ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ବଲାଙ୍ଗିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣକୁ ନୈରାଶ୍ୟଜନକ କହିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର: କହିଲେ- ବୋଧହୁଏ ପରାଜୟ ଆଶଙ୍କାରେ ମୋଦି ଏପରି ଭାଷଣ ଦେଇଛନ୍ତି,ସେଥତ୍ପାଇଁ ସେ କ’ଣ କହୁଛନ୍ତି ତାହା ବୁଝା ପଡୁନି, ସରକାରୀ ସଭାରେ ବିରୋଧୀଦଳ ନେତାଙ୍କ ନାଁ ମଧ୍ୟ ଭୁଲିଗଲେ
ସାବରୀମାଲା ମନ୍ଦିରରେ ପ୍ରବେଶ କରି ଇତିହାସ ରଚିଥିବା ମହିଳାଙ୍କ ଉପରକୁ ଶାଶୂଙ୍କ ଆକ୍ରମଣ!
ବଲାଙ୍ଗିରରେ ମୋଦିଙ୍କ ବକ୍ତବ୍ୟ ନେଇ ଉଭୟ ବିଜେଡି ଓ ବିଜେପିକୁ ପରୋକ୍ଷ ସମାଲୋଚନା କଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା: କହିଲେ- ଯଦି ସଂସଦର ଭୋଟିଂ ରେକର୍ଡ ଦେଖାଯିବ, ସଂପର୍କ ସ୍ପଷ୍ଟ ବାରିହେବ;ବଡ଼ ବଡ଼ ଦୁର୍ନୀତିର ତଦନ୍ତ ପ୍ରକ୍ରିୟା ଦେଖିଲେ ସବୁକିଛି ଜଣାପଡ଼ିଯିବ; ଉଭୟ ପକ୍ଷର ଜିତ୍ ହେଉଛି, କେବଳ ଓଡ଼ିଶା ଯାହା ହାରୁଛି
ବଲାଙ୍ଗିରରେ ମୋଦିଙ୍କ ବକ୍ତବ୍ୟ ନେଇ ଉଭୟ ବିଜେଡି ଓ ବିଜେପିକୁ ପରୋକ୍ଷ ସମାଲୋଚନା କଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା:କହିଲେ- ପରସ୍ପର ଖେଳନା ବନ୍ଧୁକରେ ଆକ୍ରମଣ ଓ ପ୍ରତିଆକ୍ରମଣ ଚଲାଇଛନ୍ତି; ଆକ୍ରମଣର ପ୍ରଚଣ୍ଡ ଶବ୍ଦ ହେଉଛି, କିନ୍ତୁ ବାଣ ଫୁଟିଲା ଭଳି ସବୁ ନିଷ୍ପ୍ରଭ
ଭୁବନେଶ୍ୱର ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଲେ- କାଳିଆ ସାରା ଦେଶର ଆଦର୍ଶ ଯୋଜନା, କାଳିଆ ଯୋଜନା ଚାଷୀମାନଙ୍କର ବହୁତ ପସନ୍ଦ ହୋଇଛି, ‘କାଳିଆ’ ସାରା ଦେଶର ଚାଷୀଙ୍କୁ ଉନ୍ନତିର ବାଟ ଦେଖାଇବ
ନୂଆପଡ଼ା: ପେଣ୍ଡରାବନ ଗାଁ ପାଖରେ ୨୮ ହାତୀ, ଲୋକେ ଛାନିଆ,ହାତୀ ପାଇଁ କୋମନା ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ
କାମାକ୍ଷାନଗର: କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ଗାଁରେ ବିଧବା ଭାଉଜଙ୍କୁ ହାଣିଲା ଦିଅର
ଭୁବନେଶ୍ୱର: ବରମୁଣ୍ଡା ପଡ଼ିଆରେ ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ;୧୯ ତାରିଖ ଯାଏ ଚାଲିବ ଏହି ରାଜ୍ୟସ୍ତରୀୟ କୃଷି ମହୋତ୍ସବ
ଓଡ଼ିଶା ସରକାର ଶୋଇଛନ୍ତି, ଟଙ୍କା ଖର୍ଚ୍ଚ ନକରି ପକାଇ ରଖିଛନ୍ତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ସରକାର ତୁଳନାରେ ଆମେ ଓଡ଼ିଶାକୁ ୫ ଗୁଣ ଅଧିକ ଅର୍ଥ ଦେଇଛୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
First
Prev
2296
2297
2298
2299
2300
2301
2302
2303
2304
2305
2306
Next
Last
© 2022 - Odisha Television Limited. All Rights Reserved.