ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ଡେଲିଭରି ବଏଙ୍କ ବ୍ୟାଗରେ ଥିଲା ଏମିତି ଜିନିଷ, ଯାଞ୍ଚକାରୀ ଟିମ୍ର ହୋଶ ଉଡ଼ିଗଲା
ଭିଡିଓ କନଫରେନ୍ସିଂ ମାଧ୍ୟମରେ ସରପଞ୍ଚଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ
କଣ୍ଟେନମେଣ୍ଟ ମୁକ୍ତ ହେଲା ରାଜଧାନୀ ଭୁବନେଶ୍ୱର: ବମିଖାଲ, ସତ୍ୟନଗର, ସୂର୍ଯ୍ୟନଗରକୁ BMC ଉଠାଇଲା କଣ୍ଟେନମେଣ୍ଟ
୧୦୪ ନମ୍ବରକୁ ଫୋନ କରି ଅଶ୍ଳୀଳ ଭାଷା ପ୍ରୟୋଗ ପ୍ରସଙ୍ଗରେ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା କଲା ୧୦୪ ସଂସ୍ଥା; ମୋଟ ୩୮ ଜଣ ଗମାତିଆ କଲରଙ୍କ ନାଁରେ ଏତଲା କଲା ସଂସ୍ଥା, ଅଭିଯୁକ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବି
୨୦୨୦-୨୧ ବର୍ଷ ପାଇଁ ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ନିଷ୍ପତ୍ତି, ୨୦୧୯-୨୦ ବର୍ଷରେ ଟାରିଫ୍ ଯାହା ଥିଲା ସେୟା ରହିବ; ପ୍ରିପେଡ୍ ଉପଭୋକ୍ତାଙ୍କୁ ୨ ପ୍ରତିଶତ ରିହାତି ମିଳିବ
ପ୍ରବାସୀ ଓଡ଼ିଶା ଫେରିବା ନେଇ ଦେଓରଞ୍ଜନ କୁମାର ସିଂ କହିଲେ-ଦେଶର ବିଭିନ୍ନ ସ୍ଥାନରେ ଥିବା ଲକ୍ଷ ଲକ୍ଷ ଲୋକ ଓଡ଼ିଶା ଫେରିବାକୁ ବ୍ୟଗ୍ର, ସେମାନଙ୍କୁ ଓଡ଼ିଶା ଆସିବାକୁ ହେଲେ ପ୍ରଥମେ ରେଜିଷ୍ଟ୍ରେସନ ଜରୁରୀ, ଏଥିପାଇଁ ରାଜ୍ୟ ସରକାର ଏକ ପୋର୍ଟାଲ ଖୋଲିଛନ୍ତି, ଉକ୍ତ ପୋର୍ଟାଲରେ ରେଜିଷ୍ଟ୍ରେସନ କରି ଓଡ଼ିଶାକୁ ଆସିପାରିବେ
ଖୁସି ଖବର: ଜାତୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା ଓଡ଼ିଶାର ମାଣବସା, ଛଉ ଏବଂ ରାବଣଛାୟା
କରୋନା ନେଇ ମୁଖପାତ୍ର ସୁବ୍ରତ ବାଗଚୀ କହିଲେ- ଏଯାବତ ୩ଟି ପର୍ଯ୍ୟୟକୁ ଆମେ ସଫଳତାର ସହ ପାରି କରିଛୁ; ବାହାରୁ ଆସୁଥିବା ଲୋକଙ୍କ ପଂଜୀକରଣ ଥିଲା ପ୍ରଥମ ପର୍ଯ୍ୟାୟ, ନିଜାମୁଦ୍ଦିନ ଲିଙ୍କ ଓ ତତ୍ଜନିତ ସଂକ୍ରମଣ ଥିଲା ୨ୟ ପର୍ଯ୍ୟାୟ, ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁଁ ସଂକ୍ରମଣ ହେଉଛି ତୃତୀୟ ପର୍ଯ୍ୟାୟ
କୋବିଡ୍୧୯ ମୁଖପାତ୍ର ସୁବ୍ରତ ବାଗଚୀ କହିଲେ- ଆଗକୁ ଆସୁଛି ଚତୁର୍ଥ ପର୍ଯ୍ୟାୟ, ଯାହା ଆମ ପାଇଁ ଏକ ଆହ୍ୱାନ; ଲକଡାଉନ ଦିନେ ଖୋଲିବ, ବାହାରେ ଥିବା ଓଡ଼ିଶା ଲୋକେ ଫେରିବେ; ଆକଳନ ଅନୁଯାୟୀ ପ୍ରାୟ ୫ ଲକ୍ଷ ଲୋକ ଓଡ଼ିଶାକୁ ଫେରିବେ; ଅଧିକ ସଂକ୍ରମିତ ଗୁଜରାଟ, ମହାରାଷ୍ଟ୍ର, ଆନ୍ଧ୍ର, ତେଲେଙ୍ଗାନାରୁ ଫେରିବେ
ଯାଜପୁର ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ୩୮ ବର୍ଷ ବୟସ୍କ ଆକ୍ରାନ୍ତ ଜଣକ ପଶ୍ଚିମବଙ୍ଗରୁ ଫେରିଥିଲେ
First
Prev
1227
1228
1229
1230
1231
1232
1233
1234
1235
1236
1237
Next
Last
© 2022 - Odisha Television Limited. All Rights Reserved.