ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
କାଲି ଠାରୁ ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମର ଶୁଭାରମ୍ଭ: ସହିଦନଗର ଥାନାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ; ଅଭିଯୋଗକାରୀଙ୍କ ସହ ସିଧା ଫୋନରେ କଥା ହେବେ ମୁଖ୍ୟମନ୍ତ୍ରୀ
ଧାରା ୩୭୦ ଉଚ୍ଛେଦ ମାମଲାରେ ସରକାରଙ୍କୁ ୨୮ ଦିନର ମହଲତ ଦେଲେ ସୁପ୍ରିମକୋର୍ଟ
ଯାଜପୁର: ତ୍ରିମୂର୍ତ୍ତି ସିନେମା ହଲ୍ ନିକଟ ଏସ୍ବିଆଇ ଏଟିଏମ୍ ଭାଙ୍ଗି ୨୫ ଲକ୍ଷ ଟଙ୍କା ଲୁଟ୍
କଟକ: ମଞ୍ଜିତଙ୍କ ନାଁରେ ମାମଲା ରୁଜୁ ପରେ ବଢ଼ିଲା କଳି; ପୁରୀଘାଟ ଥାନାକୁ ଆସି ଅନୁଭବଙ୍କ ନାଁରେ ବର୍ଷିଲେ, କହିଲେ- ଅନୁଭବଙ୍କୁ ରାଜନୀତିରେ ଆହୁରି ବହୁତ ଶିଖିବାକୁ ପଡ଼ିବ, ସେ କେବଳ ଜଣେ ସୁପରଷ୍ଟାର, ତାଙ୍କୁ ରାଜନୀତି ମାଲୁମ ନାହିଁ, ମୋତେ ଧମକ ଦେଇ କହିଲେ ତୋତେ ମାମୁଘର ପଠାଇ ଦେବି
ଭୁବନେଶ୍ୱର: RTO-୨ ନିକଟରେ ଥିବା ଚାଳି, ଝୁମ୍ପୁଡ଼ି, ଗୁମୁଟି ଉଚ୍ଛେଦ; ଡ୍ରୋଜର ଲଗାଇ ଉଚ୍ଛେଦ କରୁଛି ବିଡିଏ, ବିଏମ୍ସି, କାଲି ଭୁବନେଶ୍ୱର RTO-୧ ନିକଟରୁ ଜବରଦଖଲ ଉଚ୍ଛେଦ ହୋଇଥିଲା
ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପଡ଼ୋଶୀ ମଂଜିତ ଦାସଙ୍କ ମଧ୍ୟରେ ତିକ୍ତତା ପ୍ରସଙ୍ଗ: ଅନୁଭବଙ୍କ ପିଏସ୍ଓଙ୍କ ଏତଲା ଆଧାରରେ ପୁରୀଘାଟ ଥାନାରେ ମାମଲା ରୁଜୁ; ୩୪୧, ୩୨୩, ୨୯୪, ୩୦୭ ଓ ୩୭୯ ଦଫାରେ ମାମଲା ରୁଜୁ କଲା ପୁଲିସ୍, କାଲି ମଂଜିତଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ ସାଂସଦଙ୍କ ପିଏସ୍ଓ
ବ୍ରହ୍ମପୁର: ରମେୟାପାଟଣା ଓ ଚନ୍ଦନବାଡ଼ ଗାଁ ମଧ୍ୟରେ ଗଣ୍ଡଗୋଳ ଘଟି ଉଭୟ ପକ୍ଷରୁ ୭ ଆହତ; ଜଣେ ମହିଳା ଓ ପୁରୁଷଙ୍କୁ ଏମ୍କେସିଜି ସ୍ଥାନାନ୍ତର, ବାହୁଦା ନଦୀ ମୁହାଣରେ ମାଛମରାକୁ ନେଇ ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇଛି, ଦୁଇ ଗାଁରେ ୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ
ପାଣିପାଗ: ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବ ପଶ୍ଚିମ ଓ ଉତ୍ତର ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା, ବିଶେଷ କରି ନୂଆପଡ଼ା, ନବରଙ୍ଗପୁରରେ ବର୍ଷା ସମ୍ଭାବନା ରହିଛି
ଆର୍ଥିକ ସଂକଟ: ଏହିସବୁ କମ୍ପାନୀ ଶେୟାର୍କୁ ବିକିପାରନ୍ତି କେନ୍ଦ୍ର ସରକାର
କେନ୍ଦୁଝର: ବିଜେପି ରେଞ୍ଜ୍ ଉପରସୁମଠରେ ଅସୁସ୍ଥ ହାତୀର ଚିକିତ୍ସା ଲାଗି ପହଞ୍ଚିଥିବା ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ଡାକ୍ତର ବନ୍ଦିତା ମିଶ୍ର କହିଲେ- ହାତୀ ଦେହରେ ହାର୍ପିସ ଲକ୍ଷଣ ନାହିଁ; ୪ ଦିନର ଚିକିତ୍ସା ପରେ ମାଈହାତୀଟି ବହୁ ପରିମାଣରେ ସୁସ୍ଥ ହେଲାଣି, ଖାଦ୍ୟ, ପାନୀୟ ଓ ଔଷଧ ଦ୍ୱାରା ଭଲ ହୋଇଯିବ ବୋଲି ଆଶା
First
Prev
1327
1328
1329
1330
1331
1332
1333
1334
1335
1336
1337
Next
Last
© 2022 - Odisha Television Limited. All Rights Reserved.