ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ବାଙ୍କୀ: ମୁଣ୍ଡଳି ପଞ୍ଚାୟତ ଅଞ୍ଚଳରେ ଥିବା ବାସେଳି ମନ୍ଦିର ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା: ତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିବା ସନ୍ଦେହ, ତାଙ୍କ ପରିଚୟ ଜଣାପଡ଼ିନି
ବଲାଙ୍ଗିର: ମହିଳା କ୍ରିକେଟର ସରିତା ମେହେରଙ୍କ ଘରେ ଭଙ୍ଗାରୁଜା ଘଟଣାରେ ୮ ମହିଳାଙ୍କ ସହ ମୋଟ ୧୦ ଜଣଙ୍କୁ ଗିରଫ କଲା ଟାଉନ୍ ଥାନା ପୁଲିସ୍
ଭୁବନେଶ୍ୱର: ଅର୍ଥ କମିଶନଙ୍କ ବୈଠକରେ କୋଇଲା ଖଣି ଅଞ୍ଚଳରୁ ଗ୍ରୀନ୍ ଏନର୍ଜୀ ସେସ୍ ଦାବି କଲେ ମୁଖ୍ୟମନ୍ତ୍ରୀ, ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଇଁ ୧୫ଶହ କୋଟି ମଧ୍ୟ ଦାବି କଲେ
ଭୁବନେଶ୍ୱର: ଅର୍ଥ କମିଶନଙ୍କ ବୈଠକରେ ଟ୍ୟାକ୍ସ ଡିଭୋଲ୍ୟୁସନକୁ ୪୨ ପ୍ରତିଶତରୁ ୫୦ ପ୍ରତିଶତ କରିବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ, ଏହାସହ ବିଗତ ୧୦ ବର୍ଷରେ ରାଜ୍ୟ ସହିଥିବା ଜିଏସ୍ଟି କ୍ଷତିର ଭରଣା ଦାବି କଲେ
ନିକିତା ମୃତ୍ୟୁ ମାମଲାରେ ଲିପନଙ୍କ ଭଉଣୀ କହିଲେ, ମୋ ଭାଇ ନିର୍ଦ୍ଦୋଷ, ସେଭଳି କାମ କରିପାରିବନି, ଘରୋଇ ହିଂସା କଥା ସଂପୂର୍ଣ୍ଣ ମିଛ, ଭାଉଜ ଘରେ ରହୁ ନଥିଲେ
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ଙ୍କ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ କୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପାରିପାର୍ଶ୍ୱିକ ସ୍ଥିତି ଓ ତଥ୍ୟ ପ୍ରମାଣ ଆଧାରରେ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ପାଇଁ ସ୍ୱାମୀ ଲିପନ ଦାୟୀ, ଘଟଣା ଦିନ ଉଭୟଙ୍କ ଭିତରେ ଗଣ୍ଡଗୋଳ କଥା ସ୍ୱୀକାର କଲେ ଲିପନ, ବଚସା ପରେ ଉଭୟଙ୍କ ମଧ୍ୟରେ ଠେଲାପେଲା ଯୋଗୁ ଖସିପଡ଼ିଛନ୍ତି ନିକିତା: କଟକ ଡିସିପି ଅଖିଳେଶ୍ୱର ସିଂ
ଅାଜି ଇନ୍ଦିରା ଗାନ୍ଧିଙ୍କ ତିରୋଧାନ ଦିବସ : ଦିଲ୍ଲୀରେ ଶକ୍ତିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଦିଲ୍ଲୀ ତାଲକୋଟରା ଷ୍ଟାଡିୟମରେ ବିଜେଡିର ବିକ୍ଷୋଭ ସମାବେଶ; ଦଳର ବହୁ ମନ୍ତ୍ରୀ, ସାଂସଦ, ତୁଙ୍ଗ ନେତା ଉପସ୍ଥିତ, ମୁଖ୍ୟମନ୍ତ୍ରୀ ବି ସାମିଲ ହେବେ, ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି
ନୂଆଦିଲ୍ଲୀ: ସଂସଦ ଆଗରେ ବିଜେଡିର ବିକ୍ଷୋଭ କାର୍ଯ୍ୟକ୍ରମକୁ ପ୍ରବାସୀ ଓଡ଼ିଆ ନାଗରିକ ମଞ୍ଚର ବିରୋଧ; ଓଡ଼ିଶା ଭବନ ଘେରାଉ ଉଦ୍ୟମ, ପୁଲିସ ସହ ଯୁକ୍ତିତର୍କ, ପ୍ରବାସୀ ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ କିଛି କରି ନଥିବା ଅଭିଯୋଗରେ ବିରୋଧ
First
Prev
2307
2308
2309
2310
2311
2312
2313
2314
2315
2316
2317
Next
Last
© 2022 - Odisha Television Limited. All Rights Reserved.