ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପଡ଼ୋଶୀ ମଂଜିତ ଦାସଙ୍କ ମଧ୍ୟରେ ତିକ୍ତତା ପ୍ରସଙ୍ଗ: ଅନୁଭବଙ୍କ ପିଏସ୍ଓଙ୍କ ଏତଲା ଆଧାରରେ ପୁରୀଘାଟ ଥାନାରେ ମାମଲା ରୁଜୁ; ୩୪୧, ୩୨୩, ୨୯୪, ୩୦୭ ଓ ୩୭୯ ଦଫାରେ ମାମଲା ରୁଜୁ କଲା ପୁଲିସ୍, କାଲି ମଂଜିତଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ ସାଂସଦଙ୍କ ପିଏସ୍ଓ
ବ୍ରହ୍ମପୁର: ରମେୟାପାଟଣା ଓ ଚନ୍ଦନବାଡ଼ ଗାଁ ମଧ୍ୟରେ ଗଣ୍ଡଗୋଳ ଘଟି ଉଭୟ ପକ୍ଷରୁ ୭ ଆହତ; ଜଣେ ମହିଳା ଓ ପୁରୁଷଙ୍କୁ ଏମ୍କେସିଜି ସ୍ଥାନାନ୍ତର, ବାହୁଦା ନଦୀ ମୁହାଣରେ ମାଛମରାକୁ ନେଇ ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇଛି, ଦୁଇ ଗାଁରେ ୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ
ପାଣିପାଗ: ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବ ପଶ୍ଚିମ ଓ ଉତ୍ତର ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା, ବିଶେଷ କରି ନୂଆପଡ଼ା, ନବରଙ୍ଗପୁରରେ ବର୍ଷା ସମ୍ଭାବନା ରହିଛି
ଆର୍ଥିକ ସଂକଟ: ଏହିସବୁ କମ୍ପାନୀ ଶେୟାର୍କୁ ବିକିପାରନ୍ତି କେନ୍ଦ୍ର ସରକାର
କେନ୍ଦୁଝର: ବିଜେପି ରେଞ୍ଜ୍ ଉପରସୁମଠରେ ଅସୁସ୍ଥ ହାତୀର ଚିକିତ୍ସା ଲାଗି ପହଞ୍ଚିଥିବା ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ଡାକ୍ତର ବନ୍ଦିତା ମିଶ୍ର କହିଲେ- ହାତୀ ଦେହରେ ହାର୍ପିସ ଲକ୍ଷଣ ନାହିଁ; ୪ ଦିନର ଚିକିତ୍ସା ପରେ ମାଈହାତୀଟି ବହୁ ପରିମାଣରେ ସୁସ୍ଥ ହେଲାଣି, ଖାଦ୍ୟ, ପାନୀୟ ଓ ଔଷଧ ଦ୍ୱାରା ଭଲ ହୋଇଯିବ ବୋଲି ଆଶା
କେନ୍ଦୁଝର: ବିଜେପି ରେଞ୍ଜ୍ ଉପରସୁମଠରେ ଅସୁସ୍ଥ ହାତୀର ଚିକିତ୍ସା ଲାଗି କେନ୍ଦୁଝରରେ ପହଞ୍ଚିଲା ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆର ଏକ ଟିମ୍; ପୂର୍ବରୁ ୨ଟି ଟିମ୍ ଅସୁସ୍ଥ ମାଈହାତୀର ଚିକିତ୍ସାରେ ଲାଗିଛନ୍ତି, ୪ ଦିନ ହେଲା ମାଈହାତୀଟି ଅସୁସ୍ଥ ହୋଇ ପଡ଼ି ରହିଛି
ଯାଜପୁର ରୋଡ ସ୍ଥିତ ଆଇଡିସି ଫେରୋକ୍ରମ କାରଖାନା ଆଗରେ ଉତ୍ତେଜନା: କର୍ମଚାରୀଙ୍କ ଗେଟ୍ପାସ୍ ଓ ପରିଚୟପତ୍ର ରଦ୍ଦ ଦର୍ଶାଇ ଭିତରକୁ ଛଡ଼ାଯାଉନି; କାରଖାନା କର୍ତ୍ତୃପକ୍ଷ ୧୦୫ କର୍ମଚାରୀଙ୍କୁ ଛଟେଇ କରିଥିବା ସୂଚନା, ପୂଜା ପୂର୍ବରୁ ବୋନସ୍ ନଦେଇ ଛଟେଇ କରାଯିବା ପ୍ରତିବାଦରେ ବିକ୍ଷୋଭ
କୋଣାର୍କ: ବଳଙ୍ଗା ଥାନା ଦୂବପାଟଣା ଗାଁ ପାଖ ଏକ ସଫେଇନାଳରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର; ମୃତକ ପୂର୍ଣ୍ଣଚନ୍ଦ୍ର ପାତ୍ର, ଗତକାଲି ବିଲକୁ ଯାଇ ଘରକୁ ଫେରି ନଥିଲେ
ରାଉରକେଲା: କୁଆଁରମୁଣ୍ଡା ଫାଣ୍ଡି କଚାରୁ ପଞ୍ଚାୟତର ଚଟକଟୋଲା ଗାଁରେ ପିଲାଚୋର ସନ୍ଦେହରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼; ବିଳମ୍ବିତ ରାତିରେ ଗୁରୁତର ଯୁବକଙ୍କୁ ଉଦ୍ଧାର କଲା ପୁଲିସ୍, ଯୁବକ ଜଣକ ପଡ଼ୋଶୀ ଝାଡ଼ଖଣ୍ଡ ଅଞ୍ଚଳର ସୂଚନା
ବାରିପଦା: ବେତନଟି ରେଞ୍ଜ୍ ମାଛୁଆ ଗାଁ ନିକଟ ବିଲକୁ ଯାଇଥିବା ବେଳେ ହାତୀ ଦଳିଦେବାରୁ ଜଣେ ମୃତ; ତାଙ୍କ ନାଁ ଗଜେନ୍ଦ୍ର ମହାନ୍ତ, ନିଜ ଧାନଜମି ଦେଖିବାକୁ ସେ ଯାଇଥିଲେ
First
Prev
1327
1328
1329
1330
1331
1332
1333
1334
1335
1336
1337
Next
Last
© 2022 - Odisha Television Limited. All Rights Reserved.