ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ କହିଲେ-ଘାଟି ରାସ୍ତା ଏଣିକି ସୁରତରୁ ଆସୁଥିବା ବସର ରୁଟ୍ ବଦଳା ଯିବ, ବୌଦ୍ଧ-ଚାରିଛକ-ମାଧପୁର-ନୟାଗଡ଼-ଓଡ଼ଗାଁ ଦେଇ ଗଞ୍ଜାମ ଯିବ
କଳିଙ୍ଗା ଘାଟିରେ ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ: ୩ ଆହତ; ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିଲା, ବସ୍ରେ ସୋରଡ଼ା ଅଞ୍ଚଳର ସୁରତ ଫେରନ୍ତା ଥିବା ସୂଚନା
ସୁରତରୁ ଗଞ୍ଜାମ ଫେରୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ, ନାଗପୁର ଅମରାବତୀ ଏନ୍ଏଚ୍ରେ ଓଲଟିଲା ପ୍ରବାସୀ ଓଡ଼ିଆଙ୍କ ବସ୍, ବସ୍ରେ ଆସୁଥିଲେ ପ୍ରାୟ ୫୦ ଯାତ୍ରୀ
ସୁରତରୁ ଗଞ୍ଜାମ ଫେରିଥିବା ୨ ଜଣ କରୋନାରେ ଆକ୍ରାନ୍ତ: ୨ କରୋନା ଆକ୍ରାନ୍ତଙ୍କ ବୟସ ୧୭ ଓ ୨୨ ବର୍ଷ; ଲକ୍ଷଣ ନ ଥିଲା, ସାମ୍ପଲ ସଂଗ୍ରହ ପରେ ପଜିଟିଭ୍ ବାହାରିଛି, ସେହିଭଳି ଝାରସୁଗୁଡ଼ାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ୪୦ ବର୍ଷୀୟା ମହିଳା ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି
ଓଡ଼ିଶାରେ ପୁଣି ଜଣେ କରୋନା ପଜିଟିଭି ଚିହ୍ନଟ, ଏହି ଆକ୍ରାନ୍ତ ଜଣକ ହେଲେ ଝାରସୁଗୁଡ଼ାର, ଏହାକୁ ମିଶାଇ ଝାରସୁଗୁଡ଼ାରେ କରୋନା ଆକ୍ରାନ୍ତ ସଂଖ୍ୟା ୨ରେ ପହଞ୍ଚିଥିବା ବେଳେ ରାଜ୍ୟରେ ମୋଟ କରୋନା ସଂଖ୍ୟା ୧୬୦
ରାଜ୍ୟରେ ଆଉ ୨ କରୋନା ପଜିଟିଭ୍ ଚିହ୍ନଟ: ୨ ନୂଆ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ସୂଚନା; ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୯କୁ ବୃଦ୍ଧି, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
ଘାଟିରେ ଓଲଟିଲା ସୁରତରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ବସ୍, ଗଞ୍ଜାମ-କନ୍ଧମାଳ ସିମାନ୍ତ କଳିଙ୍ଗା ଘାଟି ଅନ୍ଧାରକୋଟ ନିକଟରେ ବସ୍ଟି ଓଲଟି ପଡ଼ିଥିବା ସୂଚନା, ବସ୍ରେ ୪୦ରୁ ଅଧିକ ଯାତ୍ରୀ ଥିଲେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ସୂଚନା
ବୃଦ୍ଧି ପାଇଲା ଦେଶର କରୋନା ଆରୋଗ୍ୟ ହାର: ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଟାବଲେଟ୍ ଉତ୍ପାଦନ ବଢ଼ିଲା
ଉଦ୍ଧବଙ୍କୁ ଆଶ୍ୱସ୍ତି; ମେ ୨୧ରେ ହେବ ନିର୍ବାଚନ
ଶ୍ରମିକମାନଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି
First
Prev
1223
1224
1225
1226
1227
1228
1229
1230
1231
1232
1233
Next
Last
© 2022 - Odisha Television Limited. All Rights Reserved.