ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ମୋହନା: ଗଣ୍ଡାହାତୀରୁ ପିକ୍ନିକ୍ ସାରି ଭଞ୍ଜନଗର ଫେରୁଥିବା ବେଳେ ରାଇଗଡ଼ ଥାନା ମାର୍ଲବା ଘାଟିରୁ ପ୍ରାୟ ୫୦ ଫୁଟ୍ ତଳକୁ ଖସିପଡ଼ିଲା ବୋଲେରୋ, ୮ ଜଣ ଆହତ; ସମସ୍ତେ ଖଜୁରୀପଡ଼ା ମେଡିକାଲରେ ଭର୍ତ୍ତି
ପିପିଲି: ମଙ୍ଗଳପୁର ଗାଁ ନିକଟରେ ଥଟ୍ଟାମଜାରୁ ଦୁଇ ଯୁବକ ପିଟାପିଟି, ଜଣେ ମୃତ; ମୃତକ ମୃଦନୀପୁର ଗାଁର ଓ ଅଭିଯୁକ୍ତ ବ୍ରହ୍ମପୁର ଗାଁର
ବିଜୟ ମହାପାତ୍ରଙ୍କ ଟାର୍ଗେଟ ପ୍ରସଙ୍ଗ: ଗଜପତି ମହାରାଜଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଗଲା-ମହାପ୍ରଭୁଙ୍କ ଆଦ୍ୟ ସେବକ ସେବାରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱର କୌଣସି ଅଂଶ ନାହିଁ, ବାସ୍ତବ ସ୍ଥିତି ନେଇ ଗଜପତି ମହାରାଜା ବହୁବାର ସ୍ପଷ୍ଟୀକରଣ ଦେଇସାରିଛନ୍ତି, ସ୍ପଷ୍ଟୀକରଣ ସତ୍ତ୍ୱେ ଏଭଳି ଭ୍ରାନ୍ତ ଧାରଣା ଉପୁଜିବା ଅନୁଚିତ
ବିଜୟ ମହାପାତ୍ରଙ୍କ ଟାର୍ଗେଟ ପ୍ରସଙ୍ଗ: ଗଜପତି ମହାରାଜଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଗଲା- ଦୈନନ୍ଦିନ ପ୍ରଶାସନିକ ଦାୟିତ୍ୱ ମୁଖ୍ୟ ପ୍ରଶାସକଙ୍କ ଉପରେ ପୂର୍ଣ୍ଣ ନ୍ୟସ୍ତ, ପରିଚାଳନା କମିଟି ଅଧ୍ୟକ୍ଷ ଭାବେ ଗଜପତିଙ୍କ ଦାୟିତ୍ୱ ବୈଠକରେ ଅଧ୍ୟକ୍ଷତା କରିବା, ପରିଚାଳନା ନେଇ ତାଙ୍କର ଅଧିକାର କି ଦାୟିତ୍ୱ ନାହିଁ
ବିଜୟ ମହାପାତ୍ରଙ୍କ ଟାର୍ଗେଟ ପ୍ରସଙ୍ଗ: ଗଜପତି ମହାରାଜଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଗଲା- ୧୯୬୦ରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଲାଗୁ ହେବା ପରେ ସରକାର ପରିଚାଳନା ଦାୟିତ୍ୱ ସମ୍ପୂର୍ଣ୍ଣ ହାତକୁ ନେଲେ, ସେବେଠାରୁ ଶ୍ରୀମନ୍ଦିର ପ୍ରଶାସନିକ ଦାୟିତ୍ୱ ଗଜପତି ବହନ କରୁନାହାନ୍ତି
ମେଘାଳୟ ସାନ୍ କୋଇଲା ଖଣିରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି
ଶିରିଡ଼ି ସାଇ ମନ୍ଦିରକୁ ବଢୁଛି ଶ୍ରଦ୍ଧାଳୁଙ୍କ ଦାନ
ରାୟଗଡ଼ା: ଥେରୁବାଲି ଷ୍ଟେସନ ନିକଟସ୍ଥ କେଲିଗୁଡ଼ାରେ ଏକ ପରିତ୍ୟକ୍ତ ଘରେ ବୃଦ୍ଧ, ବୃଦ୍ଧାଙ୍କ ମୃତଦେହ ଠାବ; ସେମାନଙ୍କ ପରିଚୟ ମିଳିନି
ଭୁବନେଶ୍ୱର: ଗୋଲଡେନ୍ ବାବାଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ପୁଲିସ୍, ବଡ଼ବିଲରେ ଜଣଙ୍କୁ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି
କଟକ ବାଦାମବାଡ଼ିରୁ ୭ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ, ଜଣେ ଗିରଫ
First
Prev
2293
2294
2295
2296
2297
2298
2299
2300
2301
2302
2303
Next
Last
© 2022 - Odisha Television Limited. All Rights Reserved.