ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ଭୁବନେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଗଲା ସୂଚନା, ଗତକାଲି ଚିହ୍ନଟ ହୋଇଥିବା ୪ ପଜିଟିଭ୍ଙ୍କ ମଧ୍ୟରୁ ଏହି ବ୍ୟକ୍ତି ଜଣେ
କେନ୍ଦ୍ରାପଡ଼ା ଜିଲ୍ଲାରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ରାଜନଗର ଅଞ୍ଚଳରେ ଚିହ୍ନଟ ହୋଇଥିବା ଏହି କରୋନା ଆକ୍ରାନ୍ତ ଜଣେ ମହିଳା, ସେ ବାହାର ରାଜ୍ୟରୁ ଆସିଥିଲେ ଓ କ୍ୱାରେଣ୍ଟାଇନ୍ରେ ରହିଥିଲେ
ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ; ଗତକାଲି ପଜିଟିଭ୍ ଚିହ୍ନଟ ୪ ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଣ ସୁନ୍ଦରଗଡ଼ ଜିଲ୍ଲାର, ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଗଲା ସୂଚନା, ତେବେ ସ୍ପଷ୍ଟ କରିନି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
ବ୍ରହ୍ମପୁର: ହିଞ୍ଜିଳି ଥାନା ଖରିଡ଼ା ଗାଁରେ କ୍ରିକେଟ୍ ଖେଳିବା ବେଳେ ଗଣ୍ଡଗୋଳ, ବ୍ୟାଟ୍ରେ ପିଟି ନାବାଳକକୁ ମାରିଲା ଅନ୍ୟ ଜଣେ ନାବାଳକ
ଲକ୍ଡାଉନ୍ କଟକଣାରୁ ବାଦ୍ ପଡ଼ିଲା ମତ୍ସ୍ୟ ଚାଷ, ମାଛ ଧରିବାକୁ ଯାଇପାରିବେ ମତ୍ସ୍ୟଜୀବୀ, ଧରିଥିବା ମାଛକୁ ବଜାରରେ ବିକ୍ରି ବି କରିପାରିବେ, ମତ୍ସ୍ୟ ଶିଳ୍ପ ସହ ସଂପୃକ୍ତ କର୍ମଚାରୀଙ୍କ କାର୍ଯ୍ୟ ସ୍ୱାଭାବିକ ରହିବ, ଏନେଇ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ସଂଶୋଧିତ ଗାଇଡ୍ ଲାଇନ୍ ଜାରି
ବାରିପଦା: ସାମାଜିକ ଦୂରତ୍ୱ ଭଙ୍ଗ ନେଇ ପୁଲିସ୍ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଦୈନିକ କଚେରି ପରିବା ମାର୍କେଟ୍ ବନ୍ଦ କଲେ ବ୍ୟବସାୟୀ, ପରିବା ବଜାର ସ୍ୱାଭିବକ କରିବାକୁ ଆଜି ବସିଥିବା ବୈଠକ ବିଫଳ, ପୁଲିସ୍ ଓ ବ୍ୟବସାୟୀଙ୍କ ମଧ୍ୟରେ ବସିଥିବା ବୈଠକରୁ ବାହାରିଲାନି ନିଷ୍କର୍ଷ
ବାରିପଦା: ସାମାଜିକ ଦୂରତ୍ୱ ଭଙ୍ଗ ନେଇ ପୁଲିସ୍ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଦୈନିକ କଚେରି ପରିବା ମାର୍କେଟ୍ ବନ୍ଦ କଲେ ବ୍ୟବସାୟୀ, ପରିବା ବଜାର ସ୍ୱାଭିବକ କରିବାକୁ ଆଜି ବସିଥିବା ବୈଠକ ବିଫଳ, ପୁଲିସ୍ ଓ ବ୍ୟବସାୟୀଙ୍କ ମଧ୍ୟରେ ବସିଥିବା ବୈଠକରୁ ବାହାରିଲାନି ନିଷ୍କର୍ଷ
ବାଙ୍କୀ: ମହିଳା ପୁଲିସ୍ କର୍ମଚାରୀଙ୍କ ମାଡ଼ରେ ବାଇକ୍ ଆରୋହୀ ଆହତ, ଅସୁସ୍ଥ ପତ୍ନୀଙ୍କୁ ହସ୍ପିଟାଲ ନେବା ବାଟରେ ପୁଲିସ୍ ପିଟିଥିବା ଅଭିଯୋଗ, ଆହତଙ୍କୁ ପ୍ରଥମେ ହସ୍ପିଟାଲ ବଦଳରେ ଥାନାକୁ ନେଲା ପୁଲିସ୍, ପୁଲିସ୍ର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା
ବାରିପଦା: ସାମାଜିକ ଦୂରତ୍ୱ ଭଙ୍ଗ ନେଇ ପୁଲିସ୍ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଦୈନିକ କଚେରି ପରିବା ମାର୍କଟ୍ ବନ୍ଦ କଲେ ବ୍ୟବସାୟୀ, ପରିବା ବଜାର ସ୍ୱାଭିବ କରିବାକୁ ଆଜି ବସିଥିବା ବୈଠକ ବିଫଳ
ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୩୯କୁ ବୃଦ୍ଧି, ମୋଟ୍ ୭,୪୪୭ ଆକ୍ରାନ୍ତ, ୬୫୬୫ ଚିକିତ୍ସାଧୀନ, ଡିସ୍ଚାର୍ଜ ହୋଇଛନ୍ତି ୬୪୩ , ବିଭିନ୍ନ ରାଜ୍ୟରେ ମୃତ୍ୟୁ ସଂଖ୍ୟା- ମହାରାଷ୍ଟ୍ରରେ ୧୧୦, ମଧ୍ୟପ୍ରଦେଶରେ ୩୩, ଗୁଜରାଟରେ ୧୯, ଦିଲ୍ଲୀରେ ୧୩, ପଞ୍ଜାବରେ ୧୧, ତାମିଲନାଡୁରେ ୮, ତେଲେଙ୍ଗାନାରେ ୭ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା
First
Prev
1231
1232
1233
1234
1235
1236
1237
1238
1239
1240
1241
Next
Last
© 2022 - Odisha Television Limited. All Rights Reserved.