା, ବିଭିନ୍ନ କୋଇଲା ଖଣି ଆଗରେ ଆନ୍ଦୋଳନକାରୀଙ୍କ ବିକ୍ଷୋଭ
କେନ୍ଦୁଝର: ରୁଗୁଡ଼ି ଥାନା ଅଞ୍ଚଳରେ ୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି, ଅଭିଯୁକ୍ତ ଫେରାର
First
Prev
2302
2303
2304
2305
2306
2307
2308
2309
2310
2311
2312
Next
Last
© 2022 - Odisha Television Limited. All Rights Reserved.