ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ
ଭୁବନେଶ୍ୱରରେ ପହଞ୍ଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି
ମାଲକାନଗିରି: ମାଥିଲି ଥାନା ବନ୍ଧଗୁଡ଼ା ଗାଁର ଗର୍ଭବତୀ ଭାରରେ ବୁହା ହେଲେ, ଗାଁକୁ ରାସ୍ତା ନଥିବାରୁ ୩ କି.ମି. ଭାରରେ ଯାଇ ଆମ୍ବୁଲାନ୍ସରେ ମେଡିକାଲ୍ ଗଲେ
ଦିଲ୍ଲୀରେ ସମ୍ବିଧାନ ସମ୍ମାନ ସମାରୋହ ଅନୁଷ୍ଠିତ
ରାଉରକେଲା: ବନ୍ଧମୁଣ୍ଡା ଡି କ୍ୟାବିନ୍ ନିକଟରେ ଏକ ମାଲବାହୀ ଟ୍ରେନ୍ର ଗାର୍ଡ ବଗି ସହ ୫ ବଗି ଲାଇନଚ୍ୟୁତ; ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ; ବଗି ଉଠାଇବା କାର୍ଯ୍ୟ ଆରମ୍ଭ
ଛତିଶଗଡ଼ରେ ବଡ଼ ଧରଣର ଏନ୍କାଉଣ୍ଟର, ୯ ମାଓବାଦୀ ନିହତ
ଢେଙ୍କାନାଳ: ଗୋବିନ୍ଦପୁର କଳ୍ପତରୁ ଆଶ୍ରମରୁ ପିଲା ନିଖୋଜ ଘଟଣା; ଆଶ୍ରମରେ ପହଞ୍ଚିଲେ ତହସିଲଦାର, ଆଶ୍ରମରୁ ବାବା ଫେରାର ଓ ନିଖୋଜ ପିଲାର ସନ୍ଧାନ ପାଇଁ ଉଦ୍ୟମ
କମ୍ୟୁନିକେସନ୍ ସାଟେଲାଇଟ୍ ‘କଲାମ ସାଟ୍’ର ଉତ୍କ୍ଷେପଣ
ଚିତ୍ରକୋଣ୍ଡା: ଗଣତନ୍ତ୍ର ଦିବସ ପୂର୍ବରୁ ଅଣ୍ଡରାପାଲ୍ଲୀ ଗାଁରେ ନକ୍ସଲ ମେଳି, ସହିଦ ସ୍ତମ୍ଭ ନିର୍ମାଣ କରି ନକ୍ସଲ ସଂଗଠନରେ ସାମିଲ୍ ପାଇଁ ଗ୍ରାମବାସୀଙ୍କୁ ଦେଲେ ଆହ୍ୱାନ
ପୁରୀ: ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅଟକ, ନବୀନଙ୍କ ଗସ୍ତକୁ ବିରୋଧ ଆଶଙ୍କାରେ ଅଟକ ରଖିଲା ପୁଲିସ
ଆଜିଠାରୁ ନକ୍ସଲଙ୍କ ସହିଦ ସପ୍ତାହ ପାଳନ ଡାକରା, ବିଭିନ୍ନ ସ୍ଥାନରେ ପୋଷ୍ଟର୍ ମାରି ବନ୍ଦକୁ ସଫଳ କରିବାକୁ ଦେଲେ ଆହ୍ୱାନ
କାଳିଆ ଯୋଜନା ପାଇଁ ଆଜି ପୁରୀରେ ବିଶାଳ ଚାଷୀ ସମାବେଶ, ରାଜ୍ୟର ୩୧୪ଟି ବ୍ଲକରୁ ଯୋଗଦେବେ ଲକ୍ଷାଧିକ ଚାଷୀ
ଆଜି ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି
ଅଯୋଧ୍ୟାରେ ଶିବସେନା ଓ ବିଶ୍ୱ ହିନ୍ଦୁ ପରିଷଦର ବିଶାଳ ସମାବେଶ
ଶାନ୍ତି କମିଟିର ଆଲୋଚନା ପରେ ସୁଧୁରିଛି କେନ୍ଦ୍ରାପଡ଼ା ସ୍ଥିତି, ଆଜି ସକାଳ ୬ଟାରୁ କର୍ଫ୍ୟୁ ଉଠିଲା, ୧୪୪ ଧାରା ବଳବତ୍ତର
କେନ୍ଦ୍ରାପଡ଼ାରେ କାଲି ସକାଳ ୮ଟା ପର୍ଯ୍ୟନ୍ତ କଫ୍ୟୁ ଜାରି କଲା ଜିଲ୍ଲା ପ୍ରଶାସନ, ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ କଫ୍ୟୁ ଜାରି ନେଇ ସୂଚନା ଦେଲେ ଉପଜିଲ୍ଲାପାଳ ସଂଜୟ କୁମାର ମିଶ୍ର
