ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ ମକିଆ SBI ବ୍ରାଞ୍ଚର ସବୁ କର୍ମଚାରୀ କ୍ୱାରେଣ୍ଟାଇନରେ, ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ସନ୍ଦେହରେ କ୍ୱାରେଣ୍ଟାଇନ; ଏବେ ବ୍ୟାଙ୍କ ବନ୍ଦ, ୧୫ ତାରିଖରେ ଖୋଲିପାରେ, ଜରୁରୀ ଥିଲେ ନବରଙ୍ଗପୁର/ପାପଡ଼ାହାଣ୍ଡି ବ୍ରାଞ୍ଚ ଯିବାକୁ ପରାମର୍ଶ
କରୋନା ନେଇ ଆଶଙ୍କା ଥିଲେ ଫୋନ୍ରେ ମିଳିପାରିବ ପରାମର୍ଶ: ଏନେଇ ସ୍ୱତନ୍ତ୍ର ଟେଲି ମେଡିସିନ ହେଲ୍ପ ଲାଇନ ନମ୍ବର ଜାରି, ସ୍ୱତନ୍ତ୍ର ଟେଲି ମେଡିସିନ ହେଲପ ଲାଇନ ନଂ- ୧୪୪୧୦, ହେଲ୍ପ ଲାଇନରେ ଫୋନ କଲେ ମିଳିପାରିବ ଡାକ୍ତରୀ ପରାମର୍ଶ
କରୋନାରେ ମୃତ୍ୟୁ ହେଲେ ସରକାରଙ୍କ ତତ୍ତ୍ୱାବଧାନରେ ଅନ୍ତିମ ସଂସ୍କାର ହେବ, କରୋନାରେ ମୃତ୍ୟୁ ଘଟିଲେ ରାଜ୍ୟ ସରକାରଙ୍କୁ ଶବ ଦେବ ହସ୍ପିଟାଲ, ସରକାରଙ୍କ ତତ୍ତ୍ୱାବଧାନରେ ମୃତଦେହର ସଂସ୍କାର ହେବ, ଲୋକଙ୍କ ସୁରକ୍ଷା ପାଇଁ ସରକାରୀ ତତ୍ତ୍ୱାବଧାନରେ ସଂସ୍କାର ହେବ ବୋଲି କହିଲେ ବାଗଚୀ
ରାଜ୍ୟରେ କରୋନା ସ୍ଥିତି ନେଇ ମୁଖପାତ୍ର ସୁବ୍ରତ ବାଗଚୀ କହିଲେ- ରାଜ୍ୟରେ ଏଯାବତ ୨୨୧୫ଟି ସାମ୍ପଲ ପରୀକ୍ଷା କରାଯାଇଛି, ୪୨ଟି ପଜିଟିଭ ମିଳିଛି, ୨ ଜଣ ସୁସ୍ଥ ହୋଇ ଡିସ୍ଚାର୍ଜ ହୋଇଛନ୍ତି; ଆକ୍ରାନ୍ତଙ୍କ ମଧ୍ୟରୁ କାଲି ଜଣଙ୍କର ମୃତ୍ୟୁ ଘଟିଛି
ଚନ୍ଦକା SOG ଟ୍ରେନିଂ ସେଣ୍ଟରରେ ଅଘଟଣ: ଟ୍ରେନିଂ ବେଳେ ଗ୍ରେନେଡ୍ ବିସ୍ଫୋରଣରେ ହାବିଲଦାର ମୃତ, ଆଉ ୨ ହାବିଲଦାର ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
SCB କିମ୍ବା କଟକ ସିଟି ହସ୍ପିଟାଲରେ କୋଭିଡ୍ ରୋଗୀ ନାହାନ୍ତି, କ୍ୟାପିଟାଲ ହସ୍ପିଟାଲରେ କେବଳ ଜଣେ କୋଭିଡ୍ ଆକ୍ରାନ୍ତ ଅଛନ୍ତି-ସ୍ୱାସ୍ଥ୍ୟ ସଚିବ
ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ ୧୪ ଦିନ ପାଇଁ ସିଲ୍
ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଭୁବନେଶ୍ୱରରେ ଆଉ ୧୬ ଟି କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ, ଟ୍ୱିଟ୍ ଯୋଗେ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ସୂଚନା, ରାଜ୍ୟରେ କରୋନା ପଜିଟିଭ୍ ୩୯ରେ ପହଞ୍ଚିଲା
ଚାଇନା ବିରୋଧରେ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହେଲା ଆସିଜେ
ଭୁବନେଶ୍ୱର ମହାନଗର ସହ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସଟ୍ ଡାଉନ୍: ବାସୁଆଘାଇ, ଶିଶୁପାଳ, ଲିଙ୍ଗିପୁର, ରଣସିଂହପୁର, ମଳିପଡ଼ା, ଅନ୍ଧାରୁଆ, ଯାଁଳା, କଳାରାହାଙ୍ଗ, ରଘୁନାଥପୁର, ବରିମୁଣ୍ଡ, ଦାରୁଠେଙ୍ଗ, ଚନ୍ଦକା, ଧଉଳି, ତମାଣ୍ଡୋ, ସିଜୁଆ, ବାଳକାଟୀ ପ୍ରତାପଶାସନ, ବାଲିଅନ୍ତା, ଜଗନ୍ନାଥପୁର, ଜଟଣୀ ପ୍ରଧାନସାହି ସଟ୍ଡାଉନ୍
First
Prev
1233
1234
1235
1236
1237
1238
1239
1240
1241
1242
1243
Next
Last
© 2022 - Odisha Television Limited. All Rights Reserved.