ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ବଲାଙ୍ଗିରର ୧୪୭ ନଂ ଆକ୍ରାନ୍ତ ସାଙ୍ଗଙ୍କ ସହ କ୍ରିକେଟ୍ ଖେଳିଥିଲେ: ୧୬-୧୭ ମାର୍ଚ୍ଚରେ ଟ୍ରେନ୍ରେ ତାମିଲନାଡୁରୁ ବଲାଙ୍ଗିର ଫେରିଥିଲେ; ମାର୍ଚ୍ଚ ୧୮ରୁ ଏପ୍ରିଲ ୫ ତାରିଖ ଯାଏ ହୋମ୍ କ୍ୱାରେଣ୍ଟିନରେ ଥିଲେ, ଏପ୍ରିଲ୍ ୬ରୁ ୩୦ ଗାଁରେ ଥିଲେ, ସାଙ୍ଗ ସହ ବହୁ ଥର କ୍ରିକେଟ୍ ଖେଳିଥିଲେ
ବାଲେଶ୍ୱରରେ ପୁଣି ଜଣେ କରୋନା ପଜିଟିଭି ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧କୁ ବୃଦ୍ଧି, ବାଲେଶ୍ୱର କରୋନା ପଜିଟିଭ୍ ଚିହ୍ନଟ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା
କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ବଦଳରେ ଗ୍ରୀନ୍ ଜୋନ ଘୋଷଣା ଦାବି: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଲେ ବିରୋଧୀ ଦଳ ନେତା; କଳାହାଣ୍ଡି ଜିଲ୍ଲାର ୨ କରୋନା ଆକ୍ରାନ୍ତ ସୁସ୍ଥ, କେହି ଆକ୍ରାନ୍ତ ନାହାନ୍ତି, ଅରେଞ୍ଜ ଜୋନ୍ ବଦଳରେ ଗ୍ରୀନ୍ ଜୋନ କଲେ ଲୋକେ ଉପକୃତ ହେବେ
୫ଟି ବସ୍ରେ ଭଦ୍ରକ ଫେରିଲେ ୨୭୦ ପ୍ରବାସୀ ଓଡ଼ିଆ: ୪ଟି ବସ୍ ସୁରତ ଓ ଗୋଟିଏ ବସ୍ ଚେନ୍ନାଇରୁ ଆସି ପହଞ୍ଚିଛି; ସମସ୍ତଙ୍କୁ ଭଣ୍ଡାରିପୋଖରୀ ସରକାରୀ ITI କ୍ୱାରେଣ୍ଟିନ କେନ୍ଦ୍ରକୁ ପଠାଗଲା
ଖଲ୍ଲିକୋଟ: ବେଗୁନିଆପଡ଼ା ଜନତା ହାଇସ୍କୁଲ ଓ ଆଦର୍ଶ ବିଦ୍ୟାଳୟ କ୍ୱାରେଣ୍ଟିନ କେନ୍ଦ୍ରରୁ ପଳାଇଲେ ସୁରତ ଫେରନ୍ତା; ଖାଦ୍ୟ ଓ ପାନୀୟ ନ ମିଳିବା ଅଭିଯୋଗ ଆଣି କ୍ୱାରେଣ୍ଟିନ କେନ୍ଦ୍ର ଛାଡ଼ିଲେ, ପ୍ରଶାସନ ପକ୍ଷରୁ ଶ୍ରମିକଙ୍କୁ ବୁଝାସୁଝା ଚାଲିଥିବା ସୂଚନା
କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ କହିଲେ-ଘାଟି ରାସ୍ତା ଏଣିକି ସୁରତରୁ ଆସୁଥିବା ବସର ରୁଟ୍ ବଦଳା ଯିବ, ବୌଦ୍ଧ-ଚାରିଛକ-ମାଧପୁର-ନୟାଗଡ଼-ଓଡ଼ଗାଁ ଦେଇ ଗଞ୍ଜାମ ଯିବ
କଳିଙ୍ଗା ଘାଟିରେ ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ: ୩ ଆହତ; ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିଲା, ବସ୍ରେ ସୋରଡ଼ା ଅଞ୍ଚଳର ସୁରତ ଫେରନ୍ତା ଥିବା ସୂଚନା
ସୁରତରୁ ଗଞ୍ଜାମ ଫେରୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ, ନାଗପୁର ଅମରାବତୀ ଏନ୍ଏଚ୍ରେ ଓଲଟିଲା ପ୍ରବାସୀ ଓଡ଼ିଆଙ୍କ ବସ୍, ବସ୍ରେ ଆସୁଥିଲେ ପ୍ରାୟ ୫୦ ଯାତ୍ରୀ
ସୁରତରୁ ଗଞ୍ଜାମ ଫେରିଥିବା ୨ ଜଣ କରୋନାରେ ଆକ୍ରାନ୍ତ: ୨ କରୋନା ଆକ୍ରାନ୍ତଙ୍କ ବୟସ ୧୭ ଓ ୨୨ ବର୍ଷ; ଲକ୍ଷଣ ନ ଥିଲା, ସାମ୍ପଲ ସଂଗ୍ରହ ପରେ ପଜିଟିଭ୍ ବାହାରିଛି, ସେହିଭଳି ଝାରସୁଗୁଡ଼ାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ୪୦ ବର୍ଷୀୟା ମହିଳା ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି
ଓଡ଼ିଶାରେ ପୁଣି ଜଣେ କରୋନା ପଜିଟିଭି ଚିହ୍ନଟ, ଏହି ଆକ୍ରାନ୍ତ ଜଣକ ହେଲେ ଝାରସୁଗୁଡ଼ାର, ଏହାକୁ ମିଶାଇ ଝାରସୁଗୁଡ଼ାରେ କରୋନା ଆକ୍ରାନ୍ତ ସଂଖ୍ୟା ୨ରେ ପହଞ୍ଚିଥିବା ବେଳେ ରାଜ୍ୟରେ ମୋଟ କରୋନା ସଂଖ୍ୟା ୧୬୦
First
Prev
1222
1223
1224
1225
1226
1227
1228
1229
1230
1231
1232
Next
Last
© 2022 - Odisha Television Limited. All Rights Reserved.