ହାଇକୋର୍ଟରେ ପୋଲସରା ବିଧାନସଭା ନିର୍ବାଚନ ମାମଲା: ୩ ମାସ ମଧ୍ୟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତୀୟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସତ୍ୟପାଠ ନେଇ ମାମଲା ହୋଇଥିଲା
କାଲି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ସକାଳ ୧୦ଟା ୩୦ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ, ସ୍ଥାନୀୟ ଏକ ହୋଟେଲରେ ବୁଦ୍ଧିଜୀବୀମାନଙ୍କୁ ଭେଟିବେ, ୨ଟା ୩୦ରେ ତମାଣ୍ଡୋ ମିନି ଷ୍ଟାଡିୟମରେ ସଭାରେ ଯୋଗଦେବେ
ସିଡ୍ନୀ ଟି-ଟ୍ୱେଣ୍ଟିକୁ ୬ ୱିକେଟରେ ଜିତିଲା ଭାରତ
ଫେବ୍ରୁଆରୀରେ ରାହୁଲ ଦୁଇ ଥର ଓଡ଼ିଶା ଆସିବେ, ପ୍ରଥମ ସପ୍ତାହରେ ଦକ୍ଷିଣ ଓଡ଼ିଶା ଗସ୍ତ କରିବେ: ଜିତେନ୍ଦ୍ର ସିଂହ, କଂଗ୍ରେସର ଓଡ଼ିଶା ପ୍ରଭାରୀ
ଭୁଶୁଡ଼ି ପଡ଼ିଲା ୪ ମହଲା କୋଠା
ପାଟଣାଗଡ଼ ଜେଲରୁ ୭ ଡକାୟତ ଖସି ଯିବାକୁ ଉଦ୍ୟମ ବେଳେ ଜେଲ କର୍ମଚାରୀଙ୍କ ସହ ଧସ୍ତାଧସ୍ତି, ଆଲାର୍ମ ବଜାଇବା ସହ ଡକାୟତଙ୍କୁ କାବୁ କଲେ ଜେଲ୍ କର୍ମଚାରୀ, ଉକ୍ତ ଡକାୟତ ଦଳଙ୍କୁ ପୁଞ୍ଜିଲାଲ ମେହେର ଉସୁକାଇଥିବା ଅଭିଯୋଗ
ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ବିଜେପିର ବିରୋଧ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୁଶ ପୁତ୍ତଳିକା ଦାହ ଉଦ୍ୟମ, ପୁଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି, ୨୦ ବିଜେପି କର୍ମୀ ଗିରଫ
‘କାଳିଆ’ ସମ୍ମିଳନୀକୁ ଯିବା ପାଇଁ ଦର ନଛିଣ୍ଡିବାରୁ ଜୟପୁରରେ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବସ୍ ବନ୍ଦ: କାଲି ପୁରୀରେ ‘କାଳିଆ’ ଯୋଜନା ପାଇଁ କୃଷକ ସମାବେଶ ରହିଥିବାରୁ ଚାଷୀଙ୍କୁ ନେବାକୁ ଆରଟିଓଙ୍କ ପକ୍ଷରୁ ଘରୋଇ ବସ୍ ସହ ଚୁକ୍ତି ହୋଇଥିଲା
ସାଧାରଣତନ୍ତ୍ର ଦିବସ ଲାଗି କଡ଼ା ସୁରକ୍ଷା ବଳୟରେ ରହିବ ରାଜଧାନୀ: ସହରର ସବୁ ପ୍ରବେଶପଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୧୫୦ ଅଫିସରଙ୍କ ସହ ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ, ମାଷ୍ଟର କ୍ୟାଣ୍ଟିନ, ପରେଡ଼ ସ୍ଥଳରେ ଲାଗିବ ୬୦ ସିସିଟିଭି
First
Prev
1623
1624
1625
1626
1627
1628
1629
1630
1631
1632
1633
Next
Last
© 2022 - Odisha Television Limited. All Rights Reserved.