ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ଭୁଶୁଡ଼ି ପଡ଼ିଲା ୪ ମହଲା କୋଠା
ପାଟଣାଗଡ଼ ଜେଲରୁ ୭ ଡକାୟତ ଖସି ଯିବାକୁ ଉଦ୍ୟମ ବେଳେ ଜେଲ କର୍ମଚାରୀଙ୍କ ସହ ଧସ୍ତାଧସ୍ତି, ଆଲାର୍ମ ବଜାଇବା ସହ ଡକାୟତଙ୍କୁ କାବୁ କଲେ ଜେଲ୍ କର୍ମଚାରୀ, ଉକ୍ତ ଡକାୟତ ଦଳଙ୍କୁ ପୁଞ୍ଜିଲାଲ ମେହେର ଉସୁକାଇଥିବା ଅଭିଯୋଗ
ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ବିଜେପିର ବିରୋଧ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୁଶ ପୁତ୍ତଳିକା ଦାହ ଉଦ୍ୟମ, ପୁଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି, ୨୦ ବିଜେପି କର୍ମୀ ଗିରଫ
‘କାଳିଆ’ ସମ୍ମିଳନୀକୁ ଯିବା ପାଇଁ ଦର ନଛିଣ୍ଡିବାରୁ ଜୟପୁରରେ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବସ୍ ବନ୍ଦ: କାଲି ପୁରୀରେ ‘କାଳିଆ’ ଯୋଜନା ପାଇଁ କୃଷକ ସମାବେଶ ରହିଥିବାରୁ ଚାଷୀଙ୍କୁ ନେବାକୁ ଆରଟିଓଙ୍କ ପକ୍ଷରୁ ଘରୋଇ ବସ୍ ସହ ଚୁକ୍ତି ହୋଇଥିଲା
ସାଧାରଣତନ୍ତ୍ର ଦିବସ ଲାଗି କଡ଼ା ସୁରକ୍ଷା ବଳୟରେ ରହିବ ରାଜଧାନୀ: ସହରର ସବୁ ପ୍ରବେଶପଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୧୫୦ ଅଫିସରଙ୍କ ସହ ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ, ମାଷ୍ଟର କ୍ୟାଣ୍ଟିନ, ପରେଡ଼ ସ୍ଥଳରେ ଲାଗିବ ୬୦ ସିସିଟିଭି
ପୀୟୂଷ ଗୋଏଲଙ୍କୁ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱ
ବାରିପଦା: ଶିମିଳିପାଳରୁ ବିସ୍ଥାପିତ ଖଡ଼ିଆ ଓ ମାଙ୍କିଡ଼ିଆ ସଂପ୍ରଦାୟଙ୍କ ବସ୍ତି ଜଳିଗଲା, ୧୬ ବଖରା ଘର ଜଳିଯିବା ସହ ଜଣେ ବସ୍ତିବାସିନ୍ଦା ଗୁରୁତର
ସୁବର୍ଣ୍ଣପୁର: ଧରାପଡ଼ିଲା ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, ବୌଦ୍ଧରୁ ଛତିଶଗଡ଼ ଚାଲାଣ ବେଳେ ଅର୍ଜୁନପୁର ନିକଟରେ ଧରିଲା ଅବକାରୀ ବିଭାଗ; ୨୫ କେଜି ଗଞ୍ଜେଇ ଜବତ, ୨ ଛତିଶଗଡ଼ି ବେପାରୀ ଗିରଫ
ବାଲିଗୁଡ଼ା: ବେଲଘର ବନାଞ୍ଚଳ ଲଙ୍କାଗଡ଼ ସଂରକ୍ଷିତ ଜଙ୍ଗଲରେ ମାଈହାତୀର ମୃତ୍ୟୁ
ବୌଦ୍ଧ: ବୋଲେରୋ ଦୁର୍ଘଟଣାରେ ବୌଦ୍ଧ କୃଷି ଉପନିର୍ଦ୍ଦେଶକଙ୍କ ମୃତ୍ୟୁ, ଭୁବନେଶ୍ୱରରୁ ଫେରିବା ବେଳେ ରାଧାନଗର ଠାରେ ଓଲଟିଲା ବୋଲେରୋ, ଗାଡି ଚାଳକ ଏବଂ ପିଅନ ଗୁରୁତର
ଆଜି ଝାରସୁଗୁଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ୨୧ ବିଜେପି କର୍ମୀଙ୍କୁ ଅଟକ ରଖିଲା ପୁଲିସ୍
ପୁରୀ: ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ, ଅପରାହ୍ନ ୪ଟା ୩୦ରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ
ଆଜି ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରାକୁ ନେଇ ସହରରେ ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା: ଆଜି ବନ୍ଦ ଡାକରା ଦେଇଛି ରାଷ୍ଟ୍ରୀୟ ସୁରକ୍ଷା ସମିତି, ସହରରେ ୧୪୪ ଧାରା ଜାରି, ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ
ନବୀନ ନିବାସ ଗେଟ୍ ଆଗରେ ଓଟିଭି ସାମ୍ବାଦିକ ଓ କ୍ୟାମେରାମ୍ୟାନ୍ଙ୍କୁ ଅଟକାଇବା ଓ ଭିତରକୁ ନଛଡ଼ାଯିବାକୁ କିଏ କହିଛି ପ୍ରଶ୍ନକୁ ବାଆଁରେଇଲେ ବିଜେଡିର ୨ ମୁଖପାତ୍ର ପ୍ରଶାନ୍ତ ନନ୍ଦ ଏବଂ ସସ୍ମିତ ପାତ୍ର, କହିଲେ-ବୁଝି କହିବୁ
ନବୀନ ନିବାସ ଆଗରେ ଓଟିଭି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର: ନବୀନ ନିବାସ ଭିତରକୁ ନଛାଡ଼ିବାକୁ ଭିତରୁ ନିର୍ଦ୍ଦେଶ ଥିବା କହି ଗେଟ୍ ସମ୍ମୁଖୀନରେ ଓଟିଭି ଟିମ୍କୁ ଠେଲାପେଲା କଲେ ସୁରକ୍ଷା କର୍ମୀ, ହେଲେ କିଏ ଏପରି ନିର୍ଦ୍ଦେଶ ଦେଇଛି କହିଲେନି
ନବୀନ ନିବାସ ଆଗରେ ଓଟିଭି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର: ନବୀନ ନିବାସରେ ଏକ ମିଶ୍ରଣ କାର୍ଯ୍ୟକ୍ରମର ଖବର ସଂଗ୍ରହ ପାଇଁ ନିମନ୍ତ୍ରଣ ପାଇ ଯାଇଥିବା ଓଟିଭି ଟିମ୍କୁ ଭିତରକୁ ଛଡ଼ାଯିବ ନାହିଁ ବୋଲି କହି ଗେଟ୍ ସମ୍ମୁଖରେ ଠେଲାପେଲା କରିଥିଲେ ସୁରକ୍ଷାକର୍ମୀ
ନବୀନ ନିବାସ ଆଗରେ ଓଟିଭି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର: ଓଟିଭିକୁ ଭିତରକୁ ନଛାଡ଼ିବାକୁ ଉପରୁ ନିର୍ଦ୍ଦେଶ ଥିବା କହି ଗେଟ୍ ଆଗରୁ ଓଟିଭି ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଭିତରକୁ ନଛାଡ଼ି ଗେଟ୍ ସମ୍ମୁଖରୁ ତଡ଼ି ଦେଲେ ସୁରକ୍ଷା କର୍ମୀ
ନବୀନ ନିବାସ ଆଗରେ ଓଟିଭି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର: ଓଟିଭି ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଭିତରକୁ ନଛାଡ଼ି ଗେଟ୍ ସମ୍ମୁଖରୁ ତଡ଼ି ଦେଲେ ସୁରକ୍ଷା କର୍ମୀ
କନ୍ଧମାଳ ବ୍ରାହ୍ମଣୀଗାଁ ବଙ୍ଗଡ଼ଦୁଆ ଘାଟିରେ ମିନିଟ୍ରକ ଓଲଟିବା ଘଟଣାରେ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି
ବିଜେଡି ଭଲ କରିବା ନେଇ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ନିରଞ୍ଜନ ପଟ୍ଟନାୟକ କହିଲେ- ନବୀନ ଆଦର୍ଶହୀନ ରାଜନୀତି କରୁଛନ୍ତି, ପ୍ରଲୋଭନ ଦେଖାଇ ଭୋଟ ନେବାକୁ ଉଦ୍ୟମ କରୁଛନ୍ତି
ବିଜେଡି ଭଲ କରିବା ନେଇ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ନିରଞ୍ଜନ ପଟ୍ଟନାୟକ କହିଲେ- ଯଦି ଜିତିବା ନେଇ ଦୃଢ଼ୋକ୍ତି କରୁଛନ୍ତି, ତେବେ ଏତେ ଡର କାହିଁକି ? ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମକୁ କାହିଁକି ଭଣ୍ଡୁର ଉଦ୍ୟମ କରୁଛନ୍ତି, ୧୯ ବର୍ଷ ପରେ ବି ନେତା ସୃଷ୍ଟି କରିପାରିନାହାନ୍ତି, ଅନ୍ୟଠୁ ନେଉଛନ୍ତି
ବକ୍ସର ମେରି କମ୍ଙ୍କ ବିଶ୍ୱ ରେକର୍ଡ
ଓଡ଼ିଶା ସରକାର କୋଷ୍ଟାଲ ହାଇୱେ ନିର୍ମାଣ ଚାହୁଁଛନ୍ତି, ପ୍ରକଳ୍ପ ନେଇ କେନ୍ଦ୍ର ଆମକୁ ତଥ୍ୟ ଦେଇନି କି ଆଲୋଚନା କରିନି, ଆମେ ଚାହୁଁଛୁ ଉପକୂଳକୁ ଲାଗି ନୂଆ କରି ରାଜପଥ ନିର୍ମାଣ ହେଉ,ସେମାନେ ପୁରୁଣା ରାସ୍ତାକୁ ନୂଆ ଦେଖାଇବାକୁ ଚେଷ୍ଟା କରୁଛନ୍ତି: ପ୍ରତାପ ଜେନା
ବାଲିଗୁଡ଼ା ଦୁର୍ଘଟଣାର ପ୍ରତି ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆହତଙ୍କୁ ମାଗଣା ଚିକିତ୍ସା ସୁବିଧା ପାଇଁ ନିର୍ଦ୍ଦେଶ ଦେଲେ
ସମ୍ବଲପୁର: ବୀମା ଅଫିସରେ ତାଲା ପକାଇ ଧାରଣାରେ ବସିଲେ ଚାଷୀ, ବୀମା ଟଙ୍କା ନ ମିଳିବା ପ୍ରତିବାଦରେ ତାଲା ପକାଇଲେ
First
Prev
1624
1625
1626
1627
1628
1629
1630
1631
1632
1633
1634
Next
Last
© 2022 - Odisha Television Limited. All Rights Reserved.