ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
କେନ୍ଦୁଝର: ବିଜେପି ରେଞ୍ଜ୍ ଉପରସୁମଠରେ ଅସୁସ୍ଥ ହାତୀର ଚିକିତ୍ସା ଲାଗି କେନ୍ଦୁଝରରେ ପହଞ୍ଚିଲା ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆର ଏକ ଟିମ୍; ପୂର୍ବରୁ ୨ଟି ଟିମ୍ ଅସୁସ୍ଥ ମାଈହାତୀର ଚିକିତ୍ସାରେ ଲାଗିଛନ୍ତି, ୪ ଦିନ ହେଲା ମାଈହାତୀଟି ଅସୁସ୍ଥ ହୋଇ ପଡ଼ି ରହିଛି
ଯାଜପୁର ରୋଡ ସ୍ଥିତ ଆଇଡିସି ଫେରୋକ୍ରମ କାରଖାନା ଆଗରେ ଉତ୍ତେଜନା: କର୍ମଚାରୀଙ୍କ ଗେଟ୍ପାସ୍ ଓ ପରିଚୟପତ୍ର ରଦ୍ଦ ଦର୍ଶାଇ ଭିତରକୁ ଛଡ଼ାଯାଉନି; କାରଖାନା କର୍ତ୍ତୃପକ୍ଷ ୧୦୫ କର୍ମଚାରୀଙ୍କୁ ଛଟେଇ କରିଥିବା ସୂଚନା, ପୂଜା ପୂର୍ବରୁ ବୋନସ୍ ନଦେଇ ଛଟେଇ କରାଯିବା ପ୍ରତିବାଦରେ ବିକ୍ଷୋଭ
କୋଣାର୍କ: ବଳଙ୍ଗା ଥାନା ଦୂବପାଟଣା ଗାଁ ପାଖ ଏକ ସଫେଇନାଳରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର; ମୃତକ ପୂର୍ଣ୍ଣଚନ୍ଦ୍ର ପାତ୍ର, ଗତକାଲି ବିଲକୁ ଯାଇ ଘରକୁ ଫେରି ନଥିଲେ
ରାଉରକେଲା: କୁଆଁରମୁଣ୍ଡା ଫାଣ୍ଡି କଚାରୁ ପଞ୍ଚାୟତର ଚଟକଟୋଲା ଗାଁରେ ପିଲାଚୋର ସନ୍ଦେହରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼; ବିଳମ୍ବିତ ରାତିରେ ଗୁରୁତର ଯୁବକଙ୍କୁ ଉଦ୍ଧାର କଲା ପୁଲିସ୍, ଯୁବକ ଜଣକ ପଡ଼ୋଶୀ ଝାଡ଼ଖଣ୍ଡ ଅଞ୍ଚଳର ସୂଚନା
ବାରିପଦା: ବେତନଟି ରେଞ୍ଜ୍ ମାଛୁଆ ଗାଁ ନିକଟ ବିଲକୁ ଯାଇଥିବା ବେଳେ ହାତୀ ଦଳିଦେବାରୁ ଜଣେ ମୃତ; ତାଙ୍କ ନାଁ ଗଜେନ୍ଦ୍ର ମହାନ୍ତ, ନିଜ ଧାନଜମି ଦେଖିବାକୁ ସେ ଯାଇଥିଲେ
ଭୟଙ୍କର ଆକ୍ସିଡେଣ୍ଟ୍; ଚାଲିଗଲା ୨୧ ଜୀବନ, ୫୦ରୁ ଅଧିକ ଆହତ
ପୁଣି ବଢ଼ିଲା ଆଧାର-ପାନ୍ ଲିଙ୍କ୍ ଅବଧି
ଗଜରାଜକୁ ଧକ୍କା ଦେଇ ଅଟକି ଗଲା ଲୌହଦାନବ; ଯନ୍ତ୍ରଣାରେ ଛଟପଟ ହାତୀ
ବ୍ରହ୍ମପୁର: ଖଜାପଲ୍ଲୀ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ କଲା ପୁଲିସ, ଘଟଣାର ମୁଖ୍ୟ ଅଭିଯୁକ୍ତ ପୁରୁଷୋତ୍ତମପୁରର ଜଣେ VLW ସହ ୪ ଗିରଫ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି VLW ସୁପାରୀ ଦେଇଥିଲା
ବ୍ରହ୍ମପୁର: ଜୁଆ ଆଡ୍ଡା ଉପରେ ଧରାକୋଟ ପୁଲିସର ଚଢ଼ଉ, ୧୯ ଗିରଫ; ୫ ବାଇକ, ୫ ମୋବାଇଲ ସହ ୪ ଲକ୍ଷ ୬୯ ହଜାର ଟଙ୍କା ଜବତ
First
Prev
1328
1329
1330
1331
1332
1333
1334
1335
1336
1337
1338
Next
Last
© 2022 - Odisha Television Limited. All Rights Reserved